‘ଫିଲ୍ମ ପହିଲି ରଜରେ ପିଣ୍ଟୁ ମତେ ବହୁତ ହଇରାଣ କରିଛି, ଖରାରେ ଶୁଟିଙ୍ଗ ଚାଲିଥିବା ବେଳେ ଯିଏ ବି ଥକି ଯାଉଥିଲା…’: Anu Choudhury
ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁରେ ସବୁଠାରୁ ବଡ଼ କ୍ଷତି ଘଟିଛି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ଆଉ ଏହାର ଅନୁମାନ କେବଳ ସେହି ବ୍ୟକ୍ତି କରିପାରିବେ ଯିଏ ଏହି ଇଣ୍ଡଷ୍ଟ୍ରୀ ସହିତ ଜଡିତ ଥିବେ ।ତେବେ ପିଣ୍ଟୁ ଙ୍କ ପରି ଜଣେ ସୁନ୍ଦର କଳାକାର ମିଳିବା ଖୁବ କଷ୍ଟ ଆଉ ତାଙ୍କର ଯେଉଁ ଶୁନ୍ୟ ସ୍ଥାନ ରହିଛି ତାହାକୁ ଅନ୍ୟ କେହି ପୂରଣ କରି ପାରିବେ ନାହିଁ ।
ତେବେ ପିଣ୍ଟୁ ଙ୍କୁ ଶେଷ ଥର ଦେଖିବାକୁ ଆସିଥିବା ବେଳେ ଏମିତି କିଛି କଥା ଗୁଡିକ କହିବା ସହିତ ପିଣ୍ଟୁ ଙ୍କ ସହିତ କାମ କରିବାର ତାଙ୍କର ଅନୁଭୂତ ସେଆର କରିଛନ୍ତି, ତେବେ ଅନୁ କଣ କହିଛନ୍ତି ଆସନ୍ତୁ ଶୁଣିବା ।
ପିଣ୍ଟୁ ନନ୍ଦ ଙ୍କର ଅଚଳ ମୃତ୍ୟୁ ପରେ ଖୁବ ଦୁଃଖ ବ୍ୟକ୍ତ କରିଛନ୍ତି ତାଙ୍କର ସାଙ୍ଗରେ କାମ କରିଥିବା କଳାକାର ମାନେ ଆଉ ସେହି ଭିତରୁ ଅନୁ ଚୌଧୁରୀ ମଧ୍ୟ ଜଣେ ।ତେବେ ଅନୁ ବତାଇଛନ୍ତି କି ପିଣ୍ଟୁ ଙ୍କ ଦେହ ଖରାପ ଖବର ବିଷୟରେ ଆଗରୁ କିଛି ବି ଜଣା ନଥିଲା କିନ୍ତୁ କିଛି ଦିନ ତଳେ ଯେତେବେଳେ ରିୟା ଙ୍କ ବାହାଘର ରେ ଦେଖା ହେଇଥିଲା ସେତେବେଳେ ସେ ଖାଦ୍ୟପେୟ କୁ ନେଇ ଟିକିଏ ସତର୍କ ଥିଲେ ।
ଆଉ ପରେ ଯାଇ ଜଣା ପଡ଼ିଥିଲା ତାଙ୍କୁ ଲିଭର ସିରସିସ ହେଇଛି ବୋଲି, ଏହାପରେ ସମସ୍ତେ ଯଥାଚିତ ଚେଷ୍ଟା କରିଥିଲେ ପିଣ୍ଟୁ ଙ୍କୁ ବଞ୍ଚାଇବା ପାଇଁ କିନ୍ତୁ ଶେଷରେ ତାଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳିଥିଲା ।
ତେବେ ଅନୁ କହିଛନ୍ତି ଯେ ପିଣ୍ଟୁ ଙ୍କ ପରି କଳାକାର ଙ୍କୁ ପୁଣି ଥରେ ଦେଖିବା ମୁସ୍କିଲ, ସେ ଯେମିତି ମଜା ମସ୍ତି କରନ୍ତି ଆଉ ସୁଟିଂ ସେଟ ରେ ଯେମିତି ହଇରାଣ କରନ୍ତି ତାହାକୁ କେହି ଭୁଲି ପାରିବେ ନାହିଁ ।ଏହାଛଡା ପହିଲି ରଜ ସେଟ ରେ ପିଣ୍ଟୁ ଯେମିତି ଦେବୁ ବୋଷ ଙ୍କ ସଗୀତ ମସ୍ତି କରିଥିଲେ ତାହା କେବେ ମନରୁ ହଟିବ ନାହିଁ ।ତେବେ ପିଣ୍ଟୁ ଙ୍କ ବିଷୟରେ ଏମିତି କିଛି ଅଭୁଲ କଥା ଗୁଡିକ କହି ଅନୁ ମନ ଦୁଃଖ କରିଥିଲେ ।
ଅନୁ ଏହା ବି କହିଥିଲେ କି ପିଣ୍ଟୁ ଙ୍କୁ ନେଇ ଦର୍ଶକ ଖୁବ ଆଶା ରଖିଥିଲେ ସେ ଯେମିତି ନୂଆ ନୂଆ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ମନରଞ୍ଜନ କରୁଥିଲେ ସେମିତି ଆଗକୁ ଆଉ କଣ ନୂଆ କରିବେ ।ଏମିତି ସବୁ କଥା ଓ କେତେ ପୁରୁଣା ସ୍ମୃତି ଆଜି ଅନୁ ଚୌଧୁରୀ ମନେ ପକାଇବା ସହିତ ପିଣ୍ଟୁ ଙ୍କୁ ଚାଲିଯିବାର ଖୁବ ଦୁଃଖିତ ହେଉଛନ୍ତି।ତେବେ ଅନୁ ଙ୍କର ଏହି କଥା ଗୁଡିକ ରୁ ଆପଣ ନିଶ୍ଚିତ ବୁଝି ପାରୁଥିବେ ପିଣ୍ଟୁ କେମିତକା ମଣିଷ ଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।