Daily news update , Real odisha local news

ଜମି ବିକି ପୁଅକୁ ପାଠ ପଢ଼ାଇଥିଲେ ବାପା, IAS ହେଲା ପରେ ରିକ୍ସାରେ ବସି ବୁଲାଇଲେ ବାପା…ଦେଖନ୍ତୁ video

0 13

ଖରା ବର୍ଷା ରେ ରିକ୍ସା ଟାଣି ଟାଣି ନିଜ ପୁଅ କୁ ପାଠ ପଢେଇ ଥିଲା ବାପା ଆଉ ପୁଅ କୁ ବଡ଼ ମଣିଷ କରିବା ପାଇଁ ଜମି ବି ବିକ୍ରି କରିଦେଲା। ଆଉ ଆଜି ସେହି ପୁଅ ଯେତେବେଳେ IAS ବା କଲେକ୍ଟର ହୋଇ ଘର କୁ ଫେରିଲା ଗର୍ଵ ରେ , ନିଜ IAS ପୁଅ କୁ ରିକ୍ସା ରେ ବସାଇ ବୁଲେଇଲା ବାପା। ତେବେ ବାପା ଜଣଙ୍କ ରିକ୍ସା ରେ ସବୁବେଳେ ଯାତ୍ରୀ ମାନ ଙ୍କୁ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ନେବା ଆଣିବା କରୁଥିଲେ। ମାତ୍ର ବର୍ତ୍ତମାନ ସେ ଖୁସି ରେ ନିଜ କଲେକ୍ଟର ପୁଅ କୁ ରିକ୍ସା ରେ ବସାଇ ବୁଲୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହି IAS ଙ୍କ ବିଷୟ ରେ।

ତେବେ ବହୁ ମହାପୁରୁଷ ମାନେ କହିଛନ୍ତି କି,ଯଦି ଆପଣଙ୍କ ର ଲକ୍ଷ ବଡ଼ ହୋଇଥାଏ ଏବଂ ଆପଣ ଯଦି ନିଜ ଲକ୍ଷ ବା ଉଦେଶ୍ୟ କୁ ପୂରଣ କରିବା ପାଇଁ କାର୍ଯ୍ୟ କରିଥାନ୍ତି ତେବେ ଆପଣଙ୍କୁ କେହି ବି ଅଟକି ପାରିବେ। ବୟସ , ପରିବାର , ଟଙ୍କା ପଇସା କେଵଳ ଗୋଟିଏ ଗୋଟିଏ ବାହାନା ହୋଇଥାଏ। ତେବେ ଏହାକୁ ସତ୍ୟ ରେ ପ୍ରକାଶ କରି ଦେଖାଇଛନ୍ତି ବିହାର ର IAS ଗୋବିନ୍ଦ ଜରସ୍ୱୱାଲ ।ଦିନେ ଗୋବିନ୍ଦ ଙ୍କୁ ପାଠ ପଢେଇବା ପାଇଁ ବାପା ଜମି ବିକ୍ରି କରିଥିଲେ ଆଉ ପୁଅ ବି ମାତ୍ର ୨୨ ବର୍ଷ ବୟସ ରେ IAS ହୋଇ ଦେଖାଇଲେ। ତେବେ ଆସନ୍ତୁ ଜାଣିବା ତାଙ୍କର ସଂଘର୍ଷ ମୟ ଜୀବନ ବିଷୟ ରେ।

ତେବେ ସୂଚନାଯୋଗ୍ୟ ଯେ, ଗୋବିନ୍ଦ ବିହାର ର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ବାପା ରିକ୍ସା ଚଳେଇ ପିଲାଙ୍କ ପାଠ କଥା ବୁଝୁଥିଲେ। ତେବେ କିନ୍ତୁ ଗୋବିନ୍ଦ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ତାଙ୍କୁ ଇଞ୍ଜିନିୟର ହେବାର ଇଚ୍ଛା ଥିଲା। ମାତ୍ର ପଇସା ର ଅଭାବ ଯୋଗୁଁ ସେ ବନାରସ ହିନ୍ଦୀ ୟୁନିଭେସିଟି ରେ ସ୍ନାତକ କରିଥିଲେ। ଆଉ ଛୋଟ ବେଲୁ ପିଲାଙ୍କୁ ଟିୟୁସନ ପଠାଇ ନିଜ ଖର୍ଚ୍ଚ ଉଠାଇ ନେଉଥିଲେ। ତେବେ କିନ୍ତୁ ପରେ ସେ UPSC ପରୀକ୍ଷା ଦେବାକୁ ମନ କଲେ ଆଉ ଏହିଲାଗି ଦିଲୀ ଯାଇ କୋଚିଂ ନେବାକୁ ତାଙ୍କୁ ତାଙ୍କର ଆବଶ୍ୟକ ଥିଲା।

ତେବେ ପୁଅ ର ଆଗ୍ରହ ଦେଖି ବାପା ମଧ୍ୟ ନିଜ ଜମି ବିକ୍ରି କରି ଗୋବିନ୍ଦ ଙ୍କୁ ଦିଲ୍ଲୀ UPSC କୋଚିଂ ପାଇଁ ପଠାଇ ଥିଲେ। ଆଉ କଠିନ ପରିଶ୍ରମ କରି ହଜାର ହଜାର ପିଲାଙ୍କ ସହ ପ୍ରତିଯୋଗିତା କରି ମାତ୍ର ୨୨ ବର୍ଷ ବୟସ ରେ ୨୦୦୬ ମସିହା ରେ ସେ UPSC ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଲେ। ତେବେ ସେହି ଖୁସି ରେ ବର୍ତ୍ତମାନ ଗୋବିନ୍ଦ ଙ୍କ ବାପା ପୁଅ କୁ ରିକ୍ସା ରେ ବସାଇ ବୁଲେଇଛନ୍ତି। ତେବେ ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.