ଗୁପ୍ତ ଜ୍ଞାନ- ସ୍ତନ ବୃଦ୍ଧି ପାଇଁ କଣ କରିବେ ଜାଣନ୍ତୁ ? ୧୦୦% ଗ୍ୟାରେଣ୍ଟି ମାତ୍ର 7 ଦିନରେ ଦେଖନ୍ତୁ ଚମତ୍କାର 100% ଗ୍ୟାରେଣ୍ଟି
ପ୍ରତ୍ୟେକ ନାରୀ ମାଆ ହେଲା ପରେ ନିଜ ପାଇଁ ଆଉ ସମୟ ବାହାର କରି ପାରି ନଥାନ୍ତି ।ସେମାନଙ୍କ ର ସବୁ ସମୟ ନିଜ ପିଲା ପାଇଁ ରହିଯାଏ, ତେବେ ସେହି ଭିତରେ ମାଆ ମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଯାଏ ।
ଯାହାକୁ ନେଇ ପରେ ସେମାନେ ଚିନ୍ତାରେ ରହିଥାନ୍ତି ।ତେବେ ବିଶେଷ କରି ସ୍ତନ ର ଆକୃତି, ତେବେ ପିଲାକୁ କ୍ଷୀର ପିଇଆଇବା ପରେ ସ୍ତନ ବହୁତ ଲୁଜ ହେଇଯାଏ ।ଆଉ ସେତେବେଳେ ଆପଣ ଯେଉଁ ବି ଡ୍ରେସ ବା ବ୍ଲାଉସ ପିନ୍ଧିବେ ଆଉ ନିଜକୁ ଦେଖିବେ ବହୁତ ଅର୍ଡ ଲାଗିଥାଏ ବା ଅସୁନ୍ଦର ଲାଗିଥାଏ ।
ତେବେ ଖୁସିର କଥା ହେଉଛି କି ପିଲା କ୍ଷୀର ଖାଇବା ଛାଡିବା ପରେ ବି ଆପଣ ଚାହିଁଲେ ନିଜ ସ୍ତନ କୁ ପୁଣି ଟାଇଟ କରି ପାରିବେ, ଆଉ ତାହା କିପରି କରିବେ ସେଥିପାଇଁ ଆଜିର ଏହି ରିମେଡି ବିଷୟରେ ଓ ଦୁଇଟି ଏକ୍ସାସାଇଜ ବିଷୟରେ ଜାଣି ରଖନ୍ତୁ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ନବରତ୍ନ ତେଲ
-ଜଡ଼ା ତେଲ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ତେବେ ଏହି ରିମେଡି ପାଇଁ ଆପଣଂକୁ ପ୍ରଥମେ ଦୁଇଟି ତେଲ ନେବାକୁ ପଡିବ ଗୋଟିଏ ନବରତ୍ନ ତେଲ ଓ ଆଉ ଗୋଟିଏ ଜଡ଼ା ତେଲ ।ତେବେ ଏହି ତେଲ ଦୁଇଟି ବହୁତ ଉପକାରୀ ଆଉ ଶରୀରରେ କିଛି ବି ହାନି କରି ନଥାଏ ।ତେବେ ଗୋଟିଏ ପାତ୍ର ରେ ଏହି ଦୁଇଟି ତେଲ ରୁ ଅଳ୍ପ ଅଳ୍ପ ନେଇ ମିଶାନ୍ତୁ ।
-ଏବେ ସେହି ମିଶେଇ ଥିବା ତେଲକୁ ଆପଣ ହାତରେ ନେଇ ନିଜ ସ୍ତନ କୁ ମସାଜ କରନ୍ତୁ ।ତେବେ ମସାଜ ବେଳେ ତଳୁ ଉପରକୁ ଓ ସ୍ତନ ଚାରି ପଟେ ଗୋଲାକାର ପରି ମସାଜ କରନ୍ତୁ ।ତେବେ ମସାଜ ସେତେ ସମୟ ଯାଏ କରନ୍ତୁ ଯେତେ ବେଳ ଯାଏ ସ୍ତନ ଚାରି ପଟେ ଗରମ ନହେଇଛି ।ଆଉ ଏହାଜ ମସାଜ ଆପଣ ସକାଳେ ଓ ରାତିରେ ଶୋଇବା ଆଗରୁ ଓ ଗାଧେଇବା ଆଗରୁ 15 ରୁ 20 ମିନିଟ ଯାଏ କରିପାରିବେ ।ତେବେ ଆପଣ ଜଡ଼ା ତେଲ ଓ ନବରତ୍ନ ତେଲ ତେଲକୁ ପେଟର ଚର୍ବି ବଡିଥିଲେ ତାହା ମସାଜ ପାଇଁ ବ୍ୟବହାର କରି ପାରିବେ ।
ଏକ୍ସାସାଇଜ:-
1.ପ୍ରଥମ ଏକ୍ସସାଇଜ ରେ ଆପଣ ଦୁଇ ହାତ କୁ ଉପରକୁ ଉଠି କହୁଣୀ ପାଖରୁ ଭାଙ୍ଗି ହାତକୁ ତଳକୁ ଓ ଉପରକୁ କରନ୍ତୁ ।ଏମିତି ପ୍ରତିଦିନ 5 ରୁ 6 ମିନିଟ ଯାଏ କରନ୍ତୁ ଏହା ଦ୍ୱାରା ଆପଣଙ୍କ ସ୍ତନ ଟାଇଟ ହେବ ।
2.ଦୁଇ ହାତକୁ କହୁଣୀ ରୁ ଭାଙ୍ଗି ଦୁଇ ସାଇଟ କୁ ସ୍ତ୍ରେଚ କରନ୍ତୁ, ଆଉ ଏମିତି କରିବା ଦ୍ୱାରା ଆପଣଙ୍କ ସ୍ତନ ସାଇଡ ଅଧିକା ବଡି ଯାଇଥିଲେ ତାହା କମି ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।