Jako rakhe saiyan, maar sake na koi… ଚଳନ୍ତା ଟ୍ରେନ୍ ତଳେ ପଡ଼ିଥିବା ଯାତ୍ରୀ ଜଣକ ଭିଡିଓ ହେଲା ଭାଇରାଲ୍, ଦେଖନ୍ତୁ ଭିଡ଼ିଓ
ବନ୍ଧୁଗଣ ଓଡ଼ିଆ ରେ ଏକ ଲୋକବାଣୀ ରହିଛି “ଆ ବଳଦ ମତେ ବିନ୍ଦ”।ଆଉ ଏହି ଲୋକବାଣୀ ଟି ଆପଣ ମାନେ ଶୁଣିଛନ୍ତି ଏବଂ ଏହାର ପ୍ରୟୋଗ ମଧ୍ୟ କରିଥିବେ। ତେବେ ଏହା ର ଅର୍ଥ ଏହାକି ଯେ, ଆମ ଆଗରେ ବିପଦ ଦେଖିକି ତା ଠାରୁ ଦୂରେଇ ନଯାଇ ଆହୁରି ତା ଆଡ଼କୁ ମାଡିଯିବା।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରୁ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବେହସ ହୋଇଯିବେ।ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ କରିପାରିବେ ନାହିଁ ଏହି ଘଟଣା ଟିକୁ।
ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି , ଟ୍ରେନ ଯାତ୍ରା ବହୁତ ବିପଦ ଜନକ ହୋଇଥାଏ। ଆଉ ଟିକିଏ ଅସାବଧାନତା ପାଇଁ ବ୍ୟକ୍ତି ଙ୍କର ଜୀବନ ଯିବାର ବହୁତ ସମ୍ଭାବନା ରହିଥାଏ ।ତେବେ ଆପଣ ମାନେ ମଧ୍ୟ ଅନେକ ସମୟରେ ଏହି ରେଳ ଦୁର୍ଘଟଣା ରେ ଅନେକ ଲୋକଙ୍କ ଜୀବନ ଯିବାର ମଧ୍ୟ ଆପଣ ଶୁଣିଥିବେ। ଏହା ଯେତିକି ସୁବିଧା ଜନକ ହୋଇଥାଏ ସେତିକି ବିପଦ ସଂକୁଳ ମଧ୍ୟ। ତେବେ ବର୍ତ୍ତମାନ ଏହିଭଳି ଏକ ଭିଡିଓ ଯାହାକି ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା ତାହା ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହା ଦେଖିଲେ ଆପଣ ଙ୍କର ଲୋମ ଟାଙ୍କୁରି ଉଠିବ ଓ ଭୟ ରେ ଛାତି ଥରି ଯିବ।
ତେବେ ଏହି ଭାଇରାଲ ଭିଡ଼ିଓ ଟି ହେଉଛି ବିହାର ର ଭଗଲପୁର ରେଳ ଷ୍ଟେସନ ରେ , ଯେଉଁ ଠାରେ ଜଣେ ବ୍ୟକ୍ତି ଟ୍ରେନ ଟ୍ରାକ ତଳେ ପଡି ଯାଇଛନ୍ତି ମାତ୍ର ନିଜର ଉପସ୍ଥିତ ଜ୍ଞାନ ପ୍ରୟୋଗ କରି ସେ ନିଜ ଜୀବନ କୁ ବଞ୍ଚେଇ ଦେଇଛନ୍ତି। ତେବେ ଘଟଣା ଟି କିଛି ଏହିପରି ହୋଇଥିଲା କି , ଜଣେ ଯୁବକ ଟ୍ରେନ ରେ ଯାତ୍ରା କରିବାର ଥିଲା ମାତ୍ର ସେ ଷ୍ଟେସନ ରେ ଆସି ଲେଟ ରେ ପହଁଚିଥିଲେ। ଆଉ ତାଙ୍କର ରେଳ ଧାରଣା ଦୁଇ ରେ ଟ୍ରେନ ଥିଲା ଯାହାକି ଆସି ପହଁଚି ସାରିଥିଲା ମାତ୍ର ସେ ଏକ ନମ୍ବର ଧାରଣା ରେ ଥିଲେ।
जाको राखे साईंया मार सके ना कोय…बिहार के भागलपुर में खड़ी ट्रेन के नीचे से पटरी पार कर रहा था शख्स, तभी चल दी ट्रेन।#viralvideo #Bihar pic.twitter.com/rRObCgXQAl
— Vivek Awasthi (@VivekAwasthi89) November 10, 2022
ତେଣୁ ସେ ଭାବିଲେ କି ସେଠାରେ ଠିଆ ହୋଇଥିଲା ମାଲ ବାହି ଗାଡି ଉପର ଦେଇ ସଟ କଟ ରେ ଚାଲି ଆସିବେ ବୋଲି। ମାତ୍ର ସେ ଟ୍ରେନ ରେ ଚଢ଼ିବା ମାତ୍ରେ ଟ୍ରେନ ଟି ଚାଲିବା ଆରମ୍ଭ କରିଦେଲା। ତେଣୁ ସେ ହଠାତ କଣ କରିବେ ଜାଣି ପାରିଲେ ନାହିଁ କିନ୍ତୁ ସମସ୍ତେ କହିବା ଅନୁସାରେ ସେ ଟ୍ରେନ ଲାଇନ ରେ ପେଟେଇ କି ସୋଇ ପଡିଲେ ଆଉ ଟ୍ରେନ ତାଙ୍କ ଉପର ଦେଇ ଚାଲିଗଲା। ଆଉ ଟ୍ରେନ ଯିବା ପରେ ସେ ହସି ହସି ଉଠି ଛିଡା ହୋଇଗଲେ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ମାତ୍ର ଆପଣ ମାନେ କେବେ ବି ଏହିଭଳି ଅସାବଧାନତା କାର୍ଯ୍ୟ କରନ୍ତୁ ନାହିଁ ନଚେତ ମୂଲ୍ୟବାନ ଜୀବନ ଟି ଏମିତି ଚାଲିଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।