Daily news update , Real odisha local news

ମଙ୍ଗଳବାର ଦିନ ଥରୁଟିଏ ନିଶ୍ଚୟ କରନ୍ତୁ ଏହି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର…

0 1,242

ଆମ ଜୀବନ ସବୁବେଳେ ଦୁଃଖ ସୁଖ ଭିତରେ ବିତିଥାଏ, କିନ୍ତୁ ବହୁତ ସମୟରେ ଦୁଃଖ ଅଧିକା ହେଇଗଲେ ଆମେ କଣ କଣ ନାହିଁ କିଛି ବୁଝି ପାରୁନା ।ତେବେ ଆପଣ ଚାହିଁଲେ ଆପଣ ଆପଣଙ୍କ ଜୀବନକୁ ଆହୁରି ଭଲ କରିପାରିବେ ଏଥିପାଇଁ ଆମକୁ ଭଗବାନ ଙ୍କର ଶରଣ ନେବାକୁ ପଡିଥାଏ ।ତେବେ ଆପଣ ତ ଜାଣିଛନ୍ତି ମଙ୍ଗଳବାର ଭଗବାନ ହନୁମାନ ଙ୍କର ଖୁବ ପ୍ରିୟ ଅଟେ । ଯଦି କେହି ବ୍ୟକ୍ତି ମଙ୍ଗଳବାର ଦିନ କିଛି ନିୟମ ମାନି ହନୁମାନ ଙ୍କୁ ପ୍ରସନ୍ନ କରିପାରେ ତାହେଲେ ସେହି ବ୍ୟକ୍ତିର ଜୀବନ ଖୁବ ସୁଖରେ ବିତିଥାଏ ।ତେବେ ଏମିତିରେ ମଙ୍ଗଳବାର ଦିନ ହନୁମାନ ଙ୍କୁ ସିନ୍ଦୁର ଅର୍ପଣ କଲେ ଖୁବ ଶୁଭ ହେଇଥାଏ କିନ୍ତୁ ଆଉ କଣ ନିୟମ ରହିଛି ଯାହା ମଙ୍ଗଳବାର ଦିନ ମାନିବା ଉଚିତ ସେ ବିଷୟରେ ଆସନ୍ତୁ ଜାଣିବା ।

-ଯଦି କେହି ବ୍ୟକ୍ତି ଭଗବାନ ହନୁମାନ ଠାରୁ ନିଜର ମନସ୍କାମନା ପୁରୁଣ କରିବାକୁ ଚାହୁଁଛନ୍ତି ତାହେଲେ ମଙ୍ଗଳବାର ଦିନ ତୁଳସୀ ପତ୍ର ରେ ଜୟ ଶ୍ରୀ ରାମ ଲେଖି ହନୁମାନ ଙ୍କୁ ଅର୍ପଣ କରନ୍ତୁ ।

-ମଙ୍ଗଳବାର ଦିନ ମାଛ କି ମାଂସ ଖାଆନ୍ତୁ ନାହିଁ, ଏମିତି ଭୋଜନ କରିବା ଦ୍ୱାରା ଭଗବାନ ହନୁମାନ ଖୁବ କ୍ରୋଧ ହେଇଥାନ୍ତି ।ଆଉ ହନୁମାନ ଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ ଓ ଜୀବନରେ ଅସୁବିଧା ବଡିବାରେ ଲାଗିଥାଏ ।

-ମଙ୍ଗଳବାର ଦିନ ସ୍ୱାମୀ ସ୍ତ୍ରୀ ଭୁଲରେ ବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ,ଏମିତି କଲେ ଭବିଷ୍ୟତ ରେ ହେବାକୁ ଥିବା ପିଲା ଅକ୍ଷମ ହେଇଥାଏ ।

-ମଙ୍ଗଳବାର ଦିନ କେବେ ଲୁଣ ଧାର କରି ଖାଆନ୍ତୁ ନାହିଁ ଏମିତି କଲେ ଆପଣଙ୍କ କରଜ ବଡିବାରେ ଲାଗିବ ।

-ମଙ୍ଗଳବାର ଦିନ ପାନ ପତ୍ରରେ ଜୟ ଶ୍ରୀ ରାମ ଲେଖି ସେହି ପାନ ପତ୍ର କୁ ହନୁମାନଙ୍କୁ ଅର୍ପଣ କଲେ ଭଗବାନ ହନୁମାନ ଆପଣଙ୍କ ର ସବୁ ଦୁଃଖ ଦୂର ହେବା ସହିତ ଅନେକ ଦିଗରୁ ସଫଳତା ମିଳିଥାଏ ।

-ମଙ୍ଗଳବାର ଦିନ କାହା ସହିତ ଝଗଡା କରନ୍ତୁ ନାହିଁ ,ଏମିତି କଲେ ଆପଣଙ୍କ ଦୁଃଖ କଷ୍ଟ ବଡିଯାଏ ।ଏହିଦିନ କାହା ଠାରୁ କିଛି ଧାର କରନ୍ତୁ ନାହିଁ କାରଣ ଏହି କରଜ ସୁଝିବା ମୁସ୍କିଲ ହେବ ।

-ମଙ୍ଗଳବାର ଦିନ ନିମ୍ବ ଗଛ ମୂଳେ ଜ୍ୟାସ୍ମିନ ତେଲରେ ଦୀପ ଜାଲନ୍ତୁ ଓ ସେତେକି ବେଳେ ନିଜ ମନର ସବୁ ଦୁଃଖ ଜଣାଇ ଦିଅନ୍ତୁ ।ଏମିତି କଲେ ଆପଣଙ୍କ ଜୀବନରେ ସମସ୍ତ ଆର୍ଥିକ ସମସ୍ୟା ଦୂର ହେଇଥାଏ ।

ତେବେ ଆପଣ ଏହି ସବୁ ନିୟମ ମଙ୍ଗଳବାର ଦିନ ମାନି ଦେଖନ୍ତୁ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଲାଗିବ ।ଧୀରେ ଧୀରେ ଆପଣଙ୍କ ଜୀବନର ସବୁ ଅସୁବିଧା ଦୂର ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.