ଛିଃ.. ଛିଃ.. ଶୁଣନ୍ତୁ Audio Call – ମୋତେ ପ୍ରେମ କଲା ଆଉ ଲକ୍ଷ ଲକ୍ଷ ଟଙ୍କା ନେଲା….ଏବେ କହୁଛି ତୋ ଭଳି କୁକୁର ପ୍ରେମିକ ମୋର ଦରକାର ନାହିଁ ଶୁଣିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ..
ବର୍ତ୍ତମାନ ର ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।
ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସେହିପରି ଏକ ଅଡିଓ କଲ ଟି ଖୁବ ଭାଇରାଲ ହେଉଛି ଯାହା ଜାଣିଲେ ପ୍ରେମ ଉପରୁ ଆପଣ ଙ୍କର ବିଶ୍ୱାସ ଉଠିଯିବ।ତେବେ କଲ ଟି ରହିଛି ଜଣେ ବିବାହିତ ପୁରୁଷ ଯାହାର ଘରେ ସ୍ତ୍ରୀ ଓ ପୁଅ ଟିଏ ଅଛି ତାର ଅନ୍ୟ ଜଣେ ବିବାହିତ ମହିଳା ଙ୍କ ସହ ଯାହାର ଦୁଇ ଟି ଝିଅ ଅଛି। ତେବେ ନିଜ ନିଜର ପରିବାର ଓ ପିଲା ଥିବା ସତେ ଏମାନେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ତେବେ ଯୁବକ ପପୁ କହିଛନ୍ତି କି ପ୍ରଥମେ ମହିଳା ମାମା ତାଙ୍କୁ ପ୍ରେମ ଜାଲ ରେ ପକାଇ ପ୍ରେମ କଲେ ଆଉ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଲେ ବର୍ତ୍ତମାନ ତାଙ୍କୁ କୁକୁର ବୋଲି କହୁଛନ୍ତି।
ତେବେ ଭାଇରାଲ କଲ ରେ ଦେଖା ଯାଇଛି କି ଯୁବକ ପପୁ ସେହି ଯୁବତୀ ଙ୍କୁ କାନ୍ଦି କାନ୍ଦି କହୁଛନ୍ତି କି , ମୁଁ ତୁମକୁ ବହୁତ ଭଲ ପାଏ ଆଉ ତୁମେ ମୋତେ କାଲି ଦେଖା ନକଲେ ମୁଁ ଆତ୍ମହତ୍ୟା କରିଦେବି ବୋଲି। କିନ୍ତୁ ମହିଳା ଜଣଙ୍କ କହୁଛନ୍ତି କି , ତୋ ଭଳି କୁକୁର ପ୍ରେମିକ ମୋର ଦରକାର ନାହିଁ। ତୁ କଣ ପାଇଁ ମରିବୁ ତୋ ପାଇଁ ମୋ ଜୀବନ ବର୍ବାଦ ହୋଇ ଯାଇଛି ତେଣୁ ମୁଁ ହିଁ ମରିଯିବି। ତେବେ ଏହିଭଳି ଭାବରେ ଉଭୟ ଙ୍କ ମଧ୍ୟରେ ବାର୍ତାଳ୍ପ ଚାଲିଛି। ଆଉ ତା ମଧ୍ୟରେ ମହିଳା ଜଣଙ୍କ କହିଛନ୍ତି କି , ତୁ ଯଦି ମରିବୁ ମରିବୁ ହେଉଛୁ ତେବେ ରହ କାଲି ସକାଳେ ମୁଁ ତ ପାଖକୁ ଯାଉଛି ସାଙ୍ଗରେ ଦି ଜଣ ମରିଯିବା।
ତେବେ ଏହି ଭାଇରାଲ ଅଡିଓ କଲ ଟିକୁ ଶୁଣିଲେ ଆପଣ ଜାଣି ପାରିବେ କି , ଯୁବକ ଜଣଙ୍କ ମହିଳା ଙ୍କ ପ୍ରେମ ରେ ପଡି ପାଗଳ ହୋଇଛନ୍ତି ଏବଂ କାନ୍ଦି କାନ୍ଦି ତାଙ୍କୁ ଭଲ ପାଆନ୍ତି ବୋଲି କହିଛନ୍ତି। ମାତ୍ର ମହିଳା ଙ୍କୁ ଏହାର କିଛି ବି ଫରକ ପଡୁନାହିଁ ବରଂ ସେ ତାଙ୍କୁ କୁକୁର ବୋଲି କହିଛନ୍ତି ଏବଂ ଏହିଭଳି କୁକୁର ପ୍ରେମିକ ତାଙ୍କର ଦରକାର ନାହିଁ ବୋଲି କହିଛନ୍ତି। ତେବେ ଏହି ଅଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।