Daily news update , Real odisha local news

ଛୁଆ କୁ ତଣ୍ଟି ଚିପି ମାରିଦେଲା ମା’ ଭାଇରାଲ ହେଉଥିବା ଭିଡିଓ ଦେଖିଲେ ପାଦତଳୁ ମାଟି ଖସିଯିବ

0 104

ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଦେଖିବା କୁ ମିଳିଛି।

ତେବେ ଲୋକମାନେ ବି ଏହିପରି ହୋଇଗଲେଣି କି ଟିକେ ଟିକେ କଥାରେ ହତ୍ୟା , ହିଂସାକାଣ୍ଡ ଦେଖିବାକୁ ମିଳୁଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ। ତେବେ ଆମେ ମଧ୍ୟ ଆପଣ ଙ୍କୁ ଏହିପରି ଏକ ଘଟଣା ଟି ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିବା ପରେ ଆପଣ ଙ୍କ ର ମୁଣ୍ଡ ବୁଲେଇ ଦେବ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ସାବତ ମା ନିଜ ହାତ ରେ ନିଜ ସାବତ ପୁଅ କୁ ହତ୍ୟା କରି ଦେଇଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ତେବେ ଏହାକୁ ନେଇ ବର୍ତ୍ତମାନ ସେହି କୁନି ପିଲାର ଜେଜେ ଓ ଜେଜେ ମା ଯାହା କହିଛନ୍ତି ତାହା ଶୁଣିଲେ ଆପଣ ଙ୍କୁ ବହୁତ କଷ୍ଟ ଲାଗିବ ନିଶ୍ଚିତ। ତେବେ ଘଟଣା ଟି କେଉଁଠି କାର ଆମେ ସଠିକ ଭାବରେ କହି ପାରିବୁ ନାହିଁ।

ମାତ୍ର ଭିଡ଼ିଓ ରେ ଯାହା ଦେଖା ଯାଇଛି କି , ଜେଜେ ଜଣଙ୍କ ନିଜର ନାତି ର ମୃତ୍ୟୁ ରେ ବହୁତ ଭାଙ୍ଗି ପଡିଛନ୍ତି ଏବଂ ସେ କାନ୍ଦି କାନ୍ଦି କହିଛନ୍ତି ଯେ , ଯେତେବେଳେ ତାଙ୍କର ପ୍ରଥମ ବୋହୁ ପିଲା ଟିକୁ ଜନ୍ମ ଦେଲା ସେତେବେଳେ ତାର ମୃତ୍ୟୁ ହୋଇଗଲା ।ଆଉ ତା ପରେ ଏହି ଝିଅ ଟିକୁ ସେମାନେ ବିବାହ କରିଥିଲେ ଯାହା ପାଖରେ ଛୋଟ ନାତି ତାଙ୍କର ରହୁଥିଲା। ଆଉ ସେମାନେ ପରିବାର ଠାରୁ ବହୁତ ଦୂର ରେ ଭଡା ଘରେ ରହୁଥିଲେ ଆଉ ଏହିପରି ଖବର ଏବେ ଶୁଣିବା କୁ ମିଳିଛି ଯାହାକୁ ନେଇ ସେମାନେ ବହୁତ ଦୁଃଖିତ ଅଟନ୍ତି।

ତେବେ ସେହିପରି ପିଲା ଟିର ଜେଜେ ମା କହିଛନ୍ତି କି , ତାଙ୍କ ପୁଅ ବହୁତ ଭଲ ଓ ସରଳ ଅଟେ। କିନ୍ତୁ ଏହି ଝିଅ ଟି ବହୁତ ଚଣ୍ଡୀ ଏବଂ ବଦମାସ ଅଟେ। ସେହି ଝିଅ ନିଜେ ଜାଣି ଶୁଣି ତାଙ୍କ ନାତି ର ତଣ୍ଟି ଚିପି କି ହତ୍ୟା କରିଛି ବୋଲି। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଏକ ଶକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ପୁରା ଅଞ୍ଚଳ ରେ।ତେବେ ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ଲାଗିବ କି ଜଣେ ମା ବା ନାରୀ ଏହିପରି କେମିତି ହୋଇ ପାରନ୍ତି ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.