ଦୀର୍ଘ 50 ହଜାର ବର୍ଷ ପରେ ଘଟିବାକୁ ଯାଉଛି ଅଲୌକିକ ଘଟଣା ଫେବୃଆରୀରେ ରାତି ହୋଇଯିବ ଦିନ ଆକାଶରେ ଦିଶିବ C/2022 E3 ଏହି ଅଦ୍ଭୁତ ଦୃଶ୍ୟ !!
50 ହଜାର ବର୍ଷ ପରେ ଘୟିବାକୁ ଯାଉଚଗୀ ଅଦ୍ଭୁତ ଘଟଣା, ରାତି ବି ଲାଗିବ ଦିନ ପ୍ରି ଆଉ ଦକ୍ଷିଣ ଆକାଶରେ ଦେଖାଯିବ ବୃହସ୍ପତି ଗ୍ରହ ।ତେବେ ବନ୍ଧୁମାନେ ବର୍ତ୍ତମାନ ସ୍ପେସ ସାଇଣ୍ଟିସ୍ ମାନଙ୍କ ମତ ଅନୁସାରେ ଏମିତି କିଛବି ଘଟିବାକୁ ଯାଉଛି ଆଗାମୀ ଫେବୃଆରୀ ମାସରେ ।
ବନ୍ଧୁମାନେ ଗ୍ରହ ନକ୍ଷତ୍ର ଆଦି କୁ ଆମେ ସବୁବେଳେ ଦୁରୁ ଦେଖି ଆସିଛୁ ଆଉ ଏମାନଙ୍କ ଭିତରେ କେତେବେଳେ କଣ ପରିବର୍ତ୍ତନ ହେଲେ ତାହା ଆମ ଭିତରେ ଏକ ଆତଙ୍କ ସୃଷ୍ଟି କରିଥାଏ ।ତେବେ ହଠାତ ଏମିତି କଣ ପରିବର୍ତ୍ତନ ହେବ ଯାହା ଦ୍ୱାରା ରାତି ବି ଦିନ ହେଇଯିବ ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ।
ତେବେ ସୂଚନା ଅନୁଯାୟୀ ଦୀର୍ଘ 50 ହଜାର ବର୍ଷ ପରେ ଏକ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି ।ତେବେ ଗବେଷକ ମାନଙ୍କ ତଥ୍ୟ ଅନୁଯାୟୀ ଏହି ଫେବ୍ରୁଆରୀ ମାସରେ ରାତି ଗୁଡିକ ପୁରା ଦିନ ପରି ଲାଗିବ ।ଆଉ ଏମିତି ହେବା ପଛରେ କାରଣ ହେଉଛି ଆକାଶରେ ରହୁଥିବା ଜହ୍ନ ଅଧିକ ଉଜ୍ଜ୍ବଳ ଦେଖାଯିବେ ସେ ପୁଣି 10 ରୁ 2 ଗୁଣା ଅଧିକ ଉଜ୍ଜ୍ବଲତା ବଡିଯିବ ।ତେବେ ଏନେଇ ଏକ ବିଶେଷ ସୂଚନା ଦେଇଛି ନାଶାର ବୈଜ୍ଞାନିକ ମାନେ, ତେବେ ଯେତେବେଳେ ଜହ୍ନ ଦୂରରେ ଥାଏ ସେତେବେଳେ ଠାର ଉଜ୍ଜ୍ବଳ କମ ଥାଏ କନ୍ତୁ ବର୍ତ୍ତମାନ ଏହି ଝଣ ଆମର ଆହୁରି ନିକଟତର ହେବ ।ଏହା ସହିତ ଅନ୍ୟ 5ଟି ଗ୍ରହ ଗୁଡିକୁ ବି ଖାଲି ଆଖିରେ ଦେଖିବାକୁ ମିଳିବ ।
ତେବେ ସୂଚନା ଅନୁସାରେ ଜହ୍ନ ଯେତେବେଳେ ପାଖରେ ଥାଏ ତାହା ଆମ ଠାରୁ 3 ଲକ୍ଷ 65 ହଜାର କିଲୋମିଟର ପାଖରେ ଥାଏ ଆଉ ଯେତେବେଳେ ଜହ୍ନ ଆମ ଠାରୁ ଦୂରରେ ଥିଲେ 4 ଲକ୍ଷ 5 ହଜାର କିଲୋମିଟର ଦୁରତାରେ ରହିଥାଏ ।ଆଉ ଏହି ଝଣ ପୃଥିବୀ ଚାରିପଟେ ବୁଲିଛି ତେଣୁ ବର୍ତ୍ତମାନ ଜହ୍ନ ର ଉଜ୍ଜ୍ବଳତା ବଡିବା ପଛରେ କାରଣ ହେଉଛି କି ଜହ୍ନ ରେଗୁଲେସ ନକ୍ଷତ୍ର ପାଖ ଦେଇ ଯାଉଛି ଗତି କରିବ । ଏହି ରେଗୁଲେସ ନକ୍ଷତ୍ର ପ୍ରଭାବରେ ଜହ୍ନ ଉ ଉଜ୍ଜ୍ବଳତା 10 ରୁ 12 ଗୁଣା ପ୍ରତିଶତ ଅଧିକ ହେଇଯିବ ।ଏଥିପାଇଁ ଫେବ୍ରୁଆରୀ ମାସରେ ଜହ୍ନ ର ଅଧିକ ଆଲୋକ ପାଇଁ ରାତି ବି ଦିନ ପରି ଲାଗିବ ।
ଏହା ସହିତ ସୂର୍ଯ୍ୟ ଚନ୍ଦ୍ର କୁ ଚଡି ଆଉ 5 ଟି ଗ୍ରହ ରହିଛି ଯାହାଙ୍କୁ ଖୁବ କମ ଖାଲି ଆଖିରେ ଦେଖିବାକୁ ମିଳିଥାଏ ।ତେବେ ଅନ୍ୟ 4ଟି ଗ୍ରହ ଙ୍କୁ ଛାଡିଦେଲେ ବୃହସ୍ପତି ଗ୍ରହ କୁ ଖୁବ କମ ଖାଲି ଆଖିରେ ଦେଖାଯାଏ ।ହେଲେ ବର୍ତ୍ତମାନ ଆକାଶ ଅଧକ ଉଜ୍ଜ୍ୱଳ ଦେଖାଯିବା କାରଣରୁ ଦକ୍ଷିଣ ଆକାଶରେ ଏହି ବୃହସ୍ପତି ଗ୍ରହଁ କୁ ବି ଖାଲି ଆଖରେ ଦେଖିହେବ ।ତେବେ ଏସବୁ ବିଷୟରେ ଆହୁରି ଅନେକ ତଥ୍ୟ ଦେଇଛନ୍ତି ନାଶା ବୈଜ୍ଞାନିକ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।