ବନ୍ଧୁମାନେ ମହାଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ହେଲେ ମହା ଶିବରାତ୍ରୀ ସବୁ ଠାରୁ ବଡ଼ ଦିନ ଅଟେ ।ତେବେ ଏହି ଶିବ ରାତ୍ରି ଦିନ ଯଦି ଆପଣ ନିଜ ଜୀବନର ସବୁ ଦୁଃଖ କଷ୍ଟ ଦୂର କରିବାକୁ ଚାହୁଁଛନ୍ତି ତାହେଲେ ନନ୍ଦୀ ନକେ ସାହାଯ୍ୟ ନେବାକୁ ପଡିବ ।ତେବେ ପ୍ରତ୍ୟେକ ଶିବ ମନ୍ଦିର ରେ ନଦୀ ରହିଥାନ୍ତି ଯିଏ ଶିବ ଙ୍କର ପ୍ରିୟ ଭକ୍ତ ଅଟନ୍ତି,
ଆଉ ଯଦି ଆପଣ ଶିବ ରାତ୍ରି ଦିନ ନନ୍ଦୀ ଙ୍କ କାନରେ ଗୋଟିଏ ମନ୍ତ୍ର କହିବେ ତହ୍ରଲେ ମହାଦେବ ଜଲଦି ଆପଣଙ୍କ ଇଛା ଶୁଣିଥାନ୍ତି ।ତେବେ ଏହି ମନ୍ତ୍ର କୁ କହିବା ପୂର୍ବରୁ ନନ୍ଦି କେମିତି ମହାଦେବ ଙ୍କର ପ୍ରିୟ ଭକ୍ତ ହେଲେ ସେହି କଥା ଜାଣି ରଖନ୍ତୁ ।
ତେବେ ନନ୍ଦୀ ଙ୍କର ବାପା ମାଆ ଙ୍କର କୌଣସି ସନ୍ତାନ ହେଉ ନଥିଲେ ତେଣୁ ସେମାନେ ଇନ୍ଦ୍ର ଙ୍କୁ ସନ୍ତୁଷ୍ଟ କରି ନନ୍ଦୀ ପୁତ୍ର ଭାବରେ ପାଇଥିଲେ ।ତେବେ କିଛି ଦିନ ପରେ କିଛି ସନ୍ୟାସୀ ନନ୍ଦୀ ଙ୍କୁ ଦେଖି ଜଣାଇଥିଲେ କି ତାଙ୍କର ଆୟୁଷ ବହୁତ ଅଳ୍ପ ଦିନ ।ନନ୍ଦୀ 12 ବର୍ଷରେ ମୃତ୍ୟୁ ବରଣ କରିବେ, ଆଉ ଏହା ଶୁଣିବା ପରେ ନନ୍ଦ ସମୟରୁ ନନ୍ଦୀ ମହାଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧ୍ୟାନମଗ୍ନ ରହିଲେ ।ଏହାପରେ ମହାଦେବ ନନ୍ଦୀ ଙ୍କ ପ୍ରାର୍ଥନା ଶୁଣି ଥିଲେ ଆଉ ତାଙ୍କୁ ଦୁର୍ଘାୟୁ ର ବରଦାନ ଦେଇଥିଲେ ।ସେହି ଦିନ ଠାରୁ ନନ୍ଦୀ ଭଗବାନ ଶିବ ଙ୍କ ପାଖରେ ରହିବା ସହିତ ତାଙ୍କର ପ୍ରିୟ ଭକ୍ତ ହେଇ ପାରିଥିଲେ ।
ତେବେ ଭଗବାନ ଶିବଙ୍କୁ କିଛି କଥା ଜଣାଇବାକୁ ହେଲେ ନନ୍ଦୀ ଙ୍କ ସାହାଯ୍ୟ ନେବାକୁ ପଡିଥାଏ ।ତେବେ ଶିବ ରାତ୍ରି ଦିନ ଯଦି ଆପଣ ନନ୍ଦୀ ଙ୍କ କାନରେ ଗୋଟିଏ ମନ୍ତ୍ର କହିବା ସହିତ ନିଜ ମନ କଥା କହିବେ ତାହେଲେ ଆପଣଙ୍କ ର ସବୁ ଦୁଃଖ କଷ୍ଟ ଦୂର ହେବ ।ଆଗାମୀ ଫେବୃଆରୀ 18 ତାରିଖରେ ମହା ଶିବରାତ୍ରି ପଡୁଛି, ଏଥି ସହିତ ସେହିଦିନ ଫାଲଗୁନ ମାସ ଚତୁର୍ଦ୍ଦଶୀ କୃଷ୍ଣ ପକ୍ଷ ତେଣୁ ଅନେକ ଗ୍ରହ ଗୁଡିକର ଗତି ବଦଳିବ ।ତେବେ ଶିବରାତ୍ରି ମହାଦେବ ଙ୍କ ପାଇଁ ଏକ ବିଶେଷ ଦିନ ଏହି ଦିନ ତାଙ୍କୁ କେହି ଭକ୍ତିର ସହିତ ପୂଜାର୍ଚ୍ଚନା କଲେ ଜୀବନ ର ସବୁ ଦୁଃଖ କଷ୍ଟ ଦୂର ହେଇଥାଏ ।
ଏହି ଶିବରାତ୍ରୀ ଦିନ ଆପଣ ନନ୍ଦୀ ଙ୍କୁ କ୍ଷୀର ରେ ଗାଧେଇବା ସହିତ ତାଙ୍କୁ ପୂଜା କରନ୍ତୁ ଆଉ ତାପରେ ତାଙ୍କ କାନରେ ଏହି ମନ୍ତ୍ର ଟିକୁ କହିଦିଅନ୍ତୁ ।ଟ୍ରବର ମନ୍ତ୍ରୀ ଟି ହେଉଛି “ଓଁ ତତ୍ ପୁରୁଷାଏ ବିଦମୋହେ, ମହାଦେବାୟ ଧି ମୋହି, ତନୁ ରୁଦ୍ରୟ୍ଯ ପ୍ରୋଚଦୟ” ।ଆଉ ଏହା ପରେ ନିଜ ମନ କଥା କହିବେ ଦେଖିବେ ସବୁ ଇଛା ଖୁବ ଜଲଦି ପୁରୁଣ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।