LIVE- ଭିଡିଓ ବିମାନ ଦୁର୍ଘଟଣା ହେବା ସମୟରେ ବିମାନ ଭିତରେ କେମିତି ହୋଇଥିଲା ଯୁବକ ଜଣକ କରିଥିଲେ ଭିଡିଓ ରେକର୍ଡ ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ
ବନ୍ଧୁମାନେ ପ୍ରତିଦିନ ଘଟୁଥିବା ଭୟଙ୍କର ଦୁର୍ଘଟଣା ଗୁଡିକ ଖବର ଶୁଣିଲେ ଦେହ ଶୀତେଇ ଉଠୁଛି ।ତେବେ କାଲି ର ବିମାନ ଦୁର୍ଘଟଣା ଏକ ଏମିତି ଭୟ ମନରେ ସୃଷ୍ଟି କରିଛି ଯାହା ନେଇ ଏବେ ସମସ୍ତେ ଖୁବ ଆତଙ୍କିତ ହେଇ ଯାଇଛନ୍ତି ।ତେବେ ନେପାଳ ରେ ଘଟିଥିବା ପ୍ଲେନ ଦୁର୍ଘଟଣା ଯେଉଁଥିରେ ଜଣେ ବି ଯାତ୍ରୀ ଜୀବିତ ନାହାନ୍ତି ତେବେ ଏହି ଦୁର୍ଘଟଣା କେମିତି ଘଟିଥିଲା ତାହାର ଏକ ଲାଇଭ ଭିଡ଼ିଓ ସମ୍ନାକୁ ଆସିଛି ।
ଏହି ଭିଡ଼ିଓ ରେ ଆପଣ ଦେଖି ପାରିବେ କିଛି ସମୟରେ ଲ୍ୟାଣ୍ଡ କରିବାକୁ ଥିବା ଅଚନାକ କେମିତି ପାଉଁଶ ପାଲଟି ଯାଉଛି ।
ବନ୍ଧୁମାନେ କାଲି ନେପାଳ ରୁ ଉଡାଡ଼ ଭରିଥିବା ଏକ ପ୍ଲେସ ଯାହା 75 ଜଣ ଯାତ୍ରୀ ଙ୍କୁ ନେଇ ନିଜ ଗନ୍ତବ୍ୟ ଆଡ଼କୁ ଆଗ୍ରସର କରୁଥିଲା ସେଥିରେ ଅଚାନକ କିଛି କାରଣ ରୁ ନିଆଁ ଲାଗି ଯାଉଛି ଆଉ ତାପରେ ଯାତ୍ରୀ ମାନେ କୁଆଡେ ଯିବା ପୂର୍ବରୁ ବିମାନ ସହିତ ସମସ୍ତେ ଜଳି ଯାଉଛନ୍ତି ।ତେବେ ବନ୍ଧୁମାନେ ଏମିତି କିଛି ଦୃଶ୍ୟ ଏବେ ସୋସିଆଲ ମେଡିଆରେ ଏକ ଭିଡ଼ିଓ ରେଞ୍ଜର ଆସିଛି ।ତେବେ ପ୍ଲେନ ରେ ଥିବା ଯାତ୍ରଙ୍କ ମଧ୍ୟରୁ କେହି ଏହି ଘଟଣା ର ଲାଇଭ ଭିଡ଼ିଓ କରୁଥିଲେ କିନ୍ତୁ ତାପରେ ଏମିତି ସବୁ ଘଟି ଯାଉଛି ଜହଃ ଭିଡ଼ିଓ ରେଞ୍ଜର ଆସୁଛି ।
ତେବେ ଉତ୍ତରପ୍ରଦେଶ ର ଜଣେ ଯୁବକ ଏହି ଭିଡ଼ିଓ କରିଥିଲେ ।ସୂଚନା ମୁତାବକ ଉତ୍ତରପ୍ରଦେଶ ର ଗାଜିପୁର ର 4 ଜଣ ଯୁବକ ସନୁ ଜେୱେସବାଲ,ଅନୀଲ ରାଜଭର୍ଗ, ବିଶାଳ ଶର୍ମା ଓ ଅଭିନ୍ଦର ସିଂ ଖୁସଆଲଏହି ପ୍ଳେନରେ ଯାତ୍ରୀଥିଲେ । ତେବେ ଗତ 13 ତାରିଖ ରେ କାଠମାଣ୍ଡୁ ରେ ଥିବା ପଶୁପତି ନାଥ ମନ୍ଦିର ରୁ ପୂଜାର୍ଚ୍ଚନା କରି ପୋଖରା ଯାଉଥିଲେ ପାରା ଗାଇଡିଂ କରିବାକୁ ।ତେବେ ପୋଖରା ପହଁଚିବା କିଛି ସମୟ ପୂର୍ବରୁ ସନୁ ଫେସବୁକ ରେ ଲାଇଭ ଭିଡ଼ିଓ କରିଥିଲେ ଆଉ ପ୍ଲେନ ଭିତର ଦୃଶ୍ୟ ଦେଖାଇବା ସହିତ ସେମାନେ କହୁଛନ୍ତି ‘ମଉଜ କରଦି’ ଯାହାର ଅର୍ଥ ମଜା ଆସିଗଲା ।
ତେବେ ଏହି କଥା କହିବାର କିଛି ସେକେଣ୍ଡ ପରେ ଦେଖା ଯାଉଚି ଅଚାନକ ପ୍ଲେନ ଭିତରେ ନିଆଁ ଲାଗି ଯାଉଛି ଯାହା କିଛି କ୍ୟାମେରା ରେ ରେକର୍ଡ ହେଇ ଯାଉଛି ଆଉ ଏହାପରେ ସବୁକିଛି ଧୁଳିସାତ ହେଇ ଯାଉଛି ।ତେବେ ମଜା ଲାଗୁଥିବା କହୁଥିବା ଯୁବକ ମାନେ ଜାଣି ନଥିଲେ ତାଙ୍କ ପାଇଁ ଏହି କଥା ଶେଷ କଥା ହେବି ବୋଲି ।ତେବେ ଏବେ ଏହି ଦୁର୍ଘଟଣା ର ଭିଡ଼ିଓ ଟି ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ସମସ୍ତଙ୍କ ଦେହ ଶୀତେଇ ଯାଉଛି ।ତେବେ ଭିଡ଼ିଓ ଦେଖି ବୁଝି ହେଉଛି କି ଅଚାନକ ଏମିତି କିଛି ଦୁର୍ଘଟଣା ଘଟିଥିଲା ବୋଲି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।