ଅକାରଣରେ ଚାଲିଗଲା କୁନି ବାଳକର ଜୀବନ, କାନ୍ଦ ବୋବାଳି ରେ ଫାଟି ପଡୁଛି ମାଆ, ଛୋଟ ପିଲାଙ୍କୁ mobile ଦେଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ
‘ମୃତ୍ୟୁ’ ପ୍ରତ୍ୟେକ ଙ୍କ ଜୀବନ ର ଏକ ନିରାଟ ସତ୍ୟ କାହା ଜୀବନରେ କେତେବେଳେ ଏହି ମୃତ୍ୟୁ ସହିତ ସାମ୍ନା ହେବ ତାହା ତ କେହି ଚିନ୍ତା ବି କରି ନଥାନ୍ତି ।ଆଜିକାଲି ଆମେ ସମସ୍ତେ ଟେକ୍ନୋଲୋଜି ସହିତ ପୁରା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହେଇ ସାରିଲୁଣି ।
ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ମୋବାଇଲ ରହୁଛି ଆଉ ସେଥିରେ ଆମେ ପୁରା ଦୁନିଆ କୁ ଦେଖି ପାରୁଛୁ ।କିନ୍ତୁ ଏହି ମୋବାଇଲ ପାଇଁ ବି କେତେ ଯେ ନିରୀହ ଜୀବନ ଚାଲି ଯାଉଛି ତାହାର ସୀମା ନାହିଁ ।ଆଉ ଆଜି ଦେଖୁ ନାହାଁନ୍ତି କେମିତି ଏହି ମାଆଙ୍କୁ କେମିତି କାନ୍ଦି କାନ୍ଦି ବେହସ ହେଇ ଯାଉଛନ୍ତି କାରଣ ସେହି ମୋବାଇଲ ହିଁ ତାଙ୍କ ପୁଅର ଜୀବନ ନେଇ ଯାଇଛି ।
ଯେତେବେଳେ ଜଣେ ମାଆ ର କୋଳ ରୁ ପିଲା ଟିଏ ଚାଲିଯାଏ ସେହି ଦୁଃଖ ର ସୀମା ନଥାଏ ।ବହୁତ ସମୟରେ ମଣିଷ ର ଛୋଟ ଛୋଟ ଭୁଲ ପାଇଁ ଏମିତି ଦୁର୍ଘଟଣା ଘଟିଯାଏ ଯେ ସେହି କ୍ଷତି କେବେ ପୂରଣ ହେଇ ପାରେ ନାହିଁ ।ଆଉ ଏମିତି ବହୁତ ଥର ଘଟୁଛି ଆମ ସମାଜ ଭିତରେ, ଯେମିତି ଆଜିର ଏହି ଘଟଣା ରେ ଦେଖନ୍ତୁ ନିରୀହ ପିଲାଟି କଣ ବା ଭୁଲ କରିଥିଲା ଯେ ଖାଇ ସାରିବା ପରେ ଶୋଇବା ପାଇଁ ତ ଯାଉଥିଲା ।ହେଲେ ଠିକ ସେତିକି ବେଳେ ମୋବାଇଲ କାଳ ସାଧିଲା ଆଉ ନେଇଗଲା ପୁଅର ଜୀବନ ।
ହଁ ଦର୍ଶକ ବନ୍ଧୁ ସୋସିଆଲ ମେଡିଆରେ ଏକ ଏମିତି ଘଟଣା ର ଭିଡ଼ିଓ ଭାଇରଲ ହେବାରେ ଲାଗୁଚି ।ତେବେ ଜଣେ ମାଆ ନିଜ ପୁଅ କୁ ହରେଇ ଖୁବ ଜୋର ରେ କାନ୍ଦିବାରେ ଲାଗୁଛନ୍ତି ଆଉ ତାଙ୍କ କାନ୍ଦ ଦେଖି ସମସ୍ତ ଆଗରେ ଲୁହ ଆସି ଯାଉଛି ।ସୂଚନା ଅନୁଯାୟୀ ଗୋଟିଏ ପରିବାରର ରାତିରେ ସମସ୍ତେ ଖାଇବା ପରେ ପିଲା ଟି ଶୋଇବାକୁ ବେଡ଼ ଉଡକୁ ଯାଉଥିଲା ।ହେଲେ ପିଲା ଯେଉଁ ପାଖ ଦେଇ ବେଡ଼ ଉପରକୁ ଉଠିଥିଲା ସେଇଠି ମୋବାଇଲ ଚାର୍ଜ ରେ ବସିଥିଲା, ଆଉ କଣ ହେଲା କେଜାଣି ମୋବାଇଲ ବାଜି ପୁଅ ବେହସ ହେଇ ଯାଇଥିଲା ।
ଆଉ ପୁଅ ଏମିତି ଅଚେତ ହେଇ ଯିବାର ଦେଖି ପରିବାର ଲୋକ ପୁଅ କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇ ଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ପୁଅ କୁ ମୃତ କହିଥିଲେ ଯାହା ଶୁଣି ପରିବାର ଲୋକ ସହଜରେ ଗ୍ରହଣ କରିପାରି ନଥିଲେ ।ଯେତେ ଖୁସିରେ କାଲି ଖାଇବା ଖାଇ ଥିଲେ କିନ୍ତୁ ମାତ୍ର କେତେଟା ମୁହୂର୍ତ୍ତରେ ମାଆ କୋଳ ଛେଉଣ୍ଡ ହେଇଗଲା ।ଆଉ ଏହି ଘଟଣା ବିଷୟରେ ଯିଏ ବି ଶୁଣିଛି ସମସ୍ତେ କହୁଛନ୍ତି ମୋବାଇଲ ନେଇଗଲା ପୁଅର ଜୀବନ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।