ଗୋପାଳଙ୍କ ସହ ଜେଲରେ ଥିବା କଏଦୀଙ୍କ ପ୍ରତିକ୍ରିୟା …’ସେ କିଛି ଅନୁତାପ କରୁନାହାନ୍ତି, ବହୁତ ଖୁସିରେ ଅଛନ୍ତି ଶେଷରେ ଦେଖନ୍ତୁ ଭିଡିଓ
ଗୋପାଳ ମନ ରେ କିଛି ଅନୁତାପ ନାହିଁ। ସେ ବେଶ ହସୁଛନ୍ତି , ଖାଉଛନ୍ତି ବୁଲୁଛନ୍ତି ଆମ ମାନଙ୍କ ସହ ମଜାମସ୍ତି ମଧ୍ୟ କରୁଛନ୍ତି। କେତେବେଳେ ଖବର କାଗଜ ପଢ଼ି ହସୁଛନ୍ତି ତ କେତେବେଳେ ପୁଣି ଆମ ସମସ୍ତ ଙ୍କୁ ଗୀତ ଗାଇ ଶୁଣାଉଛନ୍ତି ଏବଂ ଆମକୁ ଗୀତ ବୁଝାଉଛନ୍ତି ମଧ୍ୟ।
ତେବେ ତାଙ୍କ ମନରେ ଜଣେ ମଣିଷ କୁ ମାରିଥିବା ର କୌଣସି ଅନୁତାପ ତାଙ୍କ ପାଖରେ ଦେଖିବାକୁ ମିଳୁନାହିଁ।ବନ୍ଧୁଗଣ ଏହା କହିଛନ୍ତି ଗୋପାଳ ଦାସ ଙ୍କ ର ସାଥି କଏଦୀ, ଯିଏକି ଗୋପାଳ ଙ୍କ ସହ ଜେଲ ରେ ରହୁଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ଟଳି ପଡିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ମାତ୍ର ଏହାପରେ ମଧ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଥିଲା।
ତେବେ ଏହାପରେ କ୍ରାଇମବ୍ରାଞ୍ଚ ଏହି ଘଟଣା ର ତଦନ୍ତ ଭାର କୁ ହାତରେ ନେଇ ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହା ମଧ୍ୟରେ ଗୋପାଳ ଓ ତାର ପରିବାର କହିଥିଲେ କି , ଗୋପାଳ ଙ୍କୁ ଚୌଦାର ଜେଲ କୁ ନିଆଯାଉ ବୋଲି, କାରଣ ଝାଡ଼ସୁଗୁଡା ଜେଲ ରେ ତାଙ୍କର ଜୀବନ ପ୍ରତି ବିପଦ ରହିଛି ବୋଲି। ତେବେ ଏହା ପରେ ASI ଗୋପାଳ ଦାସ ଙ୍କୁ ଚୌଦ୍ୱାର ଜେଲ କୁ ପଠା ଯାଇଥିଲା। ତେବେ ଗୋପାଳ ଙ୍କ ସହ ରହୁଥିବା ଜଣେ କଏଦୀ ବର୍ତ୍ତମାନ ଗୋପାଳ ଙ୍କୁ ନେଇ ନିଜର ମତ ଦେଇଛନ୍ତି ଯାହାକୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି।
ତେବେ ସାଥି କଏଦୀ ଜଣଙ୍କ କହିଛନ୍ତି କି, ଗୋପାଳ ମନ ରେ କିଛି ଅନୁତାପ ନାହିଁ। ସେ ବେଶ ହସୁଛନ୍ତି , ଖାଉଛନ୍ତି ବୁଲୁଛନ୍ତି ଆମ ମାନଙ୍କ ସହ ମଜାମସ୍ତି ମଧ୍ୟ କରୁଛନ୍ତି। କେତେବେଳେ ଖବର କାଗଜ ପଢ଼ି ହସୁଛନ୍ତି ତ କେତେବେଳେ ପୁଣି ଆମ ସମସ୍ତ ଙ୍କୁ ଗୀତ ଗାଇ ଶୁଣାଉଛନ୍ତି ଏବଂ ଆମକୁ ଗୀତ ବୁଝାଉଛନ୍ତି ମଧ୍ୟ। ତେବେ ତାଙ୍କ ମନରେ ଜଣେ ମଣିଷ କୁ ମାରିଥିବା ର କୌଣସି ଅନୁତାପ ତାଙ୍କ ପାଖରେ ଦେଖିବାକୁ ମିଳୁନାହିଁ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।