ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି।
ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବର୍ତ୍ତମାନ ସାଉଥ ସିନେମା ର ଅଭିନେତ୍ରୀ ମହାଲକ୍ଷ୍ମୀ ଙ୍କ ର ବିବାହ କୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି ଆଉ ଏ ନେଇ ତାଙ୍କୁ ଅନେକ ଲୋକେ ଟ୍ରଲ ମଧ୍ୟ କରୁଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି , କିଛି ଦିନ ପୂର୍ବରୁ ସାଉଥ ସିନେମା ଇନ୍ଦ୍ରଷ୍ଟ୍ରି ର ଅଭିନେତ୍ରୀ ମହାଲକ୍ଷ୍ମୀ , ସାଉଥ ସିନେମା ର ପ୍ରଦ୍ୟୁସର ରବୀନ୍ଦ୍ର ଚନ୍ଦ୍ରଶେଖର ଙ୍କୁ ବିବାହ କରିଛନ୍ତି।
ତେବେ ରବୀନ୍ଦ୍ର ଓ ମହାଲକ୍ଷ୍ମୀ ଙ୍କ ର ବିବାହ ଏକ ପ୍ରେମ ବିବାହ ଅଟେ , ତେବେ ଉଭୟ ବହୁତ ସରଳ ଓ ସାଧାରଣ ଭାବରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି , ଅଭିନେତ୍ରୀ ମହାଲକ୍ଷ୍ମୀ ସାଉଥ ସିନେମା ଇନ୍ଦ୍ରଷ୍ଟ୍ରି ର ଜଣେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଏବଂ ସେ ତାଙ୍କର ଅଭିନୟ ବଳ ରେ ସମସ୍ତ ଙ୍କୁ ନିଜର ମଧ୍ୟ କରି ପରିଥାନ୍ତି।
ତେବେ କିଛି ଦିନ ତେଲେ ସେ ପ୍ରଦ୍ୟସର ରବୀନ୍ଦ୍ର ଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପୂର୍ବରୁ ଉଭୟ ପରସ୍ପର ସହ ପ୍ରାୟ ୨ ବର୍ଷ ହେବ ଡେଟିଂ ରେ ଥିଲେ ଏବଂ ବର୍ତ୍ତମାନ ପରିବାର ଲୋକ ଙ୍କ ମତ ରେ ଅତି ସାଧାରଣ ଭାବରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ଏବଂ ଏହାକୁ ନେଇ ସେ ଖୁବ ଚର୍ଚ୍ଚା ରେ ଅଛନ୍ତି।
ତେବେ କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ କି , ଅଭିନେତ୍ରୀ ମହାଲକ୍ଷ୍ମୀ ଙ୍କ ର ଏହା ଦ୍ୱିତୀୟ ବିବାହ ଅଟେ। ପୂର୍ବରୁ ସେ ଅନୀଲ ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରିଥିଲେ ଆଉ ତାଙ୍କର ଗୋଟିଏ ପୁଅ ଅଛି ମଧ୍ୟ। ମାତ୍ର ପରେ ବିବାହ ବନ୍ଧନ ରୁ ବିଛିନ୍ନ ହୋଇ ଯାଇଥିଲେ।
ତେବେ ଏହା ପରେ ରବୀନ୍ଦ୍ର ଙ୍କ ସହ ତାଙ୍କର ପ୍ରେମ ଗଢି ଉଠିଥିଲା। ଆଉ ବର୍ତ୍ତମାନ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ତେବେ ତାଙ୍କର ବିବାହ ର କିଛି ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଏବଂ ଏହା ସହ ବିବାହ ପର କିଛି ମଜାମସ୍ତି ଫୋଟ କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।