Daily news update , Real odisha local news

କମ୍ପ୍ୟୁଟର ଠାରୁ ବେଶୀ ଭୟଙ୍କର ଗୋପାଳ ମସ୍ତିଷ୍କ ଗୋପାଳ ପାଖରୁ ସତ…ଦେଖନ୍ତୁ ଭିଡିଓ କ’ଣ ଥିଲା ଗୋପାଳ ର Planing

0 44,292

କମ୍ପୁଟର ବି ହାର ମାନିଲା ଗୋପାଳ ର ବ୍ରେନ ପାଖରେ, ଯେତେ ଚେଷ୍ଟା କଲେ ବି ସତ ବାହାର ହେଇ ପରିଲାଣି ଗୋପାଳ ପାଖରୁ ।ତେବେ ଦର୍ଶକ ବନ୍ଧୁ ମନ୍ତ୍ରୀ ନବ ଦାସ ଙ୍କର ହତ୍ୟା କୁ ଆଜି 22 ଦିନ ବିତି ଗଲାଣି ହେଲେ ଏବେ ଯାଏ ହତ୍ୟା ପଛର ସତ କଣ ବାହାରକୁ ଆସି ପାରୁନାହିଁ ।ଯେତେ ଥର ଟେଷ୍ଟ କଲେ ବି ଗୋପାଳ କଣ ସତ କହୁଛି କି,

ଏହାଛଡା ମ୍ୟାସିନ ବି ହାର ମଣିଛି ଗୋପାଳ ଆଗରେ ।ତେବେ ବର୍ତ୍ତମାନ ଚିନ୍ତା ରେ ପଡ଼ି ଯାଇଛନ୍ତି ତଦନ୍ତକାରୀ ମାନେ ।ହତ୍ୟା ର ସତ କୁ ସାମ୍ନା କୁ ଆଣିବା ପାଇଁ ଯଥାଚିତ ଚେଷ୍ଟା ପରେ କିଛି ଜଣା ପଡୁନାହିଁ, ସେଥିପାଇଁ ପୁଣି ଥରେ ଗୋପାଳ ର ମାନସିକ ଯାଞ୍ଚ ପାଇଁ ଚେଷ୍ଟା କରୁଚି କ୍ରାଇମବ୍ରାଞ୍ଚ ।

ତେବେ ମନ୍ତ୍ରୀ ଙ୍କ ହତ୍ୟାରେ ଗୋପାଳ ଜେଲ ଯିବା ପରେ ଜୋରଦାର ଇନଭେସ୍ଟିକେଶ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ଏହି କେଶ ଉପରେ ।ସେଥିପାଇଁ ବହୁତ ଥର ଗୋପାଳ ପାଖରୁ ସତ ବାହାର କରିବା ପାଇଁ ଚେଷ୍ଟା କରି ସାରିଛି କ୍ରାଇମବ୍ରାଞ୍ଚ ।ସେଥିପାଇଁ ନାରର୍କ ଟେଷ୍ଟ ଓ ସାଇକୋ ଆନାଲିସିସ ଟେଷ୍ଟ ବି ସରିଥିଲା, ଏହା ବ୍ୟତିତ ତାଙ୍କୁ truth ସେରମ ଦେଇ ବି ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା ।କେବଳ ସେତିକି ନୁହେଁ 4 ଜଣିଆ ମାନସିକ ବିଶେଷଜ୍ଞ ଙ୍କ ଦ୍ଵାରା ଗୋପାଳ ର ମାନସିକ ଟେଷ୍ଟ ବି ନା ଯାଇଥିଲା ଯାହା ପରେ ଗୋପାଳ ମାନସିକ ସ୍ତରରେ ଠିକ ଅଛନ୍ତି ବୋଲି ସୂଚନା ମିଳିଥିଲା ।ହେଲେ ପ୍ରଶ୍ନ ହେଉଛି କଣ ସେତେବେଳେ କିଛି ମିଳି ନଥିଲା କି ଯେଉଁଥି ପାଇଁ ପୁଣି ଥରେ ଗୋପାଳ ର ମାନସିକ ଟେଷ୍ଟ ପାଇଁ ଆଗ୍ରହ ହେଉଛି କ୍ରାଇମବ୍ରାଞ୍ଚ ।

ବର୍ତ୍ତମାନ ଗୋପାଳ ଝାଡ଼ସୁଗୁଡା ଜେଲ ରେ ରହୁଥିବା ବେଳେ କ୍ରାଇମବ୍ରାଞ୍ଚ ତାଙ୍କର ପୁଣି ଥରେ ମାନସିକ ଯାଞ୍ଚ ପାଇଁ ଝାଡ଼ସୁଗୁଡା କୋର୍ଟରେ ଅନୁମୋଦନ କରିଥିଲା ହେଲେ ପରେ କୋର୍ଟ ଏହାକୁ ଖାରଚ କରିଥିଲା ।ତେବେ ଆଗରୁ ବାରମ୍ବାର ଏତେ ଟେଷ୍ଟ ପରେ କଣ ପାଇଁ ପୁଣି ଟେଷ୍ଟ କରାଯିବ ! ତିନି ତିନି ଥର ବିଭିନ୍ନ ଟେଷ୍ଟ କରିବା ପରେ ଗୋପାଳ ପାଖରୁ ହତ୍ୟା ର ପ୍ରକୃତ ସତ୍ୟ ବାହାର ହେଇ ପାରି ନଥିଲା ।ଅନ୍ୟପଟେ ଗୋପାଳ ର ପରିବାର ପ୍ରତି ବିପଦ ଅଛି ବୋଲି କୁହାଯାଇଛି, କାରଣ ନବ ଦାସ ପରି ଜଣେ ଏତେ ବଡ଼ ବ୍ୟକ୍ତି ଙ୍କ ହତ୍ୟା ପରେ କିଛି ବି ହେଇପାରେ ଗୋପାଳ ର ପରିବାର ସହିତ ।

ଏହାଛଡା ଗୋପାଳ ଜୀବନ ବି ବିପଦରେ ଅଛି ଜେଲ ଭିତରେ ଯାହାକୁ ନେଇ କୋର୍ଟର ତାଙ୍କୁ ସୁରକ୍ଷା କୁ ନରି ପ୍ରଥାପି ଦିଅ ଯାଇଛି ।ହେଲେ ବର୍ତ୍ତମାନ ଗୋପାଳ ଝାଡ଼ସୁଗୁଡା ଜେଲ ର 3 ନମ୍ବର ସେଲ ରେ ସିସିଟିଭିରେ ଗାଇଡ ରେ ରହିଛନ୍ତି ।ତେବେ ଦେଖାଯାଉ ଆଗକୁ ଏହି କେଶ କୋଉ ମୋଡ଼ ଆଡ଼କୁ ଗତି କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.