ହେ ଭଗବାନ !..Vairal video ହୀରାକୁଦ ରେ ଭିଡ଼ିଓ କରୁ କରୁ ଭାସିଗଲେ ଯୁବକ….. ଆଉ ତା’ପରେ ଦେଖନ୍ତୁ ସେହି 2ମିନିଟ୍ ର ଭିଡିଓ ଛାତିଥରି ଉଠିବ
ବନ୍ଧୁଗଣ ବର୍ତ୍ତମାନ ଆମ ହୀରାକୁଦ ଡ୍ୟାମ ରୁ ଆସିଛି ଏହିପରି ଏକ ଭିଡ଼ିଓ ଯାହାକୁ ଦେଖିବା ପରେ ଆପଣ ଅତ୍ୟନ୍ତ ଭୟଭୀତ ହୋଇଯିବେ। ତେବେ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ଆମ ଯୁବ ପିଢୀ ଙ୍କୁ ମୋବାଇଲ ବା ସେଲ୍ଫି ନିଶା ଧରିଛି ବୋଲି। ତେବେ ଯୁବ ପିଢୀ ଙ୍କ ର ଏହି ମୋବାଇଲ ନିଶା ପାଇଁ ସେମାନେ ନାହିଁ ନଥିବା ସମସ୍ୟା ରେ ପଡୁଛନ୍ତି କେବେ କେବେ ତାଙ୍କର ଜୀବନ ଯାଉଥିବା ର ମଧ୍ୟ ଆପଣ ସୋସିଆଲ ମିଡ଼ିଆ ରେ ଦେଖିବା କୁ ପାଉଥିବେ ।କିନ୍ତୁ ତଥାପି ଏମାନଙ୍କ ପାଖ ରେ ସୁଧୁରିବା ର କୌଣସି ସୂଚନା ଦେଖା ଯାଉ ନାହିଁ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଦେଖା ଦେଇଛି ହୀରାକୁଦ ଜଳଭଣ୍ଡାର ରୁ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଓଡ଼ିଶାର ଗର୍ଵ ଗୌରବ ହେଉଛି ଆମ ହୀରାକୁଦ ଜଳଭଣ୍ଡାର, ଯାହାକି ପ୍ରାୟ ୧୦୦ ବର୍ଷ ପୁରାତନ ଅଟେ। ଆଉ ବର୍ଷ ବର୍ଷ ଧରି ସେ ଜଳ ରାଶି କୁ ଅଟକାଇ ରଖି ଲୋକମାନେ ଙ୍କୁ ସୁରକ୍ଷା ଦେଇ ଆସିଛନ୍ତି ଆଉ ବିଦ୍ୟୁତ ଶକ୍ତି ଉତ୍ପାଦନ ରେ ମଧ୍ୟ ବେଶ ସହାୟକ ହୋଇଛି ଏହି ବନ୍ଦର। ମାତ୍ର ବର୍ତ୍ତମାନ ର ଯାହା ସୂଚନା ରହିଛି ହୀରାକୁଦ ଡ୍ୟାମ କୁ ନେଇ ତାହା ସମସ୍ତ ଙ୍କୁ ଭୟଭୀତ କରିଦେଇଛି ।
ତେବେ ସୂଚନା ଅନୁସାରେ ଦିନ କୁ ଦିନ ଅଶାନ୍ତ ହେଉଛି ହୀରାକୁଦ ଜଳଭଣ୍ଡାର ଏବଂ ଏହାର କ୍ଷମତା କୁ ନେଇ ମଧ୍ୟ ବର୍ତ୍ତମାନ ଆଶଙ୍କା କରାଯାଉଛି। ତେବେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ରୁ ଦେଖା ଯାଇଛି ଯେ ଜଣେ ଯୁବକ ବର୍ଦ୍ଧିତ ଜଳ ରାଶି କୁ ମୋବାଇଲ ରେ ରେକର୍ଡ କରୁଥିବା ସମୟ ରେ ନିଜର ଭାରସାମ୍ୟ ହରାଇ ତଳେ ପଡି ଯାଇଛନ୍ତି ମାତ୍ର ସୌଭାଗ୍ୟ ବଶତଃ ସେ ମୃତ୍ୟୁ ମୁଖ ରୁ ଅଳ୍ପକେ ବଂଚି ଯାଇଛନ୍ତି।ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।
ତେବେ ଦେଖା ଯାଇଛି ଯେ ଅନେକ ଲୋକେ ହୀରାକୁଦ ରେ ବଢୁଥିବା ଜଳରାଶି କୁ ଦେଖିବା କୁ ଆସୁଛନ୍ତି ଯାହାକୁ ଦେଖିବା ପାଇଁ ଯୁବକ ଜଣଙ୍କ ମଧ୍ୟ ଆସିଥିଲେ। ମାତ୍ର ସେଠାରେ ସେ ନିଜ ମୋବାଇଲ ରେ ହୀରାକୁଦ ର ଭିଡ଼ିଓ କରିବା ଆରମ୍ଭ କରିଦେଲେ , ତେବେ ଏହି ଭିଡ଼ିଓ କରୁଥିବା ସମୟ ରେ ସେ ନିଜର ସନ୍ତୁଳନ ହରାଇ ଥିଲେ ଆଉ ପାଣି ଭିତରେ ପଡିଗଲେ। ମାତ୍ର ପାଖରେ ଥିବା ଲୋକ ମାନେ ସଂଗେ ସଂଗେ ଯୁବକ ଙ୍କୁ ଉଦ୍ଧାର ପାଇଁ ହାତ ବଢ଼ାଇ ଥିଲେ ଏବଂ ପାଖରେ ଥିବା ବାଡା କୁ ଧରି ସେ ଅଟକି ଯାଇଥିଲେ। ତେବେ ଟିକିଏ ବିଳମ୍ବ ହୋଇଥିଲେ ଯୁବକ ଙ୍କ ଜୀବନ ଯିବା ନିଶ୍ଚିତ ଥିଲା , ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ।ତେଣୁ ଆପଣ ମାନେ ଏହି ପରି ସ୍ଥାନରେ ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।