Daily news update , Real odisha local news

‘ମୃତ୍ୟୁ ପୂର୍ବରୁ ଯେତେବଳେ ରେକର୍ଡ଼ କରିଲେ ନିଜର ମୃତ୍ୟୁର Video…’ ଶୁଣି ଆପଣଙ୍କ ହୋସ ଉଡିଯିବ !

0 1,519

ବନ୍ଧୁମାନେ ମୃତ୍ୟୁ ଗୋଟିଏ ବିରାଟ ସତ ଆଉ ଯିଏ ମୃତ୍ୟୁ କୁ ନିଜ ଆଖି ଆଗରେ ଦେଖିପାରେ ସେ ହିଁ ଜାଣିଥାଏ ମୃତ୍ୟୁ କେତେ କଷ୍ଟ କର ଅଟେ ।ତେବେ ବହୁତ ସମୟରେ ଅନେକ ଲୋକ ନିଜ ମୃତ୍ୟୁ କୁ ଆଗରୁ ଜାଣି ପାରି ଥାଆନ୍ତି, କିନ୍ତୁ ମୃତ୍ୟୁ କୁ ଦେଖି ବି ନିଜର ଭିଡ଼ିଓ କରିବା ଏହା କୋଉ କମ କଥା ନୁହେଁ ।

ତେବେ ହଁ ଦର୍ଶକ ବନ୍ଧୁ ଆମେ ଆଜି ଆପଣଂକୁ ଏମିତି କିଭି ବ୍ୟକ୍ତି ଙ୍କ ବିଷୟରେ ଜଣାଇବୁ ଯେଉଁ ମାନେ ମୃତ୍ୟୁ କୁ ପାଖରେ ଦେଖି ବି ଭିଡ଼ିଓ ତିଆରି କରିଥିଲେ ।ଯେଉଁ ଭିଡ଼ିଓ ଦେଖିଲେ ଜଣେ ବେଶ ଭଲ ଭାବରେ ବୁଝି ପାରିବେ ମୃତ୍ୟୁ କେତେ ଭୟଙ୍କର ଅଟେ ।

-2016 ମସିହାରେ ଅଷ୍ଟ୍ରେଲିଆ ର ସମୁଦ୍ରର କୁଳର ବହୁ ଦୁରରେ କୁଇନ୍ସ ଲ୍ୟାଡ଼ କୋଷ୍ଟାର ନାମକ ଏକ ଦ୍ବୀପ ରେ ବୁଡି ଯାଉଥିବା ଏକ ଜାହାଜ କୁ ଅନୁସନ୍ଧାନ କରିବାକୁ ପହଞ୍ଚିଥିଲେ ଏକ ସ୍କୁବା ଡ୍ରାଇଭ ଗ୍ରୁପ ।ସମୁଦ୍ର ରୁ ଫେରିବା ସମୟରେ ସେହି ସ୍କୁବା ଡ୍ରାଇଭ ମାନଙ୍କ ଭିତରୁ ଜଣେ ବ୍ୟକ୍ତି ଯାହାଙ୍କ ନାମ ଜେକବ ଥିଲା ସେ ହଠାତ ସମୁଦ୍ରର ଉଚ୍ଚ ଢେଉ ସହିତ ଭାସି ଯାଇଥିଲେ ।ଆଉ ଏହାପରେ ସେ ନିଜକୁ ଏମିତି ଏକ ଜାଗାରେ ପାଇଲେ ଯେଉଁଠି ତାଙ୍କ ଚାରିପଟେ ଖାଲି ସମୁଦ୍ର ହିଁ ସମୁଦ୍ର ଥିଲା ।ଆଉ ଏହି ଭିତରେ 6 ଘଂଟା ଧରି ଥଣ୍ଡା ପାଣିରେ ରହି ବି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ କିନ୍ତୁ କିଭି ବି ହେଇ ନଥିଲା ।ହେଲେ ସୌଭାଗ୍ୟ କୁ ତାଙ୍କ ଗ୍ରୁପ ଏକ ଉଡାଯାହାଜ ରେ ଆସି ଶେଷରେ ତାଙ୍କୁ ଉଦ୍ଧାର କରିଥିଲେ ।

-କେଭିନ ଡାଇପେନବ୍ରକ ଆମେରିକା ର ବାଇକ ଚାଳକ ତେବେ ଥରେ ସେ ଘାଟି ରାସ୍ତାରେ ଯାଉଥିବା ବେଳେ ହଠାତ 100 ଫୁଟ ତଳକୁ ଖସି ପଡିଲେ ଆଉ ତାପରେ ତାଙ୍କର ଅବସ୍ଥା ଏମିତି ଥିଲା କି ସେ ଛିଡା ବି ହେଇ ପାରୁ ନଥିଲେ ।ଏତିକି ବେଳେ ଜୀବନ ଉଦ୍ଧାର ପାଇଁ ଚିତ୍କାର କଲେ ବି କେହି ଶୁଣି ନଥିଲେ ଏହି ସମୟରେ ସେ ନିଜ ଫୋନରେ ନିଜର ଶେଷ ଭିଡ଼ିଓ ରେକର୍ଡ କରୁଥିବା ବେକେ ଖୁବ ଜୋରରେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ।ଆଉ ଦୀର୍ଘ 30 ଘଣ୍ଟା ପରେ ତାଙ୍କର ଏହି ସ୍ଵର କୁ ଜଣେ ବ୍ୟକ୍ତି ଶୁଣି ପାରିଥିଲେ ଆଉ ତୁରନ୍ତ ତାଙ୍କ ଉଦ୍ଧାର ବ୍ୟବସ୍ଥା କରିଥିଲେ ।

-2008 ରେ southvst airline ନ୍ୟୁୱର୍କ ଠାରୁ ଡେଲସ ଉଡାଣ ଭରିବାର ମାତ୍ର 20 ମିନିଟ ପରେ ପ୍ଲେନ ରେ ନିଆଁ ଲାଗିବା ଆରମ୍ଭ ହେଇଥିଲା ।ସେହି ଭିତରେ ସମସ୍ତ ଯାତ୍ରୀ ନିଜର ମୃତ୍ୟୁ କୁ ପାଖରେ ଦେଖି ପାରୁଥିବା ବେଳେ ଜଣେ ଯାତ୍ରୀ ଏହି ଘଟଣାର ଭୁଡ଼ିଓ କରିଥିଲେ ।ହେଲେ ପାଇଲଟ ଙ୍କର ଟିକିଏ ବୁଢ଼ୀ ଯୋଗୁ ସବୁ ଯାତ୍ରୀ ଙ୍କ ଜୀବନ ବଞ୍ଚି ପାରିଥିଲା ।

-2020 ରେ କାର୍ଲିଫୋର୍ନିଆ ର ଏକ ମରୁଭୂମିରେ ଜଣେ ଆଡ଼ଭେଞ୍ଚର କରୁଥିବା ବ୍ୟକ୍ତି ଏମିତି ଫସି ଗଲେ ବି ସେ ବାହାରିବାର ରାସ୍ତା ପାଇଲେ ନାହିଁ ।ଆଉ ପୁରା ଏହି ସମୟର ସେ ଏକ ଭିଡ଼ିଓ ବି ତିଆରି କରିଥିଲେ କେମିତି ସେ ସେଠି ବଞ୍ଚିଥିଲେ ।ତେବେ ପୁରା ଗୋଟିଏ ଦିନ ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.