Daily news update , Real odisha local news

ହାତକୁ ଦି ହାତ ହେଲେ ଚର୍ଚିତ ଅଭିନେତ୍ରୀ Riya Dey, କାନ୍ଦି କାନ୍ଦି ଗଲେ ଶାଶୁଘର ରିୟା ଙ୍କ ବିଦାୟୀ ସମୟର କାନ୍ଦ ଦେଖିଲେ ଆଖିରୁ ଲୁହ ଝରି ଆସିବ

0 1,356

ବନ୍ଧୁମାନେ ସୋସିଆଲ ମେଡିଆ ଆଜିର ସମୟରେ ଏକ ମାଧ୍ୟମ ଯେ ଆମେ ଯୋଉ କଥା ବିଷୟରେ ଯେତେବେଳେ ଯାହା ଜାଣିବାକୁ ଚାହିଁଲେ ତାହା ଜାଣି ପାରୁଛୁ ।ଆଉ ବର୍ତ୍ତମାନ ସେଲିବ୍ରେଟି ମାନଙ୍କ ଜୀବନରେ କଣ ଘଟୁଛି କଣ ନାହିଁ ସେ ବିଷୟରେ ବି ପୁରା ଖବର ଆମେ ପାଇ ଯାଉଛୁ ।

ତେବେ ଠିକ ସେହିପରି ଆଜି ଆମେ ଏହି ସୋସିଆଲ ମେଡିଆରେ ଦେଖିବାକୁ ପାଉଛୁ ଓଲିଉଡ ହିରୋଇନ ରିଆ ଦେ ଙ୍କର ବାହାଘର ।ତେବେ ଆସନ୍ତୁ ଜାଣିବା କେମିତି ବିବାହ କଲେ ରିଆ ଦେ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ସମୟ ହେଉଛି ବିବାହର ସମୟ, ଆଉ ଏହି ସମୟରେ ସାଧାରଣ ଲୋକ ଠାରୁ ସେଲିବ୍ରେଟି ଯାଏ ଅନେକ ବିବାହ ବନ୍ଧନରେ ବାନ୍ଧି ହେଇଥାନ୍ତି ।ତେବେ ନିକଟରେ ରିୟା ଦେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ।ତେବେ ଆପଣ ମାନେ ସମସ୍ତେ ଓଲିଉଡ ର ଖୁବ ପରିଚିତ ହିରୋଇନ ରିଆ ଙ୍କୁ ଭଲ ଭାବରେ ଜାଣିଛନ୍ତି ।ରିଆ ଯିଏ ଗତ କିଛି ବର୍ଷ ଧରି ଓଲିଉଡ ଇଣ୍ଡଷ୍ଟ୍ରି ସହିତ ଯୋଡି ହେଇ ରହିବା ସହିତ ଅନେକ ସୁପରହିଟ ଫିଲ୍ମ ବି ଭେଟି ଦେଇଛନ୍ତି ।ଆଉ ଆଜି ସେହି ଅଭିନେତ୍ରୀ ଙ୍କ ବିବାହ ଦେଖିବାକୁ ମିଳିଛି ।

ତେବେ ରିଆ ଅନେକ ଫିଲ୍ମରେ ବହୁତ ବିବାହର ଆକ୍ଟିଂ କରିଛନ୍ତି କିନ୍ତୁ ସେ ନିଜ ବାହାଘର ଏକ ନୂଆ ରୂପରେ କରିବାର ଦେଖିବାକୁ ମିଳିଛି ।ରିଆଙ୍କ ଘର ବାଲେଶ୍ଵର ହେଇଥିବା ବେଳେ ସେ କିନ୍ତୁ ବଙ୍ଗାଳି ଷ୍ଟାଇଲ ରେ ବିବାହ କରୁଥିବାର ନଜର ଆସିଛନ୍ତି ।ତେବେ ଏକ ଭିଡ଼ିଓ ରେ ରିଆ ବଙ୍ଗାଳି ଷ୍ଟାଇଲ ରେ ଶାଡୀ ପିନ୍ଧିବା ସହିତ ହାତରେ ପାନ ଧରିଛନ୍ତି ।ଆଉ ତାଙ୍କୁ ତାଙ୍କ ଭାଇ ମାନେ ଉଠାଇ ବର ପାଖକୁ ନେଉଛନ୍ତି ସେତେବେଳେ ରିଆ ହାତରେ ଧରିଥିବା ପାନରେ ନିଜ ମୁହଁକୁ ଲୁଚାଇ ରଖିଛନ୍ତି ।ତେବେ ରିଆ ନିଜ ଵିଵାହ କୁ ନେଇ ଖୁବ ଖୁସି ଅଛନ୍ତି ବୋଲି ବି ଆପଣ ଏହି ଭିଡ଼ିଓରେ ଦେଖିପାରିବେ ।

ତେବେ ଆଗକୁ ଏହିପରି ଅନେକ ରୀତି ବିବାହରେ ଚାଲୁଛି ଯାହା ସବୁ ବଙ୍ଗାଳି ରୀତିରେ ହେଉଛି ବୋଲି ଜଣା ପଡୁଛି ।ତେବେ ଏମିତି ଭାବରେ ବିବାହ ର ଉତ୍ସବ ଚାଲିଥିବା ବେଳେ ସେହି ଭିତରେ ଅନେକ ସିନେ କଳାକାର ମାନଙ୍କୁ ବି ଦେଖିବାକୁ ମିଳିଛି, ଯେଉଁମାନେ ରିଆଙ୍କ ବିବାହରେ ଯୋଗ ଦେଇଛନ୍ତି ।ତେବେ ଆପଣ ସମସ୍ତେ ବହୁତ ସମୟ ଧରି ଅପେକ୍ଷା କରିଥିବେ ଏହି ଅଭିନେତ୍ରୀ ଙ୍କ ବିବାହ କୁ ଆଉ ଏବେ ରିଆ ବିବାହ କରି ନିଜ ଦର୍ଶକ ଙ୍କ ଆଶାକୁ ପୂରଣ କରିଛନ୍ତି ।ତେବେ ସୋସିଆଲ ମେଡିଆରେ ରିଆଙ୍କ ବିବାହର ଅନେକ ମୁହୂର୍ତ୍ତ ଭାଇରଲ ହେଉଛି ଆଉ ବିବାହ ସମୟର ଦୃଶ୍ୟ ବି । ଯଦି ଆପଣ ରିଆ ଙ୍କର ଫେନ ତେବେ ଏହି ଭିଡ଼ିଓରେ ଦେଖନ୍ତୁ ରିଆ କେମିତି ବିବାହ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.