ମୋ ଦିନ ଅନୁଭବଙ୍କ ବିନା ସରେ ନାହିଁ “He is my everything” ସେ ଗୋଟେ ସୁନା ମୁଣ୍ଡା ଲାଇଭ ଭିଡ଼ିଓ ରେ ଏହି ପରି କହିଲେ Actress Ananya Mishra
“ଅନୁଭବ ଙ୍କୁ ନେଇ ମୋତେ ବହୁତ ଟ୍ରୋଲ କରୁଛନ୍ତି ଏମାନେ। କିନ୍ତୁ ଯେଉଁ ମାନେ ରାତାରାତି ଟୁଙ୍ଗୁରୁ ଭୋଳ କୁ ଷ୍ଟାର କରିଦେଲେ ଆଉ ଓଡ଼ିଆ ସିନେମା ଦେଖିବା ପାଇଁ ସିନେମା ହଲ କୁ ବି ଆସନ୍ତି ନାହିଁ ସେମାନ ଙ୍କ କଥା ରେ ମୋତେ କିଛି ଫରକ ପଡେ ନାହିଁ।
ମୁଁ ଅନୁଭବ ଙ୍କୁ ଏହିପରି ଭଲ ପାଇବି ଏବଂ ସବୁବେଳେ ତାଙ୍କୁ ଉତ୍ସାହିତ କରିବି , ଯିଏ ଯାହାବି କହିଲେ ମୋତେ କିଛି ସମସ୍ୟା ନାହିଁ”।ବନ୍ଧୁଗଣ ଏହା ମିଡ଼ିଆ ରେ ନୁହେଁ ବରଂ ସୋସିଆଲ ମିଡ଼ିଆ ରେ ନିଜେ ଲାଇଭ ଆସି କହିଛନ୍ତି ଅନନ୍ୟା ମିଶ୍ର ଯାହାଙ୍କ ର ଭିଡ଼ିଓ କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଆମ ଓଡ଼ିଆ ସିନେମା ର ପରିଚିତ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଙ୍କୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ କିଛି ବର୍ଷ ହେବ ତାଙ୍କର ବୈବାହିକ ସମ୍ପର୍କ କୁ ନେଇ ବିବାଦ ରେ ରହୁଥିଲେ ଏବଂ ବର୍ତ୍ତମାନ ତାଙ୍କର ପତ୍ନୀ ଅଭିନେତ୍ରୀ ବର୍ଷା ମଧ୍ୟ ତାଙ୍କ ଘର ଛାଡ଼ି ବାହାରେ ରହୁଛନ୍ତି। ତେବେ କିନ୍ତୁ ବର୍ଷା ତାଙ୍କ ଜୀବନ ରୁ ଚାଲିଯିବା ପରେ ପୁଣି ଥରେ ଅନୁଭବ ମହାନ୍ତି ଙ୍କ ର ଏକ ନୂଆ ସିନେମା ଆସିବାକୁ ଯାଉଛି ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି।
ତେବେ କିଛି ଦିନ ତଳେ ଅଭିନେତ୍ରୀ ଅନନ୍ୟା ମିଶ୍ର ସୋସିଆଲ ମିଡ଼ିଆ ରେ ଖୋଲା ଖୋଲି ଭାବରେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ସମର୍ଥନ କରନ୍ତି ଏବଂ ତାଙ୍କୁ ପସନ୍ଦ କରନ୍ତୁ ବୋଲି କହିଥିଲେ। ଏବଂ ସୋସିଆଲ ମିଡ଼ିଆ ରେ ଅନୁଭବ ଏବଂ ଅନନ୍ୟା ଙ୍କ ର ଏକ ଫୋଟ ମଧ୍ୟ ଖୁବ ଭାଇରାଲ ହୋଇଥିଲା। ତେବେ ଏହାକୁ ନେଇ ଅନେକ ଲୋକେ ଅନେକ କଥା କହିଥିଲେ ଆଉ ଅନନ୍ୟା ଙ୍କୁ ଟ୍ରୋଲ କରିଥିଲେ। ତେବେ ପୁଣି ଆଜି ସୋସିଆଲ ମିଡ଼ିଆ ରେ ଅନନ୍ୟା ଲାଇଭ ଆସିଥିଲେ ଏବଂ ଏହାର କଡା ଜବାବ ଦେଇଥିଲେ।
ତେବେ ସେ କହିଥିଲେ କି, “ଅନୁଭବ ଙ୍କୁ ନେଇ ମୋତେ ବହୁତ ଟ୍ରୋଲ କରୁଛନ୍ତି ଏମାନେ। କିନ୍ତୁ ଯେଉଁ ମାନେ ରାତାରାତି ଟୁଙ୍ଗୁରୁ ଭୋଳ କୁ ଷ୍ଟାର କରିଦେଲେ ଆଉ ଓଡ଼ିଆ ସିନେମା ଦେଖିବା ପାଇଁ ସିନେମା ହଲ କୁ ବି ଆସନ୍ତି ନାହିଁ ସେମାନ ଙ୍କ କଥା ରେ ମୋତେ କିଛି ଫରକ ପଡେ ନାହିଁ। ମୁଁ ଅନୁଭବ ଙ୍କୁ ଏହିପରି ଭଲ ପାଇବି ଏବଂ ସବୁବେଳେ ତାଙ୍କୁ ଉତ୍ସାହିତ କରିବି , ଯିଏ ଯାହାବି କହିଲେ ମୋତେ କିଛି ସମସ୍ୟା ନାହିଁ”।ତେବେ ଅନନ୍ୟା ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଏବଂ ଏହାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ଆସୁଥିବା ର ଜଣା ପଡ଼ିଛି। ତେବେ ତାଙ୍କର ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।