IAS ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନ – ଝିଅମାନେ ସବୁ ଲୁଗା କେବେ କାଢିଥାନ୍ତି ? 90% ଲୋକ ଫେଲ ହୋଇଛନ୍ତି ସାହାସ ଅଛି ତ ଉତ୍ତର ଦିଅ
1-ମୁ ଗୋଟିଏ ଝିଅକୁ ପଚାରିଲି ତୋର ନାମ କଣ , ସେ ଝିଅଟି କହିଲା ତାର ନାମ 1717 ତେବେ ସେ ଝିଅଟିର ନାମ କଣ ଅଟେ?
ଉତ୍ତର–ତାହାର ନାମ ଇଂରାଜୀ ଅକ୍ଷରରେ LILI ଅଟେ ।
2-ପୁଅ ମାନଙ୍କର ନାମ ଝିଅ ମାନଙ୍କର କାମ , କିଏ କହିପାରିବ ସେ କେଉଁ ପର୍ବର ନାମ?
ଉତ୍ତର– କୁମାର ପୂର୍ଣ୍ଣିମା
3–ଗୋଟିଏ ରୁମାଲ୍ ର ଚାରୋଟି କୋଣ ରହିଛି ଯଦି ସେହି ରୁମାଲର ଦୁଇଟି କୋଣକୁ କାଟି ଦିଆଯାଏ ତେବେ ସେଥିରେ ଆଉ କେତୋଟି କୋଣ ରହିବ?
ଉତ୍ତର–6 ଟି କୋଣ ରହିବ ।
4–ଯିଏ ବେଶୀ ମଦ ପିଏ ତାହାକୁ ମଦୁଆ କୁହନ୍ତି , ହେଲେ ଯିଏ ବେଶି ଭଲପାଏ ତାହାକୁ କଣ କୁହନ୍ତି ?
ଉତ୍ତର–ଲଭ ମାଷ୍ଟର
5–ଏମିତି କଣ ଯାହାକୁ ମାରିଲେ କିଛି ଅପରାଧ ହୋଇନଥାଏ?
ଉତ୍ତର–ମିସ କଲେ
6–ଏମିତି କେଉଁ ବ୍ୟାଗ ରହିଛି ଯାହାକୁ କେବଳ ଓଦା କରିଲେ ହଁ କାମରେ ଆସେ ?
ଉତ୍ତର–ଚାହା ବ୍ୟାଗ
7–ଏମିତି କେଉଁ ଜିନିଷ ଅଛି ଯାହାର ନାମ ଧରିଲେ ସେ ଭାଙ୍ଗି ଯାଏ?
ଉତ୍ତର–ଚୁପ ରହିବା/ମଉନ ରହିବା
8–ଗୋଟିଏ ଗୁମ୍ଫାରେ ବତିଶି ଚୋର ଦିନରେ କରନ୍ତି କାମ , ରାତି ହେଲେ ସିଧା ଆରାମ କରନ୍ତି କୁହ ତେବେ ତାଙ୍କ ନାମ?
ଉତ୍ତର–ଦାନ୍ତ
9–ବାପାଙ୍କର ଭଉଣୀ ସିଏ ଜେଜେଙ୍କ ଝିଅ ବୋଉର ସିଏ ନଣନ୍ଦ ହେବ କିଏ ସେ କୁହ?
ଉତ୍ତର–ପିଉସୀ ନାନୀ
10 –କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?
ଉତ୍ତର – ବଗ