Daily news update , Real odisha local news

ହୀରାକୁଦ ଡ୍ୟାମ ରେ ଦେଖାଗଲା ଏକ ବିରାଟକାୟ ମାଛ ଯାହାକୁ ଦେଖିବାକୁ ପ୍ରବଳ ଭିଡ…ଦେଖନ୍ତୁ Video

0 509

ହୀରାକୁଦ ଜଳଭଣ୍ଡାର ରେ ଦେଖିବାକୁ ମିଳିଲା ବିଶାଳ ମାଛ ଯାହାକୁ ଦେଖିଲା ପରେ ମତ୍ସ୍ୟଜୀବୀ ଙ୍କ ଭିତରେ କକୁଆ ଭୟ ସୃଷ୍ଟି କରିଛି ।ତେବେ ହୀରାକୁଦ ଡ୍ୟାମ ଯାହା ଭାରତ ର ଅନେକ ଡ୍ୟାମ ଭିତରୁ ଗୋଟିଏ ।ତେବେ ବର୍ତ୍ତମାନ ରହି ଡ୍ୟାମ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି କାରଣ ନିକଟରେ ଏହି ଡ୍ୟାମର ଜଳଭଣ୍ଡାର ରେ ଏମିତି ଏକ ବିଶାଳ ମାଛ କୁ ଦେଖିବାକୁ ମିଳିଛି ଯେଉଁ ମାଛକୁ ଆଗରୁ କେହି ଦେଖି ନାହାନ୍ତି ।

ଏହାଛଡା ଏହି ମାଛ ଟି କୋଉଠୁ ଆସିଛି ତାହା କାହାକୁ ଜଣା ନଥିବା ବେଳେ ମାଛ ଟିକୁ ଦେଖିବା ପାଇଁ ପ୍ରବଳ ଭିଡ ଜମା ହେଇଚି ।

ହୀରାକୁଦ ଡ୍ୟାମ ଯାହା ଓଡିଶା ବନ୍ୟା କୁ ନିୟନ୍ତ୍ରଣ କରିବା ସହିତ ଏଥିରେ ବିଦ୍ୟୁତ ଉତ୍ପାଦନ ବି କରା ଯାଇଥାଏ ।ତେବେ ଏହି ଡ୍ୟାମ ର ନିର୍ମାଣ 1948 ମସିହାରେ ଆରମ୍ଭ ହେଇ 1957 ରେ ଶେଷ ହେଇଥିଲା ।ସେତେବେଳେ ଏହି ଡ୍ୟାମ ର ଉଦଘାଟନ ଜବାହରଲାଲ ନେହେରୁ କରିଥିଲେ ।25 କିଲୋମିଟର ଲମ୍ବର ଏହି ଡ୍ୟାମ କୁ ତିଆରି କରିବା ପାଇଁ 100 କୋଟି ଟଙ୍କା ଖର୍ଭ ହେଇଥିଲା ।ତେବେ ପ୍ରତିଦିନ ଏହି ଡ୍ୟାମ କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ ତେବେ ଏହି ଡ୍ୟାମ ର 64 ସୁଇଚ ଗେଟ ।ଆଉ ବନ୍ୟା ସମୟରେ ଏହି ଡ୍ୟାମ ଖୁବ ଚର୍ଚ୍ଚାରେ ରହିଥାଏ ।ତେବେ ବର୍ତ୍ତମାନ ବିରାଟ ମାଛ ପାଇଁ ଏହି ଡ୍ୟାମ ଖୁବ ଚଞ୍ଚଲ୍ୟ ସୃଷ୍ଟି କରିଛି ।

ତେବେ ମହାନଦୀ ଉପରେ ନିର୍ମାଣ ହେଇଥିବା ଏହି ହୀରାକୁଦ ଡ୍ୟାମ ସବୁବେଳେ ବନ୍ୟା ସମୟରେ ଆଲୋଚନା ର ହିଷ୍ୟ ହେଇଥାଏ ।ତେବେ ନିକଟରେ ଏହି ଜଳଭଣ୍ଡାର ଭିତରେ ଏକ ବିଶାଳ ମାଛଜୁ ଦେଖିବାକୁ ମିଳିଛି ଆସୁ ଏହି ମାଛ କୁ ଦେଖିବା ପରେ ସମସ୍ତେ ଖୁବ ଭୟଭୀତ ହେଇ ଯାଇଛନ୍ତି ।ତେବେ ଅନୁମାନ କରାଯାଇଛି ମାଛଟି ପ୍ରାୟ 10 ଟନ ର ହେଇଥିବ ହେଲେ ଏଯାଏ ଏହା କୋଉ ମାଛ ତାହା ଜଣା ପଡ଼ିନାହିଁ ।ହେଲେ ବର୍ତ୍ତମାନ ଏହି ମାଛ କୁ ଦେଖିବା ପାଇଁ ଅନେକ ମତ୍ସ୍ୟଜୀବୀ ଙ୍କ ଭିଡ ଛୁଟିବା ସହିତ ତାହା କୋଉ ମାଛ ଚିହ୍ନି ବାକୁ ଚେଷ୍ଟା କରୁଛନ୍ତି ସମସ୍ତେ ।

ଏତେ ବଡ଼ ମାଛ ଯାହା ଆଗରୁ କେବେ ହୀରାକୁଦ ରେ ଦେଖିବାକୁ ମିଳି ନଥିଲା ତେଣୁ କୁହାଯାଉଛି କି ଛତିଶଗଡ଼ ରୁ ବୋଫାହେମଚ ୟି ଆସିଥିବ ।କାରଣ ନିକଟରେ ଛତିଶଗଡ଼ ବନ୍ୟା ପାଣି ଛଡା ଯାଇଛି ଆଉ ବୋଧେ ସେହି ପାଣିରେ ବୋଧେ ମାଛଟି ଭାସି ଭାସି ପଳେଇ ଆସିଛି ।ଆଉ ଶେଷରେ ହୀରାକୁଦ ଡ୍ୟାମ ରେ ପହଁଚିବା ପରେ ଏହି ମାଛକୁ ଦେଖି ସମସ୍ତେ ଖୁବ ଭୟଭୀତ ହେଇ ଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.