Daily news update , Real odisha local news

ମୃତ ଘୋଷଣା କଲେ ଡାକ୍ତର..ପୋର୍ଷ୍ଟମୋର୍ଟମ ପୂର୍ବରୁ ଫେରିଲା ଜୀବନ ଭାଇରାଲ ହେଲା ଭିଡିଓ

0 1,009

ବନ୍ଧୁଗଣ ଆମ ସମାଜ ରେ ଡାକ୍ତର ଙ୍କୁ ସମସ୍ତ ବହୁତ ସଂମାନ କରିଥାନ୍ତି ଏମିତି କି ତାଙ୍କୁ ଦ୍ଵିତୀୟ ଭଗବାନ ବୋଲି ମଧ୍ୟ କୁହାଯାଏ। ତେବେ ଭଗବାନ ଯିଏକି ଈଶ୍ୱର ହୋଇଥାନ୍ତି ସେ ଜଣେ ବ୍ୟକ୍ତି କୁ ଜନ୍ମ ଦେଇଥାନ୍ତି କିନ୍ତୁ ଡାକ୍ତର ଦ୍ୱିତୀୟ ଭଗବାନ ହୋଇଥାନ୍ତି ଯିଏକି ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖ ରୁ ଫେରାଇ ଆଣିଥାନ୍ତି ଏବଂ ଗୋଟିଏ ନୂଆ ଜୀବନ ଦେଇଥାନ୍ତି।

ମାତ୍ର ଏହି ଡାକ୍ତର ମାନେ କେବେ କେବେ ଏହିପରି କିଛି କାର୍ଯ୍ୟ କରିଥାନ୍ତି କି ସେମାନେ ଜଣେ ଜୀବିତ ମଣିଷ କୁ ବି ମୃତ କରିଦେଇ ପାରନ୍ତି। ତେବେ ଆମ ସାମ୍ନା ରେ ବର୍ତ୍ତମାନ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ଘଟଣା ଟି କିଛି ଏହିପରି ରହିଛି କି , ଭଦ୍ରକ ଜିଲ୍ଲା ରେ ଜଣେ ଜୀବିତ ଥିବା ବ୍ୟକ୍ତି ଙ୍କୁ ସେହି ହସ୍ପିଟାଲରେ ଜଣେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ମାତ୍ର ଯେତେ ବେଳେ ସେହି ଯୁବକ ଙ୍କ ର ପୋଷ୍ଟ ମୋର୍ଟମ ପାଇଁ ଶବ ବ୍ୟବଚ୍ଛେଦ ରୁମ ଭିତ ର କୁ ନେବାର ହେଉଥିଲା ସେତେବେଳେ ସେ ହଠାତ ଉଠି ବସି ପଡିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ ଆଉ ଡାକ୍ତର ଙ୍କ ଉପରେ ଖୁବ ବର୍ଷି ଥିଲେ।

ତେବେ ସୂଚନା ଅନୁସାରେ , ଭଦ୍ରକ ଜିଲ୍ଲା ର ଏକ ଗ୍ରାମ ରେ ଗତ ରାତ୍ରି ରେ ସୁଜିତ ନାମକ ଜଣେ ବ୍ୟକ୍ତି ହଠାତ ଉପରେ ଅଚେତ ହୋଇ ଯାଇଥିଲେ। ତେବେ ପରିବାର ଲୋକେ ସୁଜିତ ଙ୍କୁ ସଂଗେ ସଂଗେ ଭଦ୍ରକ ମୁଖ୍ୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ଆଉ ଚିକିତ୍ସା କରିବା ପରେ ସେହି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ଏବଂ ସକାଳେ ତାଙ୍କର ଶବ ବ୍ୟବଚ୍ଛେଦ ହେବା କୁ ଯାଉଛି ବୋଲି ଜଣେଇଥିଲେ।ତେବେ ତାଙ୍କର ମୃତ ବିଷୟ ରେ ଜାଣିବା ପରେ ପୁରା ପରିବାର ଦୁଖଃ ରେ ଭାଙ୍ଗି ପଡିଥିଲା।

ମାତ୍ର ସକାଳେ ଯେତେବେଳେ ସୁଜିତ ଙ୍କ ର ପୋଷ୍ଟ ମୋର୍ଟମ ପାଇଁ ଶବ ବ୍ୟବଚ୍ଛେଦ ରୁମ କୁ ନିଆଯାଉ ଥିଲା ତାର କିଛି ସମୟ ପୂର୍ବରୁ ସୁଜିତ ହଠାତ ଉଠି ପଡ଼ିଥିଲେ ଆଉ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ। ଏହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ମାତ୍ର ସୁଜିତ ଙ୍କୁ ସଂଗେ ସଂଗେ ଚିକିତ୍ସା ପାଇଁ ପଠେଇ ଥିଲେ। ତେବେ ବର୍ତ୍ତମାନ ସୁଜିତ ପୁରା ସୁସ୍ଥ ଅଛନ୍ତି। ତେବେ କିନ୍ତୁ ଡାକ୍ତର ଙ୍କ ର ଏହିପରି ଭୁଲ ସୂଚନା ପାଇଁ ଜଣେ ବ୍ୟକ୍ତି ର ଜୀବନ ଯିବାକୁ ବସିଥିଲା ଯାହାକୁ ନେଇ ପୁରା ଅଞ୍ଚଳ ର ଲୋକେ ତେଜିଥିଲେ। ଆଉ ବର୍ତ୍ତମାନ ସେହି ଡାକ୍ତର ଙ୍କ ନାମ ରେ ପୋଲିସ ରେ ଅଭିଯୋଗ ମଧ୍ୟ କରାଯାଇଛି। ତେବେ ଘଟଣା ଟି ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.