ନିଜ ହାତରେ ମାରିଥିବା ମନ୍ତ୍ରୀ ନବ ଦାସ ଝିଅ “ଦୀପାଳି” ପାଇଁ କାନ୍ଦିଲେ ଗୋପାଳ ଦାସ ଦେଖନ୍ତୁ ଭିଡିଓ 3କୋଟିରୁ ଅଧିକ ଲୋକ ଦେଖିସାରିଲେନି
ଦୀପାଳି ପାଇଁ ଗୋପାଳ ଆଖିରେ ଝରିଲା ଲୁହ, ହଁ ଦର୍ଶକ ବନ୍ଧୁ ମନ୍ତ୍ରୀ ଙ୍କ ହତ୍ୟା କରିବା ପରେ ଗୋପାଳ ଜେଲ ରେ ଅଛନ୍ତି ।ହେଲେ ଏହି ଭିତରେ କେତେ କଣ ଇନଭେସ୍ଟିକେଶ ସରିଲାଣି ହେଲେ ଗୋପାଳ ମୁହଁରେ ଟିକିଏ ଅନୁତାପ ର ଭାବ ଦେଖିବାକୁ ମିଳି ନଥିଲା ।
ତେବେ ବର୍ତ୍ତମାନ ଗୋପାଳ ର କାନ୍ଦ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।ସୋସିଆଲ ମେଡିଆରେ ପ୍ରଥମ ଥର ଗୋପାଳ ର କାନ୍ଦିବା ଖବର ଜଣା ପଡିବା ପରେ ଏହାର କାରଣ ସମସ୍ତେ ଜାଣିବାକୁ ଚାହିଁଥିଲେ ।ଆଉ ସେତେବେଳେ ଜଣା ପଡିଥିଲା କି ନବ ଙ୍କ ଝିଅ ପାଇଁ ଗୋପାଳ କାନ୍ଦିଥିଲେ ।
ତେବେ ମଣିଷ ଯିଏ ବି ଓ ଯେମିତି ବି ହେଇଥାଉ ସେ ଯେତେ ହିଂସ୍ର କି ପାପୀ ହେଲେ ବି ନିଜ ଭିତରେ ଏମିତି ବାପା ର ହୃଦୟ ରହିଥାଏ ଯିଏ ନିଜ ପିଲା ପାଇଁ ସବୁବେଳେ ନରମ ଅଟେ ।ଆଉ ଗୋପାଳ ବି ଜଣେ ବାପା, କୌଣସି କାରଣ ପାଇଁ ହୁଏ ତ ସେ ହତ୍ୟାକାରୀ ହେଇଛନ୍ତି କିନ୍ତୁ ଜଣେ ଝିଅର ଦୁଃଖ ଦେଖୀ ନିଜ ପୁଅ କଥା ମନେ ପକାଇଛନ୍ତି ।ଏହା ଆଗରୁ ବହୁତ ଥର ଗୋପାଳ କୁ ନେଇଦ କେତେବେଳେ ହସିବାର, କେତେ ଅନ୍ୟ କିଛି କରିବାର ବି ଦେଖିବାକୁ ମିଳିଛି ।ହେଲେ ବର୍ତ୍ତମାନ ଗୋପାଳ ଦୀପାଳି ପାଇଁ କାନ୍ଦୁ ଥିବା ଦେଖି ସମସ୍ତ ଙ୍କ ମନ ତରଳି ଯାଇଛି ଗୋପାଳ ପ୍ରତି ।
ନିକଟରେ ଗୋପାଳ କୁ ଚୌଦ୍ୱାର ଜେଲ କୁ ସ୍ଥାନାନ୍ତର କରାଯାଇଥିଲା, ଆଉ ସେଠାରେ ସେ ପ୍ରତିଦିନ ସକାଳେ ପେପର ପଡ଼ିବାକୁ ମାଗିଥାନ୍ତି ।ତେବେ ସେଦିନ ସକାଳେ ପେପର ରେ ନବ ଦାସ ଙ୍କ ଦୀପାଳି ବିଷୟରେ ପଡ଼ି କାନ୍ଦିବାରେ ଲାଗିଥିଲେ ।ତେବେ ବୋଧେ ସେତେବେଳେ ସେ ବୁଝି ପାରିଥିଲେ ବି ତାଙ୍କର ବି ପରିବାର ଅଛି ସ୍ତ୍ରୀ ପିଲା ତାଙ୍କ ଅପେକ୍ଷା ରେ ରହିଛନ୍ତି ।ଆଉ ଦୀପାଳି ର ଦୁଃଖ କୁ ଦେଖି ବୁଝି ପାରିଥିଲେ କି ବାପା ନରହିଲେ ପିଲା ଙ୍କ ଅବସ୍ଥା କେମିତି ହୁଏ ।ଆଉ ଏମିତି ଚିନ୍ତା କରିବା ଭିତରେ ଗୋପାଳ ଆଖିରେ ଝର ଝର ଲୁହ ଝରି ଆସିଥିଲା ।
ତେବେ ଦୀପାଳି ନିଜ ବାପା ଙ୍କ ସ୍ମୃତିରେ ଆମ୍ବୁଲାନ୍ସ ଦାନ କରିଥିଲେ ଆଉ ଭିତରେ ଆଉ ଅପେକ୍ଷା କରି ରହିଛନ୍ତି ବାପା ଙ୍କୁ କେବେ ନ୍ୟାୟ ମିଳିବ ।ଆଉ ଏପଟେ ଦୀପାଳି ର ଦୁଃଖରେ ଗୋପାଳ ଭାଙ୍ଗି ପଡିଥିବା ଘଟଣା ଜଣା ପଡିବା ପରେ ସୋସିଆଲ ମେଡିଆରେ ଏହି ଖବର ବହୁତ ମାତ୍ରାରେ ଭାଇରଲ ହେବା ରେ ଲାଗିଛି ।ତେବେ ଆପଣ ଗୋପାଳ ର ଏହି ରୂପ ଦେଖି କଣ ଭାବୁଛନ୍ତି ନିଶ୍ଚିତ ଜଣାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।