Daily news update , Real odisha local news

ଦେଖନ୍ତୁ ଏହି Viral ଭିଡିଓ ! ପ୍ରେମ ନା ପାଗଳାମି ? ସ୍ତ୍ରୀ ର ମୃତ ଦେହ ପାଖରେ ରଖି ୪ ଦିନ ବିତାଇଲେ ସ୍ଵାମୀ, ଉଠ୍ ଧନ ଉଠ୍ ଭିଡିଓ ଦେଖିଲେ ..

0 17,480

ନିଜ ସ୍ତ୍ରୀ ର ମୃତ ଦେହ ସହ ଚାରିଦିନ ବିତାଇ ଛନ୍ତି ଜଣେ ପାଗଳ ସ୍ୱାମୀ , ସ୍ତ୍ରୀ ମରିଯିବା ପରେ ତାର ଶବ ସତ୍କାର ନକରି ତାର ମୃତ ଦେହ ପାଖରେ ବସି ତାକୁ ଉଠେଇବା କୁ ଚେଷ୍ଟା କରିଛନ୍ତି ଯୁବକ ଜଣଙ୍କ। କେତେବେଳେ ତାଙ୍କୁ ସଜେଇ ଦେଉଛନ୍ତି ତ କେତେବେଳେ ପୁଣି ଖୁଆଇ ଦେଉଛନ୍ତି।

ଦେଖିଲେ ଜାଣି ହେଉଛି ଏହା ସେହି ସ୍ୱାମୀ ଙ୍କ ର ଭଲ ପାଇବା ନା ପାଗଲାମୀ ଅଟେ। ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସୋସିଆଲ ମିଡ଼ିଆ କରିଥାଏ। ଏହି ସୋସିଆଲ ମିଡ଼ିଆ ରେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ,ଦେଶ ଠାର ବିଦେଶ ପର୍ଯ୍ୟନ୍ତ ସବୁ ଖବର ଆମେ ଜାଣିପାରୁ।ଏହି ଖବର ମଧ୍ୟରୁ କେତେକ ଶିକ୍ଷଣୀୟ ହୋଇଥିବା ବେଳେ କେତେକ ବହୁତ ମଜାକ ପ୍ରକୃତି ର ହୋଇଥାନ୍ତି କିନ୍ତୁ କେବେ କେବେ ଏହିପରି କିଛି ହୃଦୟ ବିଦାରକ ଦୃଶ୍ୟ ଆସିଥାଏ ଯାହାକୁ ଦେଖିବା ପରେ ଆପଣ ଙ୍କର ମୁଣ୍ଡ ତଳ କୁ ହୋଇଯିବ ଆପଣ ବିଶ୍ୱାସ କରିପାରିବେ ନାହିଁ।

ତେବେ ଏହିପରି ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦେଖିବା କୁ ମିଳିଛି ଯାହା ଦେଖିଲେ ଆପଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ଯୁବକ ତାଙ୍କ ସ୍ତ୍ରୀ ର ମୃତ ଶରୀର ସହ ୪ ଦିନ ବିତାଇ ଛନ୍ତି। ସେ ସ୍ତ୍ରୀ ର ମୃତ ପରେ ତାକୁ ମଶାଣି ନେବା ବଦଳ ରେ ନିଜ ଘରେ ରଖିଛନ୍ତି ଏବଂ ତାକୁ ଉଠେଇବା କୁ ଚେଷ୍ଟା କରୁଛନ୍ତି ଆଉ କେବେ କେବେ ଖାଇବା ପାଇଁ ମଧ୍ୟ ଦେଉଛନ୍ତି। ତେବେ ଏହି ଘଟଣା ବିଷୟ ରେ ପାଖ ଲୋକେ ଜାଣିବା ପରେ ପୋଲିସ ଙ୍କୁ ଏନେଇ ସୂଚନା ଦେଇଥିଲେ।

ତେବେ ସୂଚନାଯୋଗ୍ୟ ଯେ , ଯୁବକ ଜଣଙ୍କ ତାଙ୍କର ପତ୍ନୀ ଙ୍କୁ ବହୁତ ଭଲ ପାଉଥିଲେ ମାତ୍ର କେବେ ବି ତାଙ୍କର ଜତ୍ନ ନେଉ ନଥିଲେ। ତେବେ କିଛି ଦିନ ତଳେ ରୋଗ ରେ ପଡି ତାଙ୍କ ପତ୍ନୀ ଙ୍କ ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ପରେ ପତ୍ନୀ ଙ୍କ ଶବ ସତ୍କାର କରିବା ପରିବର୍ତ୍ତେ ସେ ତାଙ୍କର ଶବ କୁ ଘରେ ରଖି ଥିଲେ। ମୃତ ଦେହ ପାଖରେ ବସି ତାକୁ ଉଠେଇବା କୁ ଚେଷ୍ଟା କରିଛନ୍ତି ଯୁବକ ଜଣଙ୍କ। କେତେବେଳେ ତାଙ୍କୁ ସଜେଇ ଦେଉଛନ୍ତି ତ କେତେବେଳେ ପୁଣି ଖୁଆଇ ଦେଉଛନ୍ତି।ତେବେ କୁହାଯାଇଛି କି ସ୍ତ୍ରୀ ର ମୃତ୍ୟୁ ପରେ ସ୍ବାମୀ ଜଣଙ୍କ ପାଗଳ ହୋଇ ଯାଇଛନ୍ତି ତେଣୁ ସେ ଏହିଭଳି କରୁଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.