Daily news update , Real odisha local news

GoPro: Helicopter Sky ଡ୍ରାଇଭ… ଏମିତି ଭିଡ଼ିଓ ଜୀବନରେ କେବେ ବି ଦେଖି ନଥିବେ… ଦେଖନ୍ତୁ Video

0 2,913

ବନ୍ଧୁମାନେ ବର୍ତ୍ତମାନ ସମୟ ହେଉଛି ଇଣ୍ଟରନେଟର ଯୁଗ, ଯେଉଁଠି ଆମେ ହାତ ପାହାନ୍ତାରେ ଦୁନିଆକୁ ପାଇ ପାରୁଛୁ, ଟିକିନିକି ଖବର ଫଟାଫଟ ଭାଇରଲ ହେଇ ଯାଉଛି ।ତେବେ ଆପଣ ଦେଖୁଥିବେ ଇଣ୍ଟରନେଟରେ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ କିନ୍ତୁ ବେଳେ ବେଳେ ଏମିତି କିଛି ଭିଡ଼ିଓ ନଜରରେ ଆସିଥାଏ ଯାହା ଉପରୁ ସହଜରେ ଆଖି ହଟି ପାରେ ନାହିଁ ।

ତେବେ ବର୍ତ୍ତମାନ ସେମିତି ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିଲେ ହୋସ ଉଡିଯିବ କାରଣ ଭିଡ଼ିଓରେ ଦୁଇ ଜଣ ଯୁବକ ଯୁବତୀ ଯେମିତି ସ୍କାଏ ଡ୍ରାଇଭ କରୁଛନ୍ତି ତଶ ଅବିଶ୍ୱନିୟ ।

ତେବେ ଆଜିର ସମୟରେ ଛୋଟ ଛୋଟ ଘଟଣା ବି ସମସ୍ତଙ୍କ ଆଖି ଆଗରେ ପିଡ଼ି ଯାଉଛି ତେବେ କିଛି ନିଆରା ଆଉ ଦୁଃସାହସିକ କାମ କେମିତି ବା କାହା ନଜରରେ ନଆସିବ ।ତେବେ ବହୁତ ସମୟରେ କଣ ହୁଏ କିଛି ଲୋକ ଏମିତି କାମ କରିଥାନ୍ତି ଯାହା କରିବା ବିଷୟରେ ଆମେ କେବେ କଳ୍ପନା କରିବା ଦୂରର କଥା ଆଉ କେହି କରୁଥିଲେ ତାହା ଦେଖି ଆମ ଛାତି ଥରି ଯାଏ ।କିନ୍ତୁ ଆପଣ ଏହି ସ୍କାଏ ଡ୍ରାଇଭ କୁ ଦେଖି ହାନି ପାରିବେ ଦୁନିଆରେ କେତେ ସାହସିକ ଲୋକ ଅଛନ୍ତି ଯେଉଁମାନେ ବିନା ଡର ଭୟରେ ବହୁତ ବଡ଼ ବଡ଼ କାମ କରି ଦିଅନ୍ତି ।

ତେବେ ଏକ ଭିଡ଼ିଓରେ ଦେଖା ଯାଉଚି କି ଜଣେ ଯୁବକ ଓ ଯୁବତୀ ହେଲିକ୍ୟାପ୍ଟର ଉପରୁ ତଳକୁ ଖସୁଛନ୍ତି କିନ୍ତୁ ସେମାନଙ୍କ ପାଖରେ ଡର ଭୟ ବୋଲି କିଛି ଦେଖା ଯାଉ ନାହିଁ ।ତା ପରିବର୍ତ୍ତେ ଉଭୟ ଏହାକୁ ଖୁବ ଉପଭୋଗ କରୁଛନ୍ତି, ତେବେ ଏହାକୁ ସ୍କାଏ ଡ୍ରାଇଭ ବୋଲି କୁହାଯାଏ ।ତେବେ ଏଥିରେ କେହି ବ୍ୟକ୍ତି ପୁରା ଖୋଲା ଆକାଶରୁ ତଳକୁ ଖସିଥାନ୍ତି ।ହେଲେ ଏହି ଷ୍ଟଣ୍ଟ କରିବା ପାଇଁ ଆପଣ ପ୍ରଥମେ ସେତିକି ପ୍ରଶିକ୍ଷିତ ହେଇଥିବା ଦରକାର ନହେଲେ ବିପଦରେ ପଡ଼ିବେ ।

ତେବେ ଦୁଇ ଜଣ ଉପଯୁକ୍ତ ପ୍ରଶିକ୍ଷଣ ନେଇଥିବା ସହିତ ସେମାନେ ସେତିକି ନିରାପଦ ସହିତ ଏହି ଡ୍ରାଇଭ କରୁଛନ୍ତି ।କିନ୍ତୁ ଜଣେ ସାଧାରଣ ଏହାକୁ ଦେଖିଲେ ଡରି ଯିବେ କାରଣ ଖୋଲା ଆକାଶ ତଳେ ପାଦ ରଖି ହେଉ ନଥିବ ଯୁଆଡେ ଦେଖିଲେ ଖାଲି ଆକାଶ ଆଉ ତଳକୁ ଦେଖିଏ ମୃତ୍ୟୁ ଦେଖାଯିବ ।ତେଣୁ ଆପଣ କେହି ବି ଏମିତି କରିବା ଆଗରୁ ଉପଯୁକ୍ତ ଟ୍ରେନିଂ ନେବା ଦରକାର ।ତେବେ କିନ୍ତୁ ଏହି ଦୁଇ ସ୍କାଏ ଡ୍ରାଇଭ କରୁଥିବା ଯୁବକ ଓ ଯୁବତୀ ଙ୍କ ସାହସ କୁ ଖୁବ ମାନିବାକୁ ପଡିବ ।ତେବେ ଏବେ ଯାଏ ଏହି ଭିଡ଼ିଓ ଇଣ୍ଟରନେଟର 8 ମିଲିଅନ ରୁ ଅଧିକ ଲୋକ ଦେଖିବା ସହିତ ଦୁହିଁଙ୍କୁ ଖୁବ ବାଃ ବାଃ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.