Daily news update , Real odisha local news

ଆଶ୍ଚର୍ଯ୍ୟ!! ଆକାଶ ରୁ ହେଉଛି ସାପ ବର୍ଷା..ଭିଡିଓ ଭାଇରାଲ

0 11

ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।

ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବନ୍ଧୁଗଣ ଆପଣ ମାନେ କଣ କେବେ ସାପ କୁ ଆକାଶ ରୁ ଖସିବା ରେ ଦେଖିଛନ୍ତି। ନିଶ୍ଚିତ ଭାବ ରେ ନୁହେଁ କାରଣ ସାପ ଗୋଟିଏ ସରୀସୃପ ଆଉ ସେ ଜଙ୍ଗଲ ରେ ତଥା ଗଛ ରେ ରହିଥାଏ। ତେବେ କିନ୍ତୁ ବର୍ତ୍ତମାନ ଦେଖିବା କୁ ମିଳୁଛି କି ଆକାଶ ରୁ ବଡ଼ ବଡ଼ ସାପ ଖସୁଛନ୍ତି ବୋଲି। ତେବେ କିନ୍ତୁ ବର୍ତ୍ତମାନ କିଛି ଏହିପରି ଦେଖା ଯାଇଛି ଯାହାକୁ ନେଇ ବୌଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଗଲେଣି।

ତେବେ ସୂଚନା ଅନୁସାରେ, କିଛି ଦିନ ତଳେ ମିକନ ଟେଲସା ଅଞ୍ଚଳ ରେ ବର୍ଷା ହେଉଥିବା ବେଳେ ବର୍ଷା ସହ ଆକାଶ ର ସାପ ଖସିଥିବା ର ଦେଖିବା କୁ ମିଳିଥିଲା। ତେବେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ। ତେବେ ଏହି ଘଟଣା କୁ ନେଇ ବୈଜ୍ଞାନିକ ମାନେ ଅନୁସନ୍ଧାନ କରିବା ଆରମ୍ଭ କଲେ କି କାହିଁକି ଏହିପରି ହେଉଛି ବୋଲି। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ସତ୍ୟତା ମିଳି ନାହିଁ କିମ୍ବା ଏହା କିପରି ସମ୍ଭବ ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ମାତ୍ର ଏହା ସ୍ପଷ୍ଟ ରହିଛି କି ଯେଉଁ ସାପ ଆକାଶ ରୁ ପଡୁଛି ତାହା ବିନା ଭେନସ୍ ବିଷ ଯୁକ୍ତ ସାପ ଅଟେ।

ତେବେ କିନ୍ତୁ ଏହା ନୂଆ କଥା ନୁହେଁ ପୂର୍ବରୁ ମଧ୍ୟ ଏହିପରି କେତେ ଥର ଭିନ୍ନ ଭିନ୍ନ ସ୍ଥାନ ରେ ଦେଖିବା କୁ ମିଳିଛି କି ଆକାଶ ରୁ ସାପ ବର୍ଷା ହେବାର। ତେବେ ଅନୁମାନ କରାଯାଇଛି କି ଏହି ସାପ ଗୁଡିକ ଅଧିକ ପବନ ଯୋଗୁଁ ଉପରକୁ ଉଡିଯାଇ ତଳେ ପଡିଛନ୍ତି। କିନ୍ତୁ କୌଣସି ପକ୍ଷୀ ସାପ ଗୁଡିକୁ ଉପରକୁ ନେଉଯାଇ ତଳକୁ ଖସିପକେଇ ଥିବାର ସମ୍ଭାବନା ରହିଛି। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.