Daily news update , Real odisha local news

Live ll ହାତ ଯୋଡ଼ିଲେ ହ୍ୟୁମାନ ସାଗର (Humane Sagar) କହିଲେ ଶ୍ରୀୟା ସତୀ ସାବିତ୍ରୀ !ଦେଖନ୍ତୁ ଭିଡିଓ

0 2,304

“ଯଦି ଶ୍ରୀୟା ମୋତେ ୮ ବର୍ଷ ହେଲାଣି ସହୁ ଛନ୍ତି , ଆଉ ୮ ବର୍ଷ ହେଲାଣି ମୁଁ ତାଙ୍କୁ ଏହିପରି ନିର୍ଯ୍ୟାତନା ଦେଇ ଆସୁଛି , ତେବେ ତାଙ୍କୁ ମୋର ହାତ ଯଡ଼ି ନମସ୍କାର ସେ ସତୀ ସାବିତ୍ରୀ ଅଟନ୍ତି। ଯେଉଁ ଭଳି ଭାବରେ ସେ ମୋ ଉପରେ ଏହି ସବୁ ଆଳିଗେସମ ଲଗେଇଛନ୍ତି,

ମୋର ବେଜିତ କରୁଛନ୍ତି ସମସ୍ତ ଙ୍କ ଆଗରେ ତାହା ଆମକୁ ବହୁତ ଖରାପ ଲାଗୁଛି। ଘରେ କେହି ରୁହନ୍ତି ନାହିଁ କିନ୍ତୁ ତଥାପି ତାଙ୍କୁ ନିର୍ଯ୍ୟାତନା ଦିଆଯାଉ ଥିଲା ଵୋଲି କହୁଛନ୍ତି। ତେବେ ମୁଁ ଏବେ ବି ସମାଧାନ ଚାହେଁ, ଯାହା ନିଷ୍ପତ୍ତି ନେବେ ତାଙ୍କ ଇଚ୍ଛା”।

ବନ୍ଧୁଗଣ ଏହା କହିଛନ୍ତି ଗାୟକ ହ୍ୟୁମାନ ସାଗର ।ତେବେ ଆପଣ ମାନେ ଜାଣିଥିବେ କି ଓଲିଉଡ ର ସୁପର ଷ୍ଟାର ଗାୟକ ହ୍ୟୁମାନ ସାଗର ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି। ତେବେ , ହ୍ୟୁମାନ ସାଗର ପତ୍ନୀ ଓ ତାଙ୍କର କୁନି ଝିଅ ସହ କଟକ ରେ ରୁହନ୍ତି। ତେବେ ପତ୍ନୀ କହିଛନ୍ତି କି ହ୍ୟୁମାନ ସାଗର ତାଙ୍କୁ ଓ ଝିଅ କୁ ଭଲ ପାଆନ୍ତି ନାହିଁ ଏବଂ ପ୍ରାୟ ଗୀତ ଗାଇ ଫେରିବା ପରେ ସେ ମଦ୍ୟପାନ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ତାଙ୍କୁ ସେ ବହୁତ ମାର ପିଟ କରନ୍ତି ଯାହାକୁ ନେଇ ବର୍ତ୍ତମାନ ହ୍ୟୁମାନ ଙ୍କ ସ୍ତ୍ରୀ ଶ୍ରୀୟା ଥାନା ରେ ଅଭିଯୋଗ କରିଛନ୍ତି।ତେବେ ଏହା ପରେ ସାମ୍ନା କୁ ଆସିଥିଲା ସବୁ ଘଟଣା।

ତେବେ ଏହି ଘଟଣା କୁ ନେଇ ଗତକାଲି ହ୍ୟୁମାନ ଙ୍କ ସ୍ତ୍ରୀ ଏକ ପ୍ରେସ ମିଟ ରେ ତାଙ୍କ ବିରୋଧରେ ଅନେକ କଥା କହିଥିଲେ। ତେବେ ଏହାକୁ ନେଇ ହ୍ୟୁମାନ ସାଗର କହିଛନ୍ତି କି , ଯଦି ଶ୍ରୀୟା ମୋତେ ୮ ବର୍ଷ ହେଲାଣି ସହୁ ଛନ୍ତି , ଆଉ ୮ ବର୍ଷ ହେଲାଣି ମୁଁ ତାଙ୍କୁ ଏହିପରି ନିର୍ଯ୍ୟାତନା ଦେଇ ଆସୁଛି , ତେବେ ତାଙ୍କୁ ମୋର ହାତ ଯଡ଼ି ନମସ୍କାର ସେ ସତୀ ସାବିତ୍ରୀ ଅଟନ୍ତି। ଯେଉଁ ଭଳି ଭାବରେ ସେ ମୋ ଉପରେ ଏହି ସବୁ ଆଳିଗେସମ ଲଗେଇଛନ୍ତି, ମୋର ବେଜିତ କରୁଛନ୍ତି ସମସ୍ତ ଙ୍କ ଆଗରେ ତାହା ଆମକୁ ବହୁତ ଖରାପ ଲାଗୁଛି। ଘରେ କେହି ରୁହନ୍ତି ନାହିଁ କିନ୍ତୁ ତଥାପି ତାଙ୍କୁ ନିର୍ଯ୍ୟାତନା ଦିଆଯାଉ ଥିଲା ଵୋଲି କହୁଛନ୍ତି। ତେବେ ମୁଁ ଏବେ ବି ସମାଧାନ ଚାହେଁ, ଯାହା ନିଷ୍ପତ୍ତି ନେବେ ତାଙ୍କ ଇଚ୍ଛା

ଏହା ସହ ସେ କହିଛନ୍ତି କି, ମୋ ଠାକୁର ଘର ଆପଣ ମାନେ ଦେଖିଛନ୍ତି ଆଉ ବେଶ ଭଲ ଭାବରେ ଜାଣିଛନ୍ତି କି ମୁଁ ଗୀତ ସୁଟ ପାଇଁ କେତେ ବ୍ୟସ୍ତ ରହେ ମୋ ମା ବି ଘରେ ରୁହନ୍ତି ନାହିଁ। ଆମ ଘରେ ଆମେ କେବେ ରହୁନା ତେବେ ତାଙ୍କୁ କିଏ ନିର୍ଯ୍ୟାତନା ଦେଉଥିଲା। ମୁଁ ଯଦି ମଦ ପିଇବି ତ ମୁଁ ବାହାରେ ପିଇବି , ଘରେ ପିଇବି କଣ ପାଇଁ। ମୋ ପାଖରେ ସମୟ କାହିଁ ମୁଁ ଏକ୍ସଟ୍ରା ମେରିଟାଲ ଏଫେୟାର ଚଲେଇବା ପାଇଁ। ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.