Daily news update , Real odisha local news

ତୋର ଯଦି କାପାସିଟ ଅଛି ତାହାଲେ ତୁ ଆମ ସାମ୍ନାକୁ ଆସେ ,ଦେଖବା ତୋର କେତେ ତାକତ ଅଛି : ଅଭିନେତ୍ରୀ ଜୀନା

0 7

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଯାତ୍ରା ଆଇଟମ ଡ୍ୟାନ୍ସର ନିଶା ମହାରଣା ଙ୍କ ଉପରେ ଅନ୍ୟ ଯାତ୍ରା କଳାକାର ମାନେ ପୁରା ବର୍ଷିକୀ ଅଛନ୍ତି ଏବଂ ତାଙ୍କୁ ଷ୍ଟେଜ ବାରଣ କରିବା ପାଇଁ ପୁରା ଲାଗି ପଡିଛନ୍ତି। ତେବେ କିଛି ଦିନ ତଳେ ଯାତ୍ରା ହାସ୍ୟ ଅଭିନେତା ଦୟା ପ୍ରଶ୍ନ କରିଥିଲେ। ଆଉ ରାଜଧାନୀ ରେ ସେ ଡ୍ୟାନ୍ସ କଲେ ସେମାନେ ଅଭିନୟ କରିବେ ନାହିଁ ବୋଲି କହିଥିଲେ ଏବଂ ତାଙ୍କୁ ଅନ୍ୟ କଳାକାର ମାନେ ସମର୍ଥନ କରିବା ଫଳରେ ଆଉ ନିଶା ଙ୍କୁ ରାଜଧାନୀ ରେ ଯାତ୍ରା କରିବା କୁ ଅନୁମତି ମିଳି ନଥିଲା।

 

ତେବେ କିନ୍ତୁ ଏକ ଭିଡ଼ିଓ ରେ ନିଶା ମହାରଣା ତାଙ୍କୁ ଗାଳି କରି ସୁଧି ଥିଲେ।ମାତ୍ର ବର୍ତ୍ତମାନ ପୁଣି ଯାତ୍ରା ଅଭିନେତ୍ରୀ ଜୀନା ମୁଁହ ଖୋଲିଛନ୍ତି ଆଉ ଯାହା ସେ କହିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆପଣ ମାନେ ନିଶା ମହାରଣା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ସେ ହେଉଛନ୍ତି ଜଣେ ଇଂଷ୍ଟା ଷ୍ଟାର ଏବଂ କିଛି ଦିନ ତଳେ ସେ ସୋସିଆଲ ମିଡ଼ିଆ ରେ କହିଥିଲେ କି ସେ ଓଡ଼ିଶାର ସନ୍ନି ଲିଓନି ହେବା କୁ ଚଂହୁଛନ୍ତି ଏବଂ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ବିପି ଭିଡ଼ିଓ ମଧ୍ୟ ବନେଇବେ।

 

ତେବେ ଏହା ସହ ସେ ଅଶୀଳ ଢଂଗ ରେ ଡ୍ରେସ ପିନ୍ଧି ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଓ ଫୋଟ ସବୁ ସେୟାର କରନ୍ତି ମଧ୍ୟ। ତେବେ ତାଙ୍କର ଏହିପରି କାର୍ଯ୍ୟ ପାଇଁ ଅନେକ ଲୋକେ ତାଙ୍କୁ କଡା ସମାଲୋଚନା କରିଥିଲେ। ତେବେ ବର୍ତ୍ତମାନ ପୁଣି ଅଭିନେତ୍ରୀ ଜୀନା କହିଛନ୍ତି କି, “ତୋର ଯଦି କାପାସିଟି ଅଛି ତେବେ ତୁ ସାମ୍ନା କୁ ଆସେ। କାହାକୁ କେତେ କାଟି ଦବୁ, ମାରି ଦବୁ ଆମେ ବି ଦେଖିବା। ସବୁବେଳେ ଯେଉଁ ଭିଡ଼ିଓ କରି ସମସ୍ତ ଙ୍କୁ ସୁଧିବା କୁ ଲାଗୁଛୁ ସୋସିଆଲ ମିଡ଼ିଆ ରେ ତାହାର କଡା ଜବାବ ଆମେ ଦବୁ ।


ଯଦି ଆଉ ଥରେ ବି ତୁ ଆମ ଯାତ୍ରା କଳାକାର ଙ୍କୁ ସୁଧୀଛୁ ତେବେ ତୋ ନାମ ରେ ଆମେ କେସ କରିବୁ। ପଛେ ସାରା ଜୀବନ ମୁଁ ଜେଲ ଭିତରେ ରହିଯିବି ହେଲେ ତୋ ନାମ ରେ କେସ କରିକି ଯିବି। ତେବେ ଏହା ସହ ଆହୁରି ସେ କହିଛନ୍ତି କି ଆମ ସମସ୍ତେ ଏକ ହୋଇଛୁ ଏଥର ତୁ କିଛି ବି କଲେ ତୋତେ ତାର ପରିଣାମ କୁ ଭୋଗିବା କୁ ପଡିବ। ତେବେ ଅଭିନେତ୍ରୀ ଜୀନା ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ତାଙ୍କ ର ଏହି ଭିଡ଼ିଓ କୁ ଅନେକ ଲୋକେ ସମର୍ଥନ କରୁଥିବା ର ମଧ୍ୟ ଦେଖା ଯାଇଛି। ତେବେ ଆପଣ ମଧ୍ୟ ଥରେ ଭିଡ଼ିଓ ଟିକୁ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.