ଗର୍ଭରେ ଛୁଆ ରଖିବାକୁ ସ୍ତ୍ରୀ ପାଇଁ, କେଉଁ ସମୟ ସବୁଠାରୁ ଠିକ୍ ? ବାରମ୍ବାର ସମ୍ବନ୍ଧ ରଖିବା ପରେ ବି କାହିଁକି ପିଲା ରହେ ନାହିଁ….
ବନ୍ଧୁମାନେ ଗୋଟିଏ ପୁରୁଷ ଓ ନାରୀ ବିବାହ ପରେ ପିଲାଟିଏ ଚାହିଁ ଥାନ୍ତି ଆଉ ସେଥିପାଇଁ ବହୁତ ଚେଷ୍ଟା ବି କରିଥାନ୍ତି ।ତେବେ ବହୁତ ଜଣଙ୍କ କ୍ଷେତ୍ରରେ ଯେତେ ଚେଷ୍ଟା କଲେ ବି ପ୍ରେଗନେଣ୍ଟ ହେଇ ପାରନ୍ତି ନାହିଁ ।
ତେବେ ଏସବୁ ପଛରେ ଅନେଜ କାରଣ ରହିଛି, ତେବେ ସବୁଠାରୁ ବଡ଼ କଥା କେଉଁ ସମୟରେ ଆପଣ ରିଲେଶନ ରଝିଲେ ତାହା ପ୍ରେଗନେଣ୍ଟ ହେବ ପାଇଁ ଉତ୍ତମ ସମୟ ଅଟେ, ତାହା ବହୁତ କମ ଲୋକ ଜାଣିଛନ୍ତି ।ତେବେ ଏଥିପାଇଁ ଆପଣଂକୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଦରକାର, ଆଉ ସେହି ସମୟ ବିଷୟରେ ଆମେ ଆଜି ଆପଣଂକୁ ଜଣାଇବୁ ।
-ତେବେ ପ୍ରେଗନେଣ୍ଟ ଜଲଦି ହେବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ଜାଣିବାକୁ ହେବ କୋଉ ଦିନ ଗର୍ଭାଶୟ ଖୋଲା ରହୁଛି ।ତେବେ ନାରୀର ପିରିୟଡ଼ ସମୟରେ ଗର୍ଭାଶୟ ଖୋଲାଥାଏ ନହେଲେ ଓଭଲୁୟସନ ଡେଟ ରେ ।ଯଦି ଜଣେ ନାରୀର ପିରିୟଡ଼ ପ୍ରତ୍ୟେକ ମାସର 28 ଦିନରେ ବା 30 ଦିନ ଅନ୍ତରରେ ହେଉଛି ତେବେ ପିରିୟଡ଼ ର ପ୍ରଥମ ଦିନ ଠାରୁ 14 ଦିନ ପରେ ଯଦି ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖୁଛନ୍ତି ତେବେ ସେହି ସମୟ ପ୍ରେଗନେଣ୍ଟ ହେଲେ ତାହା ଭଲ ହେଇଥାଏ ।
-ଏହା ଛଡା ଓଭଲୁୟସନ ଡେଟ ର 2ରୁ 3 ଦିନ ପୂର୍ବରୁ ରିଲେଶନ ରଖିଲେ ବା ଓଭଲୁୟସନ ଡେଟ ଦିନ ରିଲେଶନ ରଖିଲେ ଆପଣ ଗର୍ଭବତୀ ହେବର ବହୁତ ସମ୍ଭାବନା ରହିଥାଏ ।ତେବେ ପୁରୁଷ ର ସ୍ପର୍ମ ନାରୀ ଭିତରେ 2 ରୁ 3 ଦିନ ଯାଏ ଜୀବିତ ରହିଥାଏ କିନ୍ତୁ ନାରୀର ଅଣ୍ଡା 24 ଘଂଟା ଜୀବିତ ରହେ ।ତେଣୁ ଓଭଲୁୟସନ ଡେଟ ପୂର୍ବରୁ ରିଲେଶନ ଥିଲେ ବି ଆପଣଙ୍କ ଅଣ୍ଡା ସଂସ୍ପର୍ଶରେ ସ୍ପର୍ମ ଆସିଲେ ଜଣେ ନାରୀ ଗର୍ଭବତୀ ହେଇ ପାରନ୍ତି ।
ଏହାଛଡା ବହୁତ ସମୟରେ କିଛି ଜଣକ କେଶରେ ଦେଖାଯାଏ କି ଥରେ ରିଲେଶନ ରଖିଲେ ପ୍ରେଗନେଣ୍ଟ ହେଇ ହୁଏ ଆଉ ଅନ୍ୟ କେଶରେ ବାରମ୍ବାର ରିଲେଶନ ରଝିଲେ ବି ପ୍ରେଗନେଣ୍ଟ ହେଇ ହୁଏ ନାହିଁ ।ତେବେ ଏହି କେଶରେ ଦୋଷ ଉଭୟ ପୁରୁଷ ଓ ନାରୀର ରହିଥାଏ ।ତେବେ ଯଦି କେହି ଠିକ ସମୟରେ ରିଲେଶନ ରଖୁଛନ୍ତି ତେବେ ସେତେବେଳେ ଆପଣଙ୍କ ର ଥରେ ରିଲେଶନ ବି ପ୍ରେଗନେଣ୍ଟ ହେଇପାରନ୍ତି ।ଆଉ ଠିକ ସମୟରେ ରିଲେଶନ ନରଖିଲେ ପ୍ରେଗନେଣ୍ଟ ହେଇ ହୁଏ ନାହିଁ ।ତେବେ ଆପଣ ଏହି ସବୁ ଦିଗ ଗୁଡିକ ପ୍ରତି ଧ୍ୟାନ ଦେଲେ ଆପଣ ଖୁବ ଜଲଦି ପ୍ରେଗନେଣ୍ଟ ହେଇ ପାରିବେ ।ତେବେ କେତେବେଳେ ବି ପ୍ରେଗନେଣ୍ଟ ନହେବା ପଛରେ ଜଣେ ଦୋଷୀ ନୁହେଁ ତେଣୁ କେହି ଜଣଙ୍କୁ ଦୋଷାରୋପ କରିବା ଉଚିତ ନୁହେଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।