ପ୍ରତ୍ୟେକ ନାରୀ ମାନେ ଜାଣି ରଖନ୍ତୁ ଯଦି ଆପଣ ଗର୍ଭବତୀ ହେବାକୁ ଚାହୁଁଛନ୍ତି ତେବେ ଏହା ମାତ୍ର ଗୋଟିଏ ଦିନରେ ସମ୍ଭବ ଅଟେ ।ସେଥିପାଇଁ ଆପଣଙ୍କୁ ଜାଣିବାକୁ ହେବ କୋଉ ଦିନ ଗର୍ଭାଶୟ ଖୋଲା ରହୁଛି ।ପିରିୟଡ଼ ସମୟରେ ଗର୍ଭାଶୟ ଖୋଲାଥାଏ ନହେଲେ ଓଭଲୁୟସନ ଡେଟ ରେ ।
ତେବେ ଯଦି ଆପଣଙ୍କ ର ପିରିୟଡ଼ ପ୍ରତ୍ୟେକ ମାସର 28 ଦିନରେ ବା 30 ଦିନ ଅନ୍ତରରେ ହେଉଛି ତେବେ ସେଥିରୁ ଆପଣ 14 ବିୟୋଗ କରି ଦିଅନ୍ତୁ ।ଆଉ 16 ରହୁଛି ତେବେ ଯେଉଁ ଦିନ ଆପଣଙ୍କ ର ପିରିୟଡ଼ ହେଉଛି ସେହି ଦିନକୁ ପ୍ରଥମ ଧରି ଦିନ ଯାଏ ଗଣନ୍ତୁ ଆଉ 16 ଦିନ ଯେଉଁଦିନ ହେଉଛି ସେହି ଦିନ ଓଭଲୁୟସନ ଡେଟ ଅଟେ ।
ତେବେ ଏହି ଓଭଲୁୟସନ ଡେଟ ର 2ରୁ 3 ଦିନ ପୂର୍ବରୁ ରିଲେଶନ ରଖିଲେ ବା ଓଭଲୁୟସନ ଡେଟ ଦିନ ରିଲେଶନ ରଖିଲେ ଆପଣ ଗର୍ଭବତୀ ହେଇ ପାରିବେ ।
ତେବେ ପୁରୁଷ ର ସ୍ପର୍ମ ନାରୀ ଭିତରେ 2 ରୁ 3 ଦିନ ଯାଏ ଜୀବିତ ରହିଥାଏ କିନ୍ତୁ ନାରୀର ଅଣ୍ଡା 24 ଘଂଟା ଜୀବିତ ରହେ ।ତେଣୁ ଓଭଲୁୟସନ ଡେଟ ପୂର୍ବରୁ ରିଲେଶନ ଥିଲେ ବି ଆପଣଙ୍କ ଅଣ୍ଡା ସଂସ୍ପର୍ଶରେ ସ୍ପର୍ମ ଆସିଲେ ଜଣେ ନାରୀ ଗର୍ଭବତୀ ହେଇ ପାରନ୍ତି ।ତେବେ ଆପଣ କେମିତି ଜାଣିବେ ଓଭଲୁୟସନ ଡେଟ କୁ ଏରହିରେ କିଛି ସଙ୍କେତ ମିଳିଥାଏ କି, ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।
ଓଭଲୁୟସନ ଡେଟ ବିଷୟରେ କେମିତି ଜାଣିବେ:-
-ପ୍ରଥମ କଥା ନାରୀ ମାନଙ୍କ ର ଅଲଗା ଅଲଗା ପ୍ରକାରର ଡ଼ିସଚାର୍ଜ ହେଇଥାଏ ଠିକ ସେହିପରି ପିରିୟଡ଼ ସମୟରେ ଡ଼ିସଚାର୍ଜ ଅଲଗା ।ତେବେ ଓଭଲୁୟସନ ସମୟରେ ଯେଉଁ ଡ଼ିସଚାର୍ଜ ହେଇଥାଏ ତାହା ଅଠାଳିଆ ।ଯାହା ଚିନି ସିରା ପରି ହେଇଥାଏ ଆଉ ପାରଦର୍ଶିତା ଅଟେ ।ଏହାକୁ ଜାଣିବା ପାଇଁ ଆପଣ ଫିଙ୍ଗର ଟେଷ୍ଟ ବି କରିପାରିବେ କିନ୍ତୁ ଫିଙ୍ଗର ଟେଷ୍ଟ କରିବା ଆଗରୁ ଆପଣ ହାତକୁ ଭଲ ଭାବରେ ସାବୁନରେ ଧୋଇ ତାପରେ ଉଷୁମ ପାଣିରେ ହାତ ଧୋଇ ଚେକ କରି ପାରିବେ ।ଯାହାଦ୍ୱାରା ଗର୍ଭାଶୟ ଈନଫେକସନ ହେଇ ନଥାଏ ।
-ଓଭଲୁୟସନ ଦିନ ଆପଣଙ୍କ ସର୍ଭିକ୍ସ ଟିକିଏ ଉପରକୁ ଥାଏ ଆଉ ଏହା ବହୁତ ସଫ୍ଟ ଲାଗେ, ସେହି ସମୟରେ ସେକ୍ସୁଆଲ ଡିଯାଆର ବି ବଡିଯାଏ ।
-ଏହି ସମୟରେ ଟଳି ପେଟରେ କ୍ରାମ୍ପସ ଆସିଥାଏ ଓ ବଡି ଟେଂପ୍ରେଚର ବି ବଡିଯାଏ ।
ତେବେ ଆପଣ ନୀତିଦିନ ଫିଙ୍ଗର ଚେକ କରୁଛନ୍ତି ଆଉ ଯେଉଁ ଦିନ ଏହିସବୁ ଲକ୍ଷଣ ପାଉଛନ୍ତି ସେହିଦିନ ଓଭଲୁୟସନ ଡେଟ ଅଟେ ।ତେବେ ଏହି ଚେକ ଆପଣ ପିରିୟଡ଼ ପରଠାରୁ ନୀତିଦିନ କରିପାରିବେ ଦେଲେ ଅନ୍ତର ଜାଣି ପାରିବେ ।ଆଉ ଏହି ସମୟରେ ଆପଣ ରିଲେଶନ ରଖୁଥିଲେ ଦେଝିବେ ଖୁବ କମ ସମୟରେ ଆପଣ ଗର୍ଭବତୀ ହେଇ ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।