ବନ୍ଧୁମାନେ ଅନେକ ସମୟରେ ପ୍ରେଗନେଣ୍ଟ ନହେବା ପଛରେ ପୁରୁଷ ର ବି ଦୋଷ ରହିଥାଏ ଯାହାକୁ କେହି ନଜର ଦିଅନ୍ତି ନାହିଁ ।ତେବେ ପିଲା ସମସ୍ତଙ୍କ ପରିବାର ପାଇଁ ଜରୁରି ଅଟେ, କିନ୍ତୁ ଯଦି ପ୍ରେଗନେନ୍ସି ପାଇଁ ଅସୁବିଧା ହୁଏ ତ ସେତେବେଳେ ଦୋଷ ମହିଳା ଓ ପୁରୁଷ କାହାର ନା କାହାର ଦୋଷ ରହିଥାଏ ।
ହେଲେ ଯେତେବେଳେ ପୁରୁଷ ର ସିମେନ ଭଲ କ୍ୱାଲିଟି ର ହେଇ ନଥାଏ ବା ଅଧିକ ସ୍ପର୍ମ ତିଆରି ହେଇ ନଥାଏ ସେତେବେଳେ ପ୍ରେଗନେନ୍ସି ନହେବା ପଛରେ ଦୋଷ ପୁରୁଷ ର ରହିଥାଏ ।ତେବେ ଯେତେବେଳେ ପୁରୁଷ ଙ୍କର ହରମୋନ ଖରଣ ହେଇ ନଥାଏ ଓ ସ୍ପର୍ମ ବି ଖୁବ କମ ନିର୍ଗତ ହୁଏ ତାହାକୁ ଆଯସଫ୍ରମିଆ ବୋଲି କୁହାଯାଏ ।
ତେବେ ମନେ ରଖିବେ ଏହି ଦେଖା ଆଯସଫ୍ରମିଆ ହେଇଥିବା ବେଳେ ପ୍ରେଗନେନ୍ସି ବିଲକୁଲ ସମ୍ଭବ ନୁହେଁ ।ହେଲେ ଆପଣ ଘରୋଇ ରିମେଡି ଦ୍ଵାରା ପୁରୁଷ ଙ୍କର ସ୍ପର୍ମ କୁ ବଡାଇ ପାରିବେ ଆଉ କ୍ବାଲିଟି ସ୍ପର୍ମ ବି ନିର୍ଗତ ହେଇଥାଏ ।ତେବେ ମନେ ରଖନ୍ତୁ କିଛି ଏମିତି ଖାଦ୍ୟ ଯାହା ପୁରୁଷ କ୍ଷମତା କୁ ଦ୍ୱିଗୁଣିତ କରିଥାଏ ।
1.ମେଥି ପାଣି:-
ପୁରୁଷ ଙ୍କ ପାଖରେ ଟେଷ୍ଟୋଷ୍ଟିରନ ହରମୋନ କୁ ବଡାଇବା ଓ ସ୍ପର୍ମ ର କ୍ୱାଲିଟି ଓ ପରିମାଣ କୁ ବଡାଇବା ପାଇଁ ମେଥି ଖୁବ ଉପକାରୀ ।ତେବେ ରାତିରେ ଆପଣ କିଛି ମେଥିକୁ ନେଇ ଗୋଟିଏ ଗ୍ଲାସ ପାଣିରେ ଭିଜେଇ ଦିଅନ୍ତୁ ଆଉ ସକାଳେ ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ କିନ୍ତୁ ଏହି ପାଣି ପିଇବା ପରେ କୌଣସି ଖାଦ୍ୟ ଖାଇବେ ନାହିଁ 15 ମିନିଟ ଯାଏ ।
2.ଜୀଙ୍କ:-
ତେବେ ଶରୀରର ଜୀଙ୍କ ସ୍ପର୍ମ ର ମାତ୍ର କୁ ବଡାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।ସେଥିପାଇଁ ଚେଷ୍ଟା କରନ୍ତୁ ନିଜ ବ୍ରେକଫାଷ୍ଟ ରେ ଅଣ୍ଡା ବା ପନିର ଖାଇବା ପାଇଁ ଏହାଛଡା ଲଞ୍ଚରେ ବି ମାଛ ମାଂସ ଖାଇବାକୁ ।ଏହା ବ୍ୟତୀତ ଆପଣ ଭିଟାମିନ ସି ଜାତୀୟ ଖାଦ୍ୟ ଯେପରି- ଅଁଳା ଯୁସ,କମଳା ଯୁସ,ଡାଲିମ୍ବ ଓ କଦଳୀ ଆଦି ଖାଇଲେ ଖୁବ ଭଲ ।
3.ଅଖରୋଟ ଓ ଚକଲେଟ:-
ଅଖରଟ କୁ ରାତିରେ ଭିଜେଇ ସକାଳେ ଖାଇଲେ ଓ ଚକଲେଟ ବି ଖାଇବା ଯୋଗୁଁ ସ୍ପର୍ମ ର ପରିମାଣ ବଡ଼ିଥାଏ ।
4.ଗଜା ଖାଦ୍ୟ:-
ଯଦି ଗଜା ମୁଗ, ବୁଟ ସବୁଦିନ ଆପଣ ଖାଇଲେ ବି ଶରୀରପାଇଁ ଖୁବ ଭଲ ଓ ଏହା ବି ସ୍ପର୍ମ ବଡିବାରେ ସାହାଯ୍ୟ କରେ ।
5.ଅଶ୍ୱଗନ୍ଧା:-
ଆପଣ ଯଦି ପ୍ରତ୍ୟେକ ଦିନ ଅଶ୍ୱଗନ୍ଧା ଗୁଣ୍ଡ କୁ ଗୋଟିଏ ଗ୍ଲାସ ପାଣିରେ ମିଶାଇ ପିଉଛନ୍ତି ତାହେଲେ ସୁନିଶ୍ଚିତ ଭାବରେ ପୁରୁଷ ର ସ୍ପର୍ମ ଗୁଣବତା ଓ ସଂଖ୍ୟା ବୃଦ୍ଧି ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।