ବନ୍ଧୁମାନେ ଆମେ ଯେତେବେଳେ ବି ସାପ ନାଆ ଶୁଣୁ ସେତେବେଳେ ଦେହ ମନ ଡରରେ ସିଂହରି ଉଠେ ।ତେବେ ବର୍ତ୍ତମାନ ସମୟରେ ସାପ କୁ ନେଇ ଅନେକ ଘଟଣା ସୋସିଆଲ ମେଡିଆରେ ଦେଖିବାକୁ ମିଳୁଛି ।ତେବେ ସାପ ମନେ ଖୁବ ବିଷଧର ଅଟନ୍ତି ଆଉ ଏମାନେ ଥରେ କାହାକୁ କାମୁଡିବା ମାତ୍ରେ ସେହି ମଣିଷ ର ମୃତ୍ୟୁ ବଂଚିବା କଷ୍ଟ ହେଇ ପଡ଼େ ।ତେବେ ଅନେକ ସମୟରେ ଏହି ସାପ ଆମ ଘର ମାନଙ୍କରେ ବି ଦେଖିବାକୁ ମିଳିଥାଏ ।ଆଉ ଏମାନଙ୍କ ଦଂଶନ ରେ ମୃତ୍ୟୁ ହେଉଥିବା ଜାଣି କେହି ଭୟରେ ତାଙ୍କ ପାଖକୁ ଯାଆନ୍ତି ନାହିଁ ।ତେବେ ଆଜିର ଘଟଣା ଦେଖନ୍ତୁ ସାପ ବିଷଧର ବୋଲି ଜାଣି ବି ଯୁବକ ସେଲଫି ନେଉଥିଲେ ଆଉ ତାପରେ ଯାହା ଘଟିଲା ଚିନ୍ତା ବାହାରେ ।
ତେବେ ଆପଣ ଅନେକ ପ୍ରକାରର ସାପ ଦେଖିଥିବେ କେହି ସାପ ଅତ୍ୟନ୍ତ ବିଷଧର ହେଇଥିବା ବେଳେ କିଏ କମ ବିଷଧର ହେଇଥାଏ ।ହେଲେ କଣ ହେବ ଆମ ଆଖ ପାଖରେ ସାପଟିକୁ ଦେଖିଲେ ଆମେ ଡ଼ରରେ ସେହି ଜାଗା ଛାଡି ଦେଉ ।ବହୁତ ସମୟରେ ସାପ ଧରାଳିଙ୍କୁ ଡାକିଲେ ସେମାନେ ଆସି ସାପକୁ ଧରି ନେଇଯାନ୍ତି ଆଉ ଏଥିରେ ମଣିଷ ଓ ସାପ କାହାର ବି କ୍ଷତି ହେଇ ନଥାଏ ।ତେବେ ଆପଣ ଜାଣିବା ସାପ ଭିତରେ ନାଗ ଜାତୀୟ ସାପ ଖୁବ ବିଷାକ୍ତ ଅଟନ୍ତି ।ତେବେ ବର୍ତ୍ତମାନ ଏହି ଭିଡ଼ିଓରେ ଏକ ନାଗ ଜାତୀୟ ସାପ ଯାହାର ନା ଚନ୍ଦ୍ର ନାଗ ତାହାକୁ ଦେଖିବାକୁ ମିଳିଛି ।
ତେବେ ଅଧିକାଂଶ ସମୟରେ ନାଗ ଜାତୀୟ ସାପ ପୁରୁଣା ମାଟି ଘର ମାନଙ୍କରେ ଦେଖିବାକୁ ମିଳିଥାଏ ।ଆଉ ସୂଚନା ଅନୁଯାୟୀ କୌଣସି ଏକ ଅଞ୍ଚଳରେ ଏକ ଘର ଭିତରେ ଏକ ବହୁତ ବଡ଼ ସାପ ଦେଖିବାକୁ ମିଳିଥିଲା ।ଯାହାକୁ ଦେଖି ଘରେ ଥିବା ଲୋକ ବହୁତ ଡରି ଯାଇଥିଲେ ଆଉ ସାପ ଧରାଳି ଙ୍କୁ ଡାକିଥିଲେ ।ତେବେ ସାପ ଧରାଳି ଆସି ସାପ ଟିକୁ ଧରିବା ସହିତ ସାପଟି ଚନ୍ଦ୍ର ନାଗ ବୋଲି ଜଣାଇ ଥିଲେ ।ଆଉ ଏହି ସାପ ଖୁବ ବିଷାକ୍ତ ଅଟେ ଯାହାକୁ ଥରେ କାମୁଡ଼େ ସେ ଆଉ ବଂଚିବା କଥା କହି ହୁଏ ନାହିଁ ।
ତେବେ ସାପ ଧରାଯିବା ପରେ ପାଖରେ ଥିବା ଜଣେ ଯୁବକ ଖୁବ ସାହସ ଦେଖାଇ ସାପ ର ଫୋଟ ନେବାକୁ ଯାଉଛି କିନ୍ତୁ ତା ପରେ ଯାହା ଘଟୁଛି ଯୁବକ ସହିତ ତାହା ଆପଣ ଭିଡ଼ିଓ ଦେଖିଲେ ବୁଝି ପାରିବେ ।ତେବେ ବହୁତ ସମୟରେ ଯୁବପିଢ଼ି ନିଜକୁ ସାହସୀ ଭାବି ଏମିତି ପଦକ୍ଷେପ ଉଠାଇ ଦିଅନ୍ତି ଯାହାର ପରିଣାମ ଭୟଙ୍କର ହେଇଥାଏ ।ତେବେ ଆମେ ଏତିକି କହିବୁ ଜୀବନକୁ ଭଲ ପାଉଥିଲେ ବିନା ପ୍ରଶିକ୍ଷଣ ରେ ଏମିତି କାମ କେବେ କରନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।