Exclusive : କାଶି କାଶି କହିଲେ ପିଣ୍ଟୁ ନନ୍ଦ ,ମୁଁ ମରିଯିବି ପଛେ ମୋ ନାଁ ରେ ଭିକ ମାଗି ବଦନାମ କରନି ! ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
” ମୁଁ ମରିଗଲେ ପଛେ ମରିଯିବି ,କିନ୍ତୁ ମୋ ନାଁ ରେ ଭିକ ମାଗିବା ବନ୍ଦ କର ।ଏହିପରି ଜୀବନ ବଂଚିବା ଅପେକ୍ଷା , ମରିଯିବା ବହୁତ ଭଲ। ମୁଁ ଦେହ ର ରୋଗ ଓ କଷ୍ଟ କୁ ସହିବି ନା ଆପଣ ମାନଙ୍କ ର ଏହି ମାନ ଅପମାନ କୁ।
ମୋ ପାଇଁ କେହି ଭିକ ମାଗ ନାହିଁ, ମୋ ସହ ମୋ ପରିବାର ଓ ମୋ ସଙ୍ଘ ରହିଛି,ଏମିତି ଭିକ୍ଷା ରେ ମିଳିବା ଜୀବନ ମୋର ଦରକାର ନାହିଁ”।ବନ୍ଧୁଗଣ ଏହା କହିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ, ତେବେ ସେ ହସ୍ପିଟାଲ ଚିକିତ୍ସା ହେଉଥିବା ବେଳେ କାଶୀ କାଶୀ ଏହିପରି କହିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ ।
ତେବେ ଆପଣ ମାନେ ଜାଣିଥିବେ କି , ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଗୁରୁତ୍ୱ ର ଅବସ୍ଥାରେ ଭୁବନେଶ୍ୱର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା। ତେବେ ଯାହା ଜଣା ପଡ଼ିଛି କି ଅଭିନେତା ପିଣ୍ଟୁ ନନ୍ଦ ଲିଭର ରୋଗ ରେ ପୀଡିତ ଅଟନ୍ତି ତେବେ ତାଙ୍କର ଲିଭର ଠିକ ଭାବରେ କାମ କରୁ ନାହିଁ ଏବଂ ତାଙ୍କର ଚିକିତ୍ସା ଭୁବନେଶ୍ୱର ରେ ହେବା ସମ୍ଭବ ନୁହେଁ। ତେଣୁ ଭୁବନେଶ୍ୱର ର ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ କୁ ପଠାଇବା କୁ ପରାମର୍ଶ ଦେଇଛନ୍ତି। ତେବେ ତାଙ୍କର ଚିକିତ୍ସା ରେ ଅଧା କୋଟି ଟଙ୍କା ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି। ମାତ୍ର ପରେ ସମସ୍ତ ଙ୍କର ସାହାଯ୍ୟ ଫଳ ରେ ସେ ବର୍ତ୍ତମାନ ଦିଲ୍ଲୀ ରେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ପହଁଚି ଯାଇଛନ୍ତି।
ତେବେ କିନ୍ତୁ ପୂର୍ବରୁ ସେ ତାଙ୍କର ଚିକିତ୍ସା ପାଇଁ ଲୋକଙ୍କ କିଛି ସାହାଯ୍ୟ ମାଗିଥିଲେ ।ତେବେ ପିଣ୍ଟୁ ନନ୍ଦ ଜଣେ ଲୋକପ୍ରିୟ ଓ ବରିଷ୍ଠ ଅଭିନେତା ଅଟନ୍ତି ତେଣୁ ତାଙ୍କୁ ବଞ୍ଚେଇବା ପାଇଁ ଲୋକେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ତେବେ ଖାଲି ଏତିକି ନୁହେଁ ବରଂ ରାଜ୍ୟ ର ଭିନ୍ନ ଭିନ୍ନ ସ୍ଥାନ ରେ ଜଣେ ଜଣେ ବ୍ୟକ୍ତି ଟଙ୍କା ମାଗି ତାହାକୁ ଏକାଠି କରୁଥିବା ର ମଧ୍ୟ ଦେଖା ଯାଇଛି ପିଣ୍ଟୁ ନନ୍ଦ ଙ୍କ ପାଇଁ। ତେବେ ବର୍ତ୍ତମାନ ଟଙ୍କା ର ଯୋଗାଡ଼ ହେବା ପରେ ପିଣ୍ଟୁ ନନ୍ଦ ଦିଲ୍ଲୀ ରେ ଯାଇ ପହଂଚିଛନ୍ତି।
ମାତ୍ର ବର୍ତ୍ତମାନ ସେ ଆଉ ଚାଁହୁ ନାହାନ୍ତି କି , ତାଙ୍କ ପାଇଁ ଜନ ସାଧାରଣ ଙ୍କୁ ଟଙ୍କା ମାଗି ହଇରାଣ କରନ୍ତୁ ବୋଲି। ତେଣୁ ସେ କହିଛନ୍ତି କି ମୁଁ ମରିଗଲେ ପଛେ ମରିଯିବି ,କିନ୍ତୁ ମୋ ନାଁ ରେ ଭିକ ମାଗିବା ବନ୍ଦ କର ।ଏହିପରି ଜୀବନ ବଂଚିବା ଅପେକ୍ଷା , ମରିଯିବା ବହୁତ ଭଲ। ମୁଁ ଦେହ ର ରୋଗ ଓ କଷ୍ଟ କୁ ସହିବି ନା ଆପଣ ମାନଙ୍କ ର ଏହି ମାନ ଅପମାନ କୁ। ମୋ ପାଇଁ କେହି ଭିକ ମାଗ ନାହିଁ, ମୋ ସହ ମୋ ପରିବାର ଓ ମୋ ସଙ୍ଘ ରହିଛି,ଏମିତି ଭିକ୍ଷା ରେ ମିଳିବା ଜୀବନ ମୋର ଦରକାର ନାହିଁ।ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।