Daily news update , Real odisha local news

ଦିଦି ମୋର କଥା ଟିକେ ଶୂନଗ..କୁନି ଝିଅର କଥା ଶୁଣିଲେ ହସି ହସି ଗଡିବେ ! ମାତ୍ର ୪ ଘଣ୍ଟାରେ 5 Milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

0 273

ନୀତିଦିନ ସୋସିଆଲ ମେଡିଆରେ ଛୋଟ ପିଲାଙ୍କୁ ନେଇ ଅନେକ ପ୍ରକାରର ଖଟାମିଠା ଭିଡ଼ିଓ ଦେଖିବାକୁ ମିଳିଥାଏ ।ତେବେ ସେହି ଭିଡ଼ିଓ ଗୁଡିକ ଦେଖିଲେ ଏତେ ମଜା ଲାଗେ ଯେ ବାରମ୍ବାର ଭିଡ଼ିଓ ଦେଖିବାକୁ ଇଚ୍ଛା ହୁଏ ।ଆଉ ବର୍ତ୍ତମାନ ର ଆଧୁନିକ ପୋଲଙ୍କ କଥା କଣ କୁହାଯିବ ସେମାନେ ଛୋଟ ବୟସରୁ ଏତେ କଥା ଶିଖିଥାନ୍ତି ଯେ ଯାହା ବଡ଼ ମାନେ ବି ଚିନ୍ତା କରି ନଥିବେ କେବେ ।ଯେମିତି ଏହି ଭିଡ଼ିଓରେ ଦେଖନ୍ତୁ କୁନି ଝିଅଟି ନିଜ ଦିଦିଙ୍କୁ କାନ୍ଦି କାନ୍ଦି ଯାହା କହୁଛି ଶୁଣିଲେ ବିଶ୍ୱାସ ହେବନାହିଁ ।

ତେବେ ଯେତେବେଳେ ସୋସିଆଲ ମେଡିଆରେ ଛୋଟ ପିଲାଙ୍କର କିଛି ମଜଳିଆ ଓ କୌତୁହଳ ଭିଡ଼ିଓ ଦେଖିବାକୁ ମିଳେ ତାହା ସମସ୍ତେ ଦେଖିବାକୁ ଖୁବ ପସନ୍ଦ କରନ୍ତି ।ତେବେ ଆପଣ ତ ଜାଣିଛନ୍ତି ଆଜିର ପିଲା ମାନେ ନିଜ ମାଆବାପା ଙ୍କ ବ୍ୟତୀତ ନିଜ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହିତ ଖୁବ ନିକଟତର ହେଇଥାନ୍ତି ।

ତେବେ ବର୍ତ୍ତମାନ ଦେଖିବାକୁ ମିଳିଛି କେମିତି ଛୋଟ ପିଲାଟି ପାଠ ପଡି ନଥିବାରୁ ଶିକ୍ଷୟତ୍ରୀ ତାକୁ ଗାଳି ଦେଉଛନ୍ତି ।ଆଉ ସେତିକି ବେଳେ ପିଲାଟି କାନ୍ଦିବାରେ ଲାଗୁଚି ଆଉ ସେହି କାନ୍ଦ ଭିତରେ ଯେମିତି କ୍ୟୁଟ ଭାବରେ ପାଠ ପଡିବ କହୁଛି ତାହା ଦେଖି ସୋସିଆଲ ମେଡିଆରେ ଲୋକେ ପାଗଳ ହେଉଛନ୍ତି ।

ବନ୍ଧୁମାନେ ଭିଡ଼ିଓଟି ଏତେ ସୁନ୍ଦର ଲାଗୁଚି ଯେ ଆଜି ଗୋଟିଏ ଦିନରେ ଏହି ଭିଡ଼ିଓ ଟିକୁ ଅନେକ ଲୋକ ଦେଖି ସାରିଲେଣି ।ତେବେ ଏବେ ଆସନ୍ତୁ ଜାଣିବା ଭିଡିଓରେ କଣ ରହିଛି, ତେବେ ଆପଣ ଏହି ଭାଇରଲ ଭିଡ଼ିଓରେ ଦେଖି ପାରିବେ ଜଣେ ଛୋଟ ଝିଅ ଟିଏ ଯିଏ ସ୍କୁଲ ଡ୍ରେସରେ ସ୍କୁଲ କ୍ଳାସ ରୁମରେ ଅଛି ।ତେବେ ପିଲାଟି ପାଠ ନପଡ଼ି ଦୁଷ୍ଟ ହେଉଥିବାରୁ ଶିକ୍ଷୟିତ୍ରୀ ତାକୁ ଆଗକୁ ଆସିବାକୁ କହୁଛନ୍ତି ଆଉ ତାପରେ ଶିକ୍ଷୟିତ୍ରୀ ତାକୁ ଗାଳି ଦେଉଛନ୍ତି ।ଆଉ ଏହି କଥା ଶୁଣି ପିଲାଟି କାନ୍ଦି ଯାଉଛି କିନ୍ତୁ କାନ୍ଦି କାନ୍ଦି କହୁଛି ମୁଁ ପାଠ ପଡ଼ବି, ମୋ ମାଆ କହିଛି ପାଠ ପଡି ଚାକିରୀ କରିବି, ଚକେଲେଟ ଆଇସକ୍ରିମ ଖାଇବି ।

କେବଳ ଏତିକି ନୁହେଁ ଶିକ୍ଷୟତ୍ରୀ ଙ୍କୁ ବି ରାଗିକି ପିଲାଟି କହୁଛି ତୁମେ କହିଲ ଅ ଲେଖିବାକୁ ବାକୁ ମୁଁ ଲେଖିଲି ।ତେବେ ଶିକ୍ଷୟତ୍ରୀ ଯେତେବେଳେ କହୁଛନ୍ତି କାନ୍ଦୁଛୁ କଣ ପାଇଁ ଆଉ ଉତ୍ତରରେ ପିଲାଟି କହୁଛି ମୋତେ ଡାକିକି ଏଠି ରଗୁଛ କି ପାଇଁ ।ତେବେ ଏମିତି ପିଲାଟିର କ୍ୟୁଟ ଭିଡ଼ିଓ ଟିକୁ କେହି ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ଆଉ ତାପରେ ଭିଡ଼ିଓ ଟି ସମସ୍ତଙ୍କ ର ମନ ଜିଣିବାରେ ଲାଗୁଚି ।ତେବେ ଆପଣ ବି ଯଦି ଛୋଟ ପିଲାଟିର ଏହି ଭିଡ଼ିଓ ଏବେ ଯାଏ ଦେଖିନାହାନ୍ତି ତେବର ଜଲଦି ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.