Daily news update , Real odisha local news

ଯଦି period ସମୟରେ ଏସବୁ ଭୁଲ୍ କେବେ ମାଆ ବନିବାକୁ ଦେବ ନାହିଁ – Secret tips pregnancy tips

0 899

ବନ୍ଧୁମାନେ ପ୍ରତ୍ୟେକ ମହିଳାଙ୍କୁ ପିରିୟଡ଼ ଆସିଥାଏ ଅଆଉ ଏହି ପିରିୟଡ଼ ଠିକ ସମୟରେ ଆଉ ଏଥିରେ କିଛି ଅସୁବିଧା ନଥିଲେ ଯାଇ ଜଲଦି ପ୍ରେଗନେନ୍ସି ସମ୍ଭବ ହେଇଥାଏ ।ତେବେ ବହୁତ ସମୟରେ ମହିଳା ମାନେ ପ୍ରେଗନେନ୍ସି ପାଇଁ ଚେଷ୍ଟା କରୁଥିଲେ ବି ପିରିୟଡ଼ ବେଳେ କିଛି ଏମିତି ଭୁଲ କରିଥାନ୍ତି ଯେଉଁଥି ପାଇଁ କନସିଭ କଷ୍ଟ ହେଇ ପଡେ ।

ତେବେ ଆଜି ଆସନ୍ତୁ ଜାଣିବା ପିରିୟଡ଼ ବେଳେ କରୁଥିବା କୋଉ ଭୁଲ ଗୁଡିକ ପାଇଁ ଆପଣ ପ୍ରେଗନେଣ୍ଟ ହେଇ ପାରନ୍ତି ନାହିଁ ।

-ବହୁତ ସମୟରେ କୁହାଯାଏ କି ପିରିୟଡ଼ ଯେତେବେଳେ ହେବ ସେତେବେଳେ ମୁଣ୍ଡ ଧୋଇ ଗାଧେଇ ଆସିବା ପାଇଁ ।ତେବେ ମନେ ରଖିବେ କି ଅଣ୍ଡା ଯାହା ଗୋଟିଏ ଗରମ ଜିନିଷ ଆଉ ତାହା ଶରୀର ରୁ ବାହାରିବା ପାଇଁ ବହୁତ ହିଟ ଦରକାର ହେଇଥାଏ ।ଆଉ ଆପଣ ଯଦି ଗାଧେଇ ଆସୁଛନ୍ତି ତାହେଲେ ପିରିୟଡ଼ ର ବ୍ଲିଡ଼ିଂ ହଠାତ ବନ୍ଦ ହେଇଯାଏ ଆଉ ଦେହ ପୁଣି ଗରମ ହେଲେ ଯାଇ ବ୍ଲିଡ଼ିଂ ଆରମ୍ଭ ହୁଏ ।ତେବେ ଯେଉଁ ମହିଳା ମାନେ ପିଲା ଚାହୁଁଛନ୍ତି ତାହେଲେ ସେମାନେ ତ ଏମିତି ମୁଣ୍ଡ ଧୋଇ ବିଲକୁଲ ଗାଧାନ୍ତୁ ନାହିଁ ।

-ଅନେକ ମହିଳା ମାନେ ପିରିୟଡ଼ ସମୟରେ ଚିଡିଛିଡା ହେଇଯାନ୍ତି ତାଛଡା ତାଙ୍କ ମନ ସେହି ପିରିୟଡ଼ ପାଖରେ ଅଟକି ରହିଥାଏ ।ଆଉ ସେମାନଙ୍କୁ କିଛି ନମ୍କିନ ଖାଇବାକୁ ଇଛା ହୁଏ, ହେଲେ ମହିଳା ମାନେ କନସିଭ କରିବାକୁ ଚାହୁଁଥିବା ବେଳେ ଏମିତି ଭୁଲ କରନ୍ତୁ ନାହିଁ ।ଲୁଣି ଖାଦ୍ୟ ବା ନମ୍କିନ ଖାଦ୍ୟ ଖାଇଲେ ଆପଣଙ୍କ ଅଣ୍ଡା ଠିକରେ ରିଲଜ ହୁଏ ନାହିଁ ଆଉ ଅଣ୍ଡାରେ ସେତିକି ଗ୍ରୋଥ ହୁଏ ନାହିଁ ଯେତିକି ଗୋଟିଏ ପିଲା କନସିଭ ପାଇଁ ଦରକାର ।

-ଯେଉଁ ମହିଳା ମାନଙ୍କ ର କଫି ଆଉ ଚା ପିଇବାର ଅଭ୍ୟାସ ରହିଛି ସେହି ମହିଳା ମାନେ ପିଲା କନିସିଭ ପାଇଁ ଚାହୁଁଥିଲେ ପିରିୟଡ଼ ସମୟରେ ଏସବୁ ଜିନିଷ କୁ ନନେବା ଉଚିତ ।କାରଣ କଫି ରେ ଥିବା କେଫେନ ଆପଣଙ୍କ ଅଣ୍ଡା ର କ୍ବାଲିଟି କମାଇଥାଏ ।ଏସବୁ ଜାଗାରେ ଆପଣ ଉଷୁମ କ୍ଷୀର ବା ଅନ୍ୟ କିଛି ଯୁସ ନେଇ ପାରିବେ ।

-ଅନେକ ଙ୍କର ଅଭ୍ୟାସ ଥାଏ କି ସେମାନେ ପିରିୟଡ଼ ବେଳେ ନିଜ ପ୍ରାଇଭେଟ ପାର୍ଟ କୁ ସାବୁନ ଦେଇ ସଫା କରିଥାନ୍ତି, ତେବେ ଏମିତି କଲେ ଆପଣଙ୍କ କନସିଭ କରିବାର ଚାନ୍ସ କମିଯାଏ ।ତେବେ ଆପଣ ଫିଟିକିରୀ ପାଣି ବ୍ୟବହାର କରିପାରିବେ ହାଇଜେନ ମେଣ୍ଟେନ ପାଇଁ ।ଏସବୁ ବ୍ୟତୀତ ଆପଣ ସବୁବେଳେ ପ୍ରତି 5 ରୁ 6 ଘଂଟାରେ ଥରେ ପେଡ ନିହାତି ଚେଞ୍ଜ କରିବା ଦରକାର ।

-ତେବେ ଜଲଦି ପ୍ରେଗନେଣ୍ଟ ହେବା ପାଇଁ ଆପଣ ଲବଙ୍ଗ ବା ଅଦା କୁ ବ୍ୟବହାର କରିପାରିବେ ।ଆପଣଙ୍କ ପିରିୟଡ଼ ର ବ୍ଲିଡ଼ିଂ ଯେଉଁଦିନ ବନ୍ଦ ହେବ ସେହି ଦିନ ଠାରୁ 5 ଦିନ ଯାଏ ଲଗାତାର ଅଦା ରେ ଚା ବନେଇ ପିଇଲେ ଖୁବ ଜଲଦି ଗର୍ଭବତୀ ହେଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.