Daily news update , Real odisha local news

8 ବର୍ଷର କୁନି ପିଲା ପେଟରେ କେମିତି ପଶିଥିଲା 2ଟି ବଡବଡ ସାପ ? କାନ୍ଦି କାନ୍ଦି କହିଲା କଣ ଘଟିଥିଲା ସେଦିନର ସବୁ ସତ…

0 6

ବନ୍ଧୁଗଣ ଆମେ ଡାକ୍ତର ଙ୍କୁ ଦ୍ୱିତୀୟ ଭଗବାନ ବୋଲି ମାନି ଥାଉ ଏବଂ ତାଙ୍କୁ ବହୁତ ସଂମାନ ମଧ୍ୟ ଆମ ସମାଜ ରେ ମିଳିଥାଏ। ଲୋକେ ଏହିପରି ମଧ୍ୟ ବିଶ୍ୱାସ କରନ୍ତି କି ଭଗବାନ ଙ୍କ ର ଅନ୍ୟ ରୂପ ଡାକ୍ତର ହୋଇଥାନ୍ତି କାରଣ ସେମାନେ ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥାନ୍ତି। ମାତ୍ର ଏହି ଡାକ୍ତର ମାନେ ବେଳେ ବେଳେ କେବଳ ଟଙ୍କା କମେଇବା ଲାଳ ରେ ଏହିପରି କିଛି କରିଦେଇ ଥାନ୍ତି ଯାହାକୁ ଜାଣିବା ପରେ ଆମ କୁ ଏମାନ ଙ୍କ ଉପରେ ଘୃଣା ଭାବ ଆସିଥାଏ। କାରଣ କେବଳ ଟଙ୍କା ପାଇବା ଆଶା ରେ ଏମାନେ ସବୁ କିଛି ଭୁଲିଯାଇ ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖକୁ ପଠେଇ ଦେଇଥାନ୍ତି।

ତେବେ ବର୍ତ୍ତମାନ ବିହାର ରୁ ଏହିପରି ଏକ ଘଟଣା ସାମ୍ନା କୁ ଆସିଅଛି ଯାହା ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ଏହି ଡାକ୍ତର ଙ୍କ ର ନିନ୍ଦା କରିବେ। ତେବେ ସୂଚନା ଅନୁସାରେ ବିହାର ର ଜଣେ ୮ ବର୍ଷ ର କୁନି ଝିଅ ପେଟ ରେ ଦୁଇ ଟି ସାପ ରହିଛି ବୋଲି କହିଛନ୍ତି ଜଣେ ଡାକ୍ତର। ଆଉ ଔଷଧ ପରେ ଔଷଧ ଦେଇ ଚାଲିଛନ୍ତି। ତେବେ ଅନାବଶ୍ୟକ ଔଷଧ ଖାଇବା ଫଳ ରେ କୁନି ଝିଅ ର ମୁଣ୍ଡ ର ବାଳ ସବୁ ଝଡ଼ିବା ସହ ତାର ପେଟ ଫୁଲିବା ଏବଂ ଗୋଡ଼ ହାତ ବି ଫୁଲିବାକୁ ଲାଗିଛି।

ତେବେ ଯେତେବେଳେ ପରିବାର ଲୋକେ ଅପରେସନ କରିବା କଥା କହୁଛନ୍ତି ସେତେବେଳେ ସେ କହିଛନ୍ତି କି, ଆମେ ଜୀବନ ର ରିସ୍କ ନେବା ନାହିଁ ଯଦି ଅପରେସନ କରିବା। ତୁମେ ଔଷଧ ସେବନ କର ପେଟ ଭିତରେ ଥିବା ଦୁଇ ଟି ସାପ ମରିଯିବି ବୋଲି ଆଉ ଟଙ୍କା ଲୁଟି ଚାଲିଛନ୍ତି। ତେବେ ଗରିବ ଲୋକେ ସେମାନେ ତେଣୁ ଡାକ୍ତର ଙ୍କ କଥା କୁ ମାନି ହଜାର ହଜାର ଟଙ୍କା ଖର୍ଚ୍ଚ ବି କରି ଚାଲିଛନ୍ତି ଆଉ ଏବେ ଟଙ୍କାଟିଏ ବି ନାହିଁ ଚିକିତ୍ସା ପାଇଁ।

ତେବେ କିନ୍ତୁ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି , ଏହି ଡାକ୍ତର ଟଙ୍କା ଲୁଟିବା ପାଇଁ ଏହିପରି ମିଛ କଥା କହିଛନ୍ତି। କାରଣ କୌଣସି ବି ଯିବ ସେ ସାପ ହେଉ କିମ୍ବା ଅନ୍ୟ ଯିବ ଯଦି ଜଣେ ବ୍ୟକ୍ତି ଙ୍କ ଶରୀର ଭିତରେ ପ୍ରବେଶ କରେ ତେବେ ସେହି ବ୍ୟକ୍ତି ଙ୍କ ର ଦୁଇ ଦିନ ଭିତରେ ମରିବା ସୁନିଶ୍ଚିତ।ତେବେ ଯେଉଁ ୮ ବର୍ଷ ର ଝିଅ ର ପେଟ ଭିତରେ ସାପ ଥିବା ଡାକ୍ତର କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ଅଟେ , ଏହି ଡାକ୍ତର ଙ୍କୁ କୋଠର ରୁ କୋଠର ଦଣ୍ଡ ମିଳିବା ଆବଶ୍ୟକ ଅଟେ। ତେବେ ବର୍ତ୍ତମାନ ପିଲା ଟିର ଚିକିତ୍ସା ପାଇଁ ସମସ୍ତେ ସାହାଯ୍ୟ କରନ୍ତୁ , ଯାହା ଫଳରେ ଛୋଟ ଝିଅ ଟି ବଂଚିଯିବ। ତେବେ ଘଟଣା ଟି ଖୁବ ଚର୍ଚ୍ଚା ରେ ରହିଛି ବର୍ତ୍ତମାନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.