Daily news update , Real odisha local news

ଯାହାର ଫାଟୁଛି ଫାଟୁ ହଳଦୀ ସଙ୍ଗୀତରେ ଧୁମ୍ ନାଚିଲେ ମି ପୁଚ୍ ପୁଚ୍। Mee puch puch

0 1,842

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ କମେଡ଼ିଆନ ଇତିକା ଙ୍କ ର ନିର୍ବନ୍ଧ ଏବଂ ଖୁବ ଶୀଘ୍ର ତଥା ଫେବୃଆରୀ ମାସ ରେ ସେ ବିବାହ କରିବାକୁ ଯାଉଥିବା ର ଖବର ଆପଣ ଆଗରୁ ଜାଣିଥିବେ। ଏବଂ ସେ ଆମ ଲୋକପ୍ରିୟ କମେଡିଆନ ଅରିନ୍ଦମ ଷଡ଼ଙ୍ଗୀ ଙ୍କ ଘରକୁ ବୋହୁ ହୋଇ ଯାଉଛନ୍ତି। ତେବେ ମି ପୁଚ ପୁଚ ବା ଇତିକା ଜଣେ ୟୁ ଟ୍ୟୁବର ଅଟନ୍ତି ଯିଏକି କମେଡି କରି ଲୋକ ଙ୍କୁ ହସାଇ ଥାନ୍ତି।ତେବେ ଏହି ଭିଡ଼ିଓ ରେ ସେ ତାଙ୍କର ବିବାହ କାର୍ଡ ଦେଖାଇଛନ୍ତି ଏବଂ ଏହା ଭିନ୍ନ ଷ୍ଟାଇଲ ରେ ଡିଜାଇନ କରାଯାଇଛି ଯାହା ଦେଖିବାକୁ ବେଶ ଆକର୍ଷଣୀୟ ରହିଛି।

ତେବେ ବର୍ତ୍ତମାନ ତାଙ୍କର ବିବାହ ର ଦିନ ଆସି ସାରିଛି ଏବଂ ତାଙ୍କର ହଳଦୀ ମଧ୍ୟ ସାରିଲାଣି। ତେବେ ବର୍ତ୍ତମାନ ମି ପୁଚ ପୁଚ ବା ରତିକା ଙ୍କ ର ହଳଦୀ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗୁଚି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ , ମି ପୁଚ ପୁଚ ନିଜ ବାହାଘର ରେ ନିଜେ ଡ୍ୟାନ୍ସ କରୁଛନ୍ତି ।ଆଉ ସେ “ମୋ ବହାଘରେ ନାଚିବି ମୁଁ ଯାହାର ଫାଟୁଛି ଫାଟୁ” ଗୀତ ରେ ଡ୍ୟାନ୍ସ କରିଛନ୍ତି।

ତେବେ ବର୍ତ୍ତମାନ ମି ପୁଚ ପୁଚ ଙ୍କ ର ହଳଦୀ ସେରିମନି ସରିଛି ଏବଂ ନିଜ ହଳଦୀ ରେ ସେ ପୁରା ନାଚି ନାଚି ସମସ୍ତ ଙ୍କୁ ଚକିତ କରି ଦେଇଛନ୍ତି। ତେବେ ସେ ସବୁବେଳେ ତାଙ୍କର କମେଡି ମାଧ୍ୟମ ରେ ଲୋକ ଙ୍କୁ ହସେଇ ଆସିଥାନ୍ତି ଆଉ ନିଜ ବାହାଘର ରେ ମଧ୍ୟ ସେ ତାହାକୁ ଉପଭୋଗ କରି ଧୂମ ନାଚୁଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମାନେ ମଧ୍ୟ ତାଙ୍କର ସେହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ ନିଶ୍ଚିତ ଭାବରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.