ବନ୍ଧୁମାନେ ଆମ ହିନ୍ଦୁ ଶାସ୍ତ୍ର ରେ ଅନେକ ଦେବାଦେବୀ ଙ୍କୁ ପୂଜା କରିଥାଉ ତେବେ ପ୍ରଭୁ ହନୁମାନ ଯାହାକୁ ଆପଣ ଯଦି ପୂଜା କରୁଛନ୍ତି ତେବେ ଆପଣଙ୍କ ଜୀବନର ଅନେକ ଦୁଃଖ କଷ୍ଟ ଦୂର ହେଇଯାଏ ।ତେବେ ଆମେ ଆଜି ହନୁମାନ ଙ୍କୁ ପୂଜା କରିବାର ଓ ତାଙ୍କର କୃପା ଦୃଷ୍ଟିରେ ଆସିବାର ଏମିତି ଗୋଟାଏ ଉପାୟ ଖୀବୁ ଯାହାକୁ ମାନିଲେ ଆପଣଙ୍କ ଜୀବନର ସବୁ ବାଧା ହଟିଯିବ ।
ସୁଖ ସମୃଦ୍ଧିରେ ଉନ୍ନତି ହେବ, ତେବେ ବହୁତ ସମୟରେ ଆପଣ ଙ୍କ ଅସୁବିଧା କେମିତି ଦୂର ହେବ ସେଥିପାଇଁ ବହୁତ ଚେଷ୍ଟା କରିଥାନ୍ତି ।ତେବେ ଆପଣ ଯଦି ଆପଣ ଏହି ଉପାୟ ପାଳନ କରିବେ ତେବେ ଦେଖିବେ ଏହି ସବୁକିଛି ଭଲ ହେବ ।
ହନୁମାନ ହେଉଛି ମଙ୍ଗଳକାରୀ ତେଣୁ ଯଦି ସେହି ମନର ମଙ୍ଗଳବାର ଜପିବେ ତେବେ ଭଗବାନ ହନୁମାନ ଙ୍କର କୃପା ଆପଣଙ୍କ ଉପରେ ସବୁବେଳେ ରହିବ ।
ସେ ଅଭୟ ର ଦେବତା ଯଦି ଆପଣ ତାଙ୍କୁ ପୂର୍ଣ୍ଣ ଆସ୍ଥାର ସହିତ ପୂଜାର୍ଚ୍ଚନା କରୁଛନ୍ତି, ତେବେ ଦେଖିବେ ଆପଣଙ୍କ ସବୁ ଅଟକି ରହିଥିବା କାମ ପୁରୁଣ ହେଇଯିବ ।ଏସବୁ ବ୍ୟତୀତ ମଙ୍ଗଳବାର ଦିନ ହନୁମାନ ଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଓ ହନୁମାନ ଚାଲିସା ଜପ କରନ୍ତୁ ।ଏସବୁ ମାନିଲେ ଜୀବନର ସବୁ ଦୁଃଖ କଷ୍ଟ ନିଶ୍ଚିତ ଦୂର ହେଇଯିବ ।ଏବେ ହନୁମାନ ଙ୍କୁ ସନ୍ତୁଷ୍ଟ କରିବାର ଉପାୟ ବିଷୟରେ ଆସନ୍ତୁ ଜାଣିବା ।
ତେବେ ଏହି ଉପାୟ ପାଇଁ ଆପଣ ଗୋଟିଏ ଲେମ୍ବୁ ନିଅନ୍ତୁ ଆଉ 4 ଟି ଲବଙ୍ଗ ନିଅନ୍ତୁ ।ତାପରେ ପରେ ସେହି ଲେମ୍ବୁ ରେ ଆପଣ କୁକୁମରେ ରାମ ଙ୍କର ନାମ କୁ ଲେଖି ଦିଅନ୍ତୁ ।ତାପରେ ଶନିବାର ଦିନ ସେହି ଲେମ୍ବୁ କୁ ନେଇ ହନୁମାନ ଙ୍କ ପାଦରେ ରଖି ଦିଅନ୍ତୁ ।ତାପରେ ଭଗବାନ ହନୁମାନଙ୍କ ର ନାମକୁ ଜପ କରିବା ସହିତ ହନୁମାନ ଚାଳିଶା କୁ ଜପ ଭକ୍ତିର ସହିତ ଜପ କରନ୍ତୁ ।ଏହାପରେ ସେହି ଲେମ୍ବୁ କୁ ରାତିରେ ଏକ ଶୁଭ ଗଛ ମୂଳରେ ପୋତି ଦିଅନ୍ତୁ କିନ୍ତୁ ମନେ ରଖିବେ ଏହାକୁ କେହି ଯେମିତି ନଦେଖନ୍ତି ।ପୁରା ଚୁପଚାପ ଆଉ ଧ୍ୟାନ ଲଗେଇ କରିବେ ଓ ପ୍ରଭୁ ରାମଙ୍କ ର ନାମକୁ ଜପ କରି ନିଜର ସଭ ଅସୁବିଧା ଓ ସମସ୍ୟା ବିଷୟରେ ଜଣସିବେ ।
ତେବେ ଆପଣ ଏହି ଉପାୟ କରି ଦେଖନ୍ତୁ ଯଦି ଆପଣ ଜୀବନର ସବୁ ବାଧା କେମିତି ଖୁବ କମ ସମୟ ଭିତରେ ଦୂର ହେବ ।ଆଉ ଏହା ସହିତ ଯଦି ହନୁମାନ ଙ୍କ ପ୍ରତି ଆପଣଙ୍କ ର ଆସ୍ଥା ସବୁବେଳେ ଲାଗି ରହିବ ତେବେ ହନୁମାନ ଙ୍କ କୃପା ଆପଣଙ୍କ ଉପରେ କେବେ ହଟିବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।