ଗୋଟିଏ ଶ୍ମଶାନ ରେ ଜଳିଲା ବାପ ଓ ପୁଅ ର ଜୁଇ, ଏକ ବର୍ଷ ପୂର୍ବରୁ ବାପା ମିହିର ଦାସ ଙ୍କ ଜୁଇ ଜଳି ଥିଲା କଟକ ର ଚୌଦ୍ୱାର ଶ୍ମଶାନ ରେ ଆଉ ଆଜି ସାନ ପୁଅ ର ଜୁଇ ବି ସେହି ଠାରେ ଜଳିଗଲା। ଦିନେ ବାପ ମୁଁହ ରେ ମୁଖାଗ୍ନି ଦେଇଥିଲେ , ଆଜି ନିଜ ସାନ ଭାଇ ମୁଁହ ରେ ମୁଖାଗ୍ନି ଦେଲେ ବଡ଼ ପୁଅ ଅମ୍ଳାନ ଦାସ। ମା , ବାପା ଆଉ ଏବେ ସାନ ଭାଇ ସମସ୍ତେ ଛାଡି ପର କରି ଚାଲିଗଲେ ମୋତେ।
ମୁଁ କଣ ପାପ କରିଥିଲି କେଜାଣି ଏହି ସବୁ ଭୋଗିବା କୁ ପଡୁଛି। ଭଗବାନ ଏହି ପରି କଷ୍ଟ କାହାକୁ ନଦିଅନ୍ତୁ ବୋଲି।
କଥାରେ ଅଛି “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ” ।ବନ୍ଧୁଗଣ ଏହି ଉକ୍ତି ଟିର ଅର୍ଥ ହେଉଛି ଏହାକି ସମୟ ଏବଂ ଭାଗ୍ୟ ଆମ ସହ ଯେତେବେଳେ ଖେଳିବ ତାହାକୁ ଆମେ ଅଟକାଇ ପରିବା ନାହଁ, ସମୟ ଆଗରେ ସବୁ ଫିକା ପଡ଼ିଯାଏ। ଠିକ ସେହିପରି ସମୟ ଆଗରେ ହାର ମାନିଛନ୍ତି ଅଭିନେତା ଅମ୍ଳାନ ଦାସ , ଆଉ ପ୍ରଥମେ ମା , ବାପା ଏବଂ ବର୍ତ୍ତମାନ ନିଜ ସାନ ଭାଇ କୁ ସବୁ ଦିନ ପାଇଁ ହରେଇ ଦେଇଛନ୍ତି ସେ। ଏପରି ମଧ୍ୟ ଆମେ କହି ପାରିବା କି ଏହି ପୁରା ଦୁନିଆଁ ରେ ନିଜର ପରିବାର କୁ ହରେଇ ବର୍ତ୍ତମାନ ନିଶ୍ୱହାଇ ହୋଇ ଯାଇଛନ୍ତି ଅମ୍ଳାନ ଦାସ। ଆଉ ଗୋଟିଏ ଶ୍ମଶାନ ରେ ଜୁଇ ରେ ଜଳି ଯାଇଛନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କାଲି ବିଳମ୍ବିତ ରାତି ରେ ମିହିର ଦାସ ଙ୍କ ସାନ ପୁଅ ର ମୃତ୍ୟୁ ହୋଇଛି। ତେବେ ସୂଚନାଯୋଗ୍ୟ ଯେ , ବାପା ଙ୍କ ର ପ୍ରଥମ ଶ୍ରଦ୍ଧା ବାର୍ଷିକୀ ପର ଠାରୁ ସାନ ପୁଅ ଅକ୍ଳାନ୍ତ ଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ସେ ଲିଭର ରୋଗ ରେ ପୀଡିତ ଥିଲେ ବୋଲି ଡାକ୍ତର କହିଥିଲେ। ତେବେ ସେବେ ଠାରୁ ସେ ଭୁବନେଶ୍ୱର ର ଏମ୍ସ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗଲି ୨୪ ତାରିଖ ପ୍ରାୟ ବିଳମ୍ବିତ ରାତି ୧୨ ଟା ସମୟ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ବେଳକୁ ତାଙ୍କ ର ବୟସ ମାତ୍ର ୨୬ ବର୍ଷ ହୋଇଥିଲା।
ତେବେ ପ୍ରଥମେ ମା , ବାପା ଓ ଏବେ ସାନ ଭାଇ ଙ୍କୁ ହରାଇ ସମ୍ପୂର୍ଣ୍ଣ ରୂପ ରେ ଭାଙ୍ଗି ପଡିଛନ୍ତି ଅଭିନେତା ଅମ୍ଳାନ। କିନ୍ତୁ ଏହା ସତେ ମଧ୍ୟ ସେ କଟକ ର ଚୌଦାର ରେ ନିଜ ସାନ ଭାଇ ର ଶେଷ କୃତ୍ୟ ଶେଷ କରିଛନ୍ତି। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ତେବେ ଆମେ ଆଶା କରୁଛନ୍ତି କି ଭଗବାନ ଅମ୍ଳାନ ଙ୍କୁ ତାଙ୍କ ଜୀବନ ପଥରେ ଏକା ନିଜ ସ୍ତ୍ରୀ ଓ ଛୁଆ ସହ ଚାଲିବାର ସାହସ ଦିଅନ୍ତୁ ବୋଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।