Daily news update , Real odisha local news

ଘର ଆଗରେ ତୁଳସୀ ଗଛ ଥିଲେ କେଉଁ ଭୟଙ୍କର ବିପଦ ଆସିଥାଏ – ଓଡ଼ିଆ ସାଧୁବାଣୀ

0 1,799

ବନ୍ଧୁମାନେ ଆମ ଜୀବନ ଭିତରେ ଅନେକ ନୀତି ନିୟମ ବିଧି ଆଦି ପାଳନ କରିବାକୁ ପଡିଥାଏ ।ଆଉ ଏହି ସବୁ ଆମ ଜୀବନକୁ ଉଚିତ ମାର୍ଗରେ ନେବା ପାଇଁ ଖୁବ ସାହାଯ୍ୟ କରିଥାଏ ।ହେଲେ ବର୍ତ୍ତମାନ ସମୟରେ ବି ବହୁତ ନିୟମ ରହୁଛି ଯାହା ବିଷୟରେ ଆମେ ଜାଣି ନାହୁଁ ।

ଯେମିତି କହିବାକୁ ଗଲେ ଘର ଆଗରେ ତୁଳସୀ ଗଛ ଥିଲେ ଏହା ଯେ କୋଉ ବିପଦ ଆଣେ ତାହା ଆମେ କେହି ଜାଣୁ ନାହୁଁ ଠିକ ଏମିତି କିଛି କଥା ପ୍ରତି ଆମେ ଧ୍ୟାନ ଦେବା ଜରୁରୀ ଅଟେ ।ତେବେ ଆସନ୍ତୁ କିଛି ଏମିତି ନୀତିବାଣୀ ବିଷୟରେ ଆମେ ଜାଣିବା ଯାହା ଆମ ଜୀବନକୁ ଆହୁରି ସୁନ୍ଦର କରି ପାରିବ ।

-ମନେ ରଖନ୍ତୁ ଝିଅ ପୁଅ ର ବିବାହ କେବେ ସମାନ ଗୋତ୍ର,ସମାନ ପ୍ରବର ଓ ଅଜାଙ୍କ ଘରେ କରିବେ ନାହିଁ, ଏମିତି ହେଲେ ଖୁବ ଅଶୁଭ ହେଇଥାଏ ।

-ଘର ର ଡାହାଣ ପାଖରେ ସବୁବେଳେ ବୃନ୍ଦାବତୀ ରହିବା ଉଚିତ କିନ୍ତୁ ବୃନ୍ଦାବତୀ ଙ୍କ ପାଖରେ କେବେ ଶିବ ଲିଙ୍ଗ ଓ ଶିବ ଙ୍କର ଫୋଟ ରଖିବେ ନାହିଁ ।ଆଉ ବୃନ୍ଦାବତୀ ଚଉରା ଚାରିପଟେ ସବୁବେଳେ ପରିଷ୍କାର ରଖିବେ ।

-ରାତିରେ କେବେ 12ଟା ପରେ ଖାଦ୍ୟ ଖାଆନ୍ତୁ ନାହିଁ । 12ଟା ପରେ ଖାଦ୍ୟ ଖାଇଲେ ଆପଣଙ୍କ ଶରୀର ଅସୁସ୍ଥ ହେବା ସହିତ ଆପଣଂକୁ ସମ୍ମାନ ମିଳି ନଥାଏ ।

-ନାରୀ ମାନଙ୍କ ର ପାଦର ଆଙ୍ଗୁଳି ଯୋଡ଼ି ଥିଲେ, ହାତ ଆବଶ୍ୟକ ତହରୁ ବଡ଼ ଥିଲେ, ଆଇ ବ୍ରୋ ମଝିରେ ତିଳ ଥିଲେ, ପାଦ ଚିକଣ ଥିଲେ ଓ କାନ ଈଷତ ନାଲି ରଙ୍ଗର ହେଇଥିଲେ ।ଏହି 5ଟି ଲକ୍ଷଣ ଭିତରୁ ଗୋଟିଏ ବି ଲକ୍ଷଣ କୋଉ ବି ନାରୀର ଥିଲେ ସେହି ନାରୀ ଖୁବ ସୁଲକ୍ଷଣୀ ଅଟନ୍ତି ।

-ଘରେ କୁକୁର ପାଳୁଥିଲେ ସାବଧାନ କାରଣ ମହାଭାରତ ରେ ଲେଖା ରହିଛି ଯେଉଁମାନେ କୁକୁର ପାଳନ କରନ୍ତି ସେମାନଙ୍କୁ ସ୍ଵର୍ଗରେ ସ୍ଥାନ ମିଳି ନଥାଏ ।

-ଘରେ ବା ଅଫିସ ରେ କୌଣସି କାମ ହେଉ ନଥିଲେ ଆପଣ 50 ଗ୍ରାମ ମିଶ୍ରୀ କୁ ଯେଉଁ ଘରେ କାମ କରୁଛନ୍ତି ସେହି ଘରେ ରଖିଦିଅନ୍ତୁ ।ତାପରେ ଦେଖି ଅଳ୍ପ ଫିନ ଭିତରେ ଆପଣଙ୍କ ର ଯେତେ କାମ ବାକି ଥିବ ସବୁ କିଛି ପୂରଣ ହେବାକୁ ଲାଗିବ ।

-ଘରେ କୁଆଡେ ବାହାରକୁ ଗଲା ବେଳେ ଯଦି ରାସ୍ତାରେ ଗାଈ ବାଛୁରୀ ଏକାଠି ଦେଖୁଛନ୍ତି ତାହେଲେ ଜାଣିବେ ଆପଣଙ୍କ ର ସେହି କାମ ସଫଳ ରୂପରେ ପୂରଣ ହେବ ।

-ମହିଳା ମାନେ ମନେ ରଖିବେ ଆପଣ ଘର ଝାଡୁ କରିବା ପରେ କେବେ ବି ଝାଡୁ କୁ ସାମ୍ନାରେ ରଖିବେ ନାହିଁ କାରଣ ସେହି ଦେଖି କୁଆଡେ ଗଲେ ଖୁବ ଅଶୁଭ ହେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.