Daily news update , Real odisha local news

ଟ୍ରେନ Crossing Pamban Bridge… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି… –

0 6,017

ବନ୍ଧୁମାନେ ଆଜିକାଲି ଆମେ ସମସ୍ତେ ସୋସିଆଲ ମେଡିଆ ସହିତ ଖୁବ ପରିଚିତ, ତେବେ ନୀତିଦିନ ଅନେକ ପ୍ରକାରର ଭିଡ଼ିଓ ଏହି ସୋସିଆଲ ମେଡିଆରେ ଦେଖିବାକୁ ମିଳିଥାଏ ।ତେବେ ବେଳେ ବେଳେ ଏମିତି ଭିଡ଼ିଓ ବି ଦେଖିବାକୁ ମିଳିଥାଏ ଯାହା ଦେଖିଲେ ଆମ ଦେହ ମନ ଡରରେ ସିହଁରି ଯାଏ ।

ଆଉ ବନ୍ଧୁମାନେ ଆଜି ଏମିତି ଏକ ଭିଡ଼ିଓ ସୋସିଆଲ ମେଡିଆରେ ଘୁରି ବୁଲୁଛି, ଭିଡିଓ ଟିକୁ ଯିଏ ଦେଖୁଛି ସେ ପୁରା ଅଟକି ଯାଉଛି ।ତେବେ କଣ ଏମିତି ରହିଛି ସେହି ଭିଡ଼ିଓରେ ଆସନ୍ତୁ ଦେଖିବା ।

ତେବେ ଆମ ଦେଶରେ ଅନେକ ଯାତ୍ରୀ ଟ୍ରେନରେ ନୀତିଦିନ ଯିବା ଆସିବା କରିଥାନ୍ତି ।ତେବେ ଏହି ଟ୍ରେନ ଲାଇନ ଗୁଡିକ ବି କୋଉଠି କେମିତି ଯାଇଛି ତାହାର ସୀମା ନାହିଁ ।ତେବେ ଆପଣ ସାଧାରଣ ଟ୍ରେନ ଲାଇନ ତ ଦେଖିଥିବେ ଆଉ ରେଳୱେ ବ୍ରିଜ ବି ଦେଖିଥିବେ, ହେଲେ ଆଜିର ଏହି ଭିଡ଼ିଓ ରେ ଆପଣ ଏମିତି ଏକ ରେଳୱେ ବ୍ରିଜ କୁ ଦେଖିବାକୁ ପାଇବେ ଯେଉଁ ବ୍ରିଜରେ ଟ୍ରେନ କୁ ସୁରକ୍ଷା ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ।ତେବେ ଏହି ରେଳୱେ ବ୍ରିଜ ର ନାମ ହେଉଛି ପାମବନ ବ୍ରିଜ ।

‘ପାମବନ ବ୍ରିଜ’ ତେବେ ଆପଣ ଯେତେବେଳେ ଭୁବନେଶ୍ୱର ରୁ ରାମେଶ୍ୱରମ କୁ ଟ୍ରେନ ଦ୍ଵାରା ଯାତ୍ରା କରନ୍ତି ତେବେ ସେହି ରାସ୍ତାରେ ଏହି ରେଲୱେ ବ୍ରିଜ କୁ ଆପଣ ଦେଖିବାକୁ ପାଇବେ ।ତେବେ ଏହି ରେଲୱେ ବ୍ରିଜ ଟି 1929 ମସିହାରେ ପାମବନ ନଦୀ ଉପରେ ନିର୍ମାଣ କରାଯାଇଥିଲା ।ଆଉ ଏହି ବ୍ରିଜ ଟି ପ୍ରାୟ 1.2କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଅଟେ ।ତେବେ ସେହି ସମୟରେ ଏହି ବ୍ରିଜ କୁ ଏମିତି ଆଧୁନିକ ଟେକ୍ନୋଲୋଜି ବୁ ବିନିଯୋଗ ବ୍ୟବହାର କରାଯାଇଥିଲା ଯାହା ଆଜି ବ୍ରିଜ କୁ ମଜବୁତ କରି ରଖିଚି ।ତେବେ ଆଜି ଯାଏ ବି ଏହାର ଗଠନ ବିଷୟରେ ଆଜିର ବୈଜ୍ଞାନିକ ଜାଣି ପାରି ନାହାନ୍ତି ।

ତେବେ ବନ୍ଧୁମାନେ ଏହି ବ୍ରିଜର ଆଉ ଏକ ବିଶେଷତ୍ୱ ରହିଛି ଯାହା ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥାଏ ତାହା ହେଉଛି କି ଯେତେବେଳେ କୌଣସି ଜାହାଜ ସେହି ପଥ ଦେଇ ଯାଏ ସେତେବେଳେ ବ୍ରିଜ ଆପେ ଆପେ ଉପରକୁ ଉଠିଯାଏ ।ତେବେ ସବୁ ପରେ ବି ଆପଣ ଯେତେବେଳେ ଏହି ରେଲୱେ ବ୍ରିଜ ଦେଇ ଯାଇଥାନ୍ତି ସେତେବେଳେ ବାହାରକୁ ଦେଖିଲେ ଖୁବ ଡର ଲାଗିଥାଏ ।ଆଉ ଯଦି କିଛି ଦୁର୍ଘଟଣା ସେଠାରେ ଘଟିଲା ତେବେ ଗୋଟିଏ ବି ଜୀବନ ବଂଚିବା ମୁସ୍କିଲ ହେଇଯିବ ।ତେବେ ଏହି ବ୍ରିଜ ବିଷୟରେ ହୁଏତ ବହୁତ କମ ଲୋକ ଜାଣିଛନ୍ତି ତେବେ ବର୍ତ୍ତମାନ ଏହି ବ୍ରିଜ କୁ ନେଇ ସୋସିଆଲ ମେଡିଆରେ ଖୁବ ଆଲୋଚନା ହେବାର ଦେଖିବାକୁ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.