ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ସବୁ ଭିଡ଼ିଓ ଦେଖୁଥିବେ ନିଶ୍ଚିତ ତେବେ କିନ୍ତୁ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ରହିଛି ତାହା ବହୁତ ଭିନ୍ନ ରହିଛି କାରଣ ଏହି ଭିଡ଼ିଓ ରେ ଆପଣ ମାନେ ମାଇଁ ଓ ଭଣଜା ଙ୍କ ମଧ୍ୟରେ ଥିବା ଭଲ ପାଇବା ଦେଖି ଆବାକ ରହିଯିବେ।
ତେବେ ତାଙ୍କର ଏହି ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି, ରୂପା ଭାଉଜ ଙ୍କ ଘର କୁ ତାଙ୍କର ଧନ ତଥା ପିଣ୍ଟୁ ଭାଇଙ୍କ ଭଣଜା ଆସିଛନ୍ତି ଆଉ ପୁରା ପରିବାର ରେ ଖୁହ ମଜାମସ୍ତି ଚାଲିଛି। ତେବେ ଏହି ମଧ୍ୟରେ ରୁନା କୁଆଡେ ମେଳା ରୁ ଫେରିଛନ୍ତି ଏବଂ ସମସ୍ତ ଙ୍କ ପାଇଁ ଚୁଡ଼ି ନେଇକି ଆସିଛନ୍ତି ଆଉ ସେ ଖୁସି ମା ଙ୍କ ପାଇଁ ସ୍ପେସିଆଲ ଚୁଡ଼ି ନେଇ ଆସିଛନ୍ତି। ତେବେ ରୁନା ଙ୍କ ର ଏହି ଗିଫ୍ଟ ସମସ୍ତ ଙ୍କୁ ବେଶ ସୁନ୍ଦର ଲାଗିଛି ଆଉ କିଛି ସମୟ ସେମାନେ ମଜା ମସ୍ତି ମଧ୍ୟ କହିଛନ୍ତି।
ତେବେ ଏହା ପରେ ଦେଖା ଯାଇଛି କି ରୂପା ଙ୍କ ଦେହ ହଠାତ ଅସୁସ୍ଥ ହୋଇଯାଇଛି ଏବଂ ସେ ସୋଇଛନ୍ତି।ତେବେ ମାଇଁ ଙ୍କୁ ଏହିପରି ଅବସ୍ଥାରେ ଦେଖି ଧନ ବହୁତ ମନ କଷ୍ଟ କରିଛନ୍ତି ଏବଂ ମାଇଁ ଙ୍କ ପାଖରେ ଯାଇ ବସିଛନ୍ତି ଏବଂ ତାଙ୍କର ମୁଣ୍ଡ ଚିପି ଦେଇଛନ୍ତି ତାଙ୍କୁ ଗେହ୍ଲ କରିଛନ୍ତି। ଏହା ପରେ ସେ ଏହିପରି ମଧ୍ୟ କହିଛନ୍ତି କି, ମାଇଁ ତୁମର କିଛି ହବନି ମୁଁ ତୁମ ସହ ଅଛି। ତେବେ ମାଇଁ ଓ କୁନି ଭଣଜା ଙ୍କ ର ଏକ ସୁନ୍ଦର ସମ୍ପର୍କ ଆପଣ ଦେଖିବାକୁ ପାଇବେ। ତେବେ ଏହି ଭିଡ଼ିଓ ଟି ତାଙ୍କର ଖୁବ ଭାଇରାଲ ହେବା ରେ ଲାଗିଛି, ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।