Daily news update , Real odisha local news

ଭାଇରାଲ ହେଉଛି ଯାତ୍ରା ରେ “ଲଙ୍ଗୁଳୀ ନାଚବାଲି, ହଁ ମୁଁ ଛାତି ଦେଖେଇ ନାଚ”  ଅଶ୍ଳୀଳ ନାଚ Video ।

0 3,474

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଚାରିଆଡେ ଭଦ୍ରକ ର ଯାତ୍ରା ବିବାଦ କୁ ନେଇ ଚର୍ଚ୍ଚା ଚାଲିଛି। ଏହି ଘଟଣା କୁ ନେଇ ସମସ୍ତେ କେବଳ ସେହି ନୃତ୍ୟଶିଳ୍ପୀ ରାଣୀ ପ୍ରିୟଦର୍ଶନୀ ସାହୁ ଙ୍କୁ ନିନ୍ଦା କରୁଛନ୍ତି। କିଏ କହୁଛନ୍ତି କି ରାଣୀ ପଣ୍ଡା ଙ୍କ ପରେ ପୁଣି ରାଣୀ ପ୍ରିୟଦର୍ଶନୀ,

ସିଏ ଯାତ୍ରା ରେ ଡ୍ରେସ ଖୋଲିଥିଲେ ଆଉ ୟେ ନିଜ ଲଙ୍ଗଳା ଦେହ ଦେଖାଇ ଛାତି କୁ ଦେଖାଇ ଡ୍ୟାନ୍ସ କରୁଛନ୍ତି ବୋଲି। ତେବେ ସମସ୍ତ କହୁଛନ୍ତି ସେ ଜଣେ ଲଂଗଳା ନାଚ ବାଲି ଆଉ ନିଜ ଦେହ ଦେଖାଇ ସମସ୍ତ ଙ୍କୁ ଅଶୀଳ ଇଙ୍ଗିତ କରୁଛନ୍ତି। ମାତ୍ର ପ୍ରକୃତ ସତ ଏହା କି ତାଙ୍କୁ ଦେଖିବା ଲାଗି ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା।

ତେବେ ବନ୍ଧୁଗଣ ଆପଣ ମାନେ ଭଦ୍ରକ ର ଯାତ୍ରା ବିବାଦ ବିଷୟରେ ନିଶ୍ଚିତ ଜାଣିଥିବେ। ସୂଚନାଯୋଗ୍ୟ ଯେ, ଭଦ୍ରକ ର କାଳୀପୂଜା ଉପଲକ୍ଷେ ସେଠାରେ ଯାତ୍ରା ପାର୍ଟି ଆସିଥିଲେ ଯାତ୍ରା କରିବା ପାଇଁ। ଆଉ ଏହି ଯାତ୍ରା ଦେଖିବା ପାଇଁ ପ୍ରାୟ ହଜାର ହଜାର ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ତେବେ ଯାତ୍ରା ରେ ଯେଉଁ ଭଳି ଭାବରେ ଗୀତ ନାଚ ସବୁ ହୁଏ ସେହିପରି ସବୁ ଚାଲିଥିଲା। ମାତ୍ର ଏହି ମଧ୍ୟରେ ଜଣେ ମହିଳା ନୃତ୍ୟଶିଳ୍ପୀ ନାମ ରାନୀ ପ୍ରିୟଦର୍ଶିନୀ ଯାତ୍ରା ଷ୍ଟେଜ କୁ ଡ୍ୟାନ୍ସ କରିବା ପାଇଁ ଆସିଥିଲେ ଏବଂ ସେ ଅତ୍ୟନ୍ତ ଅଶୀଳ ଭାବ ରେ ଡ୍ରେସ ପରିଧାନ କରୁଥିଲେ। ଆଉ ଏହା ସହ ଷ୍ଟେଜ ରେ ସେ ଅଶୀଳ ଇଙ୍ଗିତ କରି ଡ୍ୟାନ୍ସ ମଧ୍ୟ କରିଥିଲେ।

ତେବେ ସେହି ମହିଳା ନୃତ୍ୟଶିଳ୍ପୀ ଙ୍କ ର ଏହିପରି ଅଶୀଳ ଡ୍ୟାନ୍ସ ଦେଖି ସେଠାରେ ଯାତ୍ରା ଦେଖିବା ପାଇଁ ଆସିଥିବା ଜଣେ ମହିଳା ନାମ ମନ୍ଦାକିନି ଅତ୍ୟନ୍ତ ରାଗି ଯାଇଥିଲେ ।ଆଉ ସେ ଏହି ଅଶୀଳ ଡ୍ୟାନ୍ସ କୁ ବିରୋଧ କରି ସେହି ନୃତ୍ୟଶିଳ୍ପୀ ଙ୍କ ଉପର କୁ ଜୋତା ମାଡ଼ କରିଥିଲେ।ତେବେ ଏହାକୁ ନେଇ ବର୍ତ୍ତମାନ ଏହି ଘଟଣା କୁ ନେଇ ଅନେକ ଲୋକ ନିଜ ନିଜର ମତ ଦେଇଛନ୍ତି। କେହି ତାଙ୍କୁ ଗାଳି କରୀ ଲଂଗଳା ନାଚ ବାଲି କହୁଛି ତ କିଏ ତାଙ୍କୁ କଡା ନିନ୍ଦା ମଧ୍ୟ କରୁଛନ୍ତି। ମାତ୍ର କଣ ଏହା ପାଇଁ କେବଳ ସେ ଝିଅ ଦାୟୀ ଅଟେ କି।

ମାତ୍ର ଆମେ ଘଟଣା କୁ ଯଦି ଆପଣ ଭଲ ଭାବ ରେ ଦେଖିବେ ତେବେ ଜାଣି ପାରିବେ କି ରାଣୀ ପ୍ରିୟଦର୍ଶନୀ ଜଣେ ଆଇଟମ ଡ୍ୟାନ୍ସର ଅଟନ୍ତି ।ତେବେ ଜଣେ ଡ଼୍ୟାନ୍ସର ଭାବ ରେ ତାଙ୍କୁ ଯେଉଁ ପୋଷାକ ଦିଆଯାଇଛି ସେ ତାହାକୁ ପିନ୍ଧିଛନ୍ତି ଆଉ ତାଙ୍କରି ଡ୍ୟାନ୍ସ ଦେଖିବା ପାଇଁ ସେଠାରେ ହଜାର ହଜାର ଲୋକେ ଉପସ୍ଥିତ ଥିଲେ। ତାଙ୍କ ଡ୍ୟାନ୍ସ ରେ ସମସ୍ତ ମଜା ନେଉଥିଲେ ଆଉ ଝୁମୁ ଥିଲେ ମଧ୍ୟ। ତେବେ ଏହା ଯେ ଭୁଲ ଯେ କେବଳ ସେହି ଝିଅ ର ତାହା ଆମେ ଏହିପରି କହି ପାରିବା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.