ଭଦ୍ରକ ରେ ଯାତ୍ରା MELODY ଚାଲିଥିଲା ବେଳେ “ଖୋଲା ଛାତି କୁ ଅଧା ଲଙ୍ଗଳା ନାଚ ନାଚୁଥିବା ସମୟରେ” ରାଣୀ ଙ୍କ ନାଚ ଦେଖି ଜୋତା ଫିଙ୍ଗିଲେ ମହିଳା,ଭାଇରାଲ ହେଉଛି ଏହି ଫୁଲ୍ ଭିିଡିଓ
ଯାତ୍ରା ମଞ୍ଚରେ ଉପରେ ଚାଲିଛି ହାଇ ଭୋଲଟେଜ ଡ୍ରାମା, ଅଶ୍ଳୀଳ ଡ୍ୟାନ୍ସ ଦେଖି। ଷ୍ଟେଜ ଉପରକୁ ଚପଲ ଫିଙ୍ଗିଲେ ମହିଳା ।ଯାତ୍ରା ହେଉ କି ସିନେମା ସମସ୍ତେ ନିଜ ଖୁସି ପାଇଁ ଦେଖିଥାନ୍ତି ।ତେବେ ବର୍ତ୍ତମାନ ଓଡିଏସନ ର ମନ ଲାଗୁଚି ହଟ ଅଇଟମ ଡ୍ୟାନ୍ସରେ ।ତେବେ ଯୋଉଠି କେହି ଯୁବତୀ ଆଇଟମ ଡ୍ୟାନ୍ସ କରୁଛନ୍ତି ତେବେ ସେହି ସିନେମା ବା ଯାତ୍ରା ହିଟ ବୋଲି ଜାଣ ।
ତେବେ ବର୍ତ୍ତମାନ ଯାତ୍ରା ଗୁଡିକରେ ବି ଖୁବ ସୁନ୍ଦର ଆଇଟମ ଡ୍ୟାନ୍ସ ଦେଖିବାକୁ ମିଳୁଛି ଆଉ ସେତିକି ନୁହେଁ ଲୋକଙ୍କ ର ଭିଫ ବି ଛୁଟୁଛି ଏହା ଦେଖିବା ପାଇଁ।କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କି ନିକଟରେ ଏକ ଯାତ୍ରାରେ ଆଇଟମ ଡ୍ୟାନ୍ସ କରୁଥିବା ଯୁବତୀଙ୍କୁ ଚପଲ ଫିଙ୍ଗି ମରା ଯାଇଛି ତେବେ ଏମିତି କଣ ପାଇଁ ହେଲା ଆସନ୍ତୁ ଜାଣିବା ସେ ବିଷୟରେ ।
ତେବେ ଆପଣ ଯଦି ଯାତ୍ରା ଦେଖିବାକୁ ଯାଇଛନ୍ତି ତେବେ ଦେଖିଥିବେ ଯାତ୍ରା ଆରମ୍ଭ ପୂର୍ବରୁ ମେଲୋଡି ହେଇଥାଏ ଯେଉଁଥିରେ ନାଚ ଗୀତ ଓ ଆଙ୍କରିଂ ଦେଖିବାକୁ ମିଳିଥାଏ ।ଆନେକ ଲୋକ ଯାତ୍ରା ଠାରୁ ମେଲୋଡ଼ି ଦେଖିବାକୁ ପସନ୍ଦ କରନ୍ତି ତେବେ ବର୍ତ୍ତମାନ ମେଲୋଡିରେ ବି କଳାକାର ମାନେ ସର୍ଟ ଡ୍ରେସ ପିନ୍ଧି ଡ୍ୟାସଁ କରୁଛନ୍ତି ।ତେବେ ଲୋକମାନେ ଯେମିତି ଡ଼ିମାଣ୍ଡ କରିବେ କଳାକାର ମାନଂକୁ ସେମିତି କରିବାକୁ ପଡିଥାଏ ଆଉ ଏଥିରେ ଦୋଷ କଣ ।ତେବେ ଏମିତି ଏକ ହଟ ଡ୍ୟାନ୍ସ ର ଖବର ଏବେ ଖୁବ ଚର୍ଚ୍ଚାରେ ରହିଛି, କାରଣ ଯାତ୍ରା ଷ୍ଟେଜ ରେ ଛୋଟ ଡ୍ରେସ ପିନ୍ଧି ଡ୍ୟାନ୍ସ କରୁଥିବାର ଦେଖି ତେଜି ଯାଇଛନ୍ତି ଓଡିଏନ୍ସ ଭିତରେ ଥିବ ଜଣେ ଲେଡିସ ଆଉ ତାପରେ ଘଟି ଯାଇଛି ବିରାଟ କାଣ୍ଡ ।
ତେବେ ଆପଣ ଏହି ଭାଇରଲ ହେଉଥିବା ଯାତ୍ରା ମଞ୍ଚର ଭିଡ଼ିଓ ଦେଖନ୍ତୁ କେମିତି ଜଣେ ଯୁବତୀ ଛୋଟ ଛୋଟ ଡ୍ରେସ ପିନ୍ଧି ଡ୍ୟାନ୍ସ କରୁଛନ୍ତି ଆଉ ଦର୍ଶକ ମାନେ ବି ଏହାକୁ ଖୁବ ଉପଭୋଗ କରୁଛନ୍ତି ।କିନ୍ତୁ ସେହି ଭିତରେ ଜଣେ ମହିଳା ଆଗକୁ ଆସୁଛି ଆଉ ସେ ନିଜ ଗୋଡ଼ରୁ ଚପଲ ବାହାର କରି ଷ୍ଟେଜ ଉପରକୁ ଫିଙ୍ଗି ଦେଉଛି ।ଆଉ ତାପରେ ସବୁକିଛି ବନ୍ଦ ହେଇ ଯାଉଛି,ତେବେ ସେହି ମହିଳା ଷ୍ଟେଜ ଉପରକୁ ଯାଉଛନ୍ତି ଯାତ୍ରାର କର୍ମଚାରୀ ମାନଙ୍କ ସହ କଥା ହେଇ କମ୍ପ୍ଲେନ କରୁଛନ୍ତି ଏମିତି ଛୋଟ ଡ୍ରେସ ପିନ୍ଧି ଅଶ୍ଳୀଳ ଡ୍ୟାନ୍ସ କାହିଁକି ହେଉଛି ।
ଆଉ ଏମିତି ଯୁକ୍ତିତର୍କ ଆଗକୁ ବି ଜାରି ରହୁଛି, ତେବେ କଥା ହେଉଛି ଏଥିରେ ଦୋଷ କାହାର ।ଛୋଟ ଡ୍ରେସ ପିନ୍ଧୁଛନ୍ତି ବୋଲି ଲୋକମାନେ ପସନ୍ଦ କରୁଛନ୍ତି ନହେଲେ ଏମିତିରେ କେହି କାହାର ନୁହେଁ ।ତେବେ ଛୋଟ ଡ୍ରେସ ପିନ୍ଧିବା ଖରାପ ନୁହେଁ କିନ୍ତୁ ଲୋକଙ୍କ ନଜରିଆ ଅନୁସାରେ ଡ୍ୟାନ୍ସ ଖରାପ ଅଟେ ।ଠିକ ସେହିପରି କେହି ଏମିତି ଡ୍ରେସ ଜାଣିଶୁଣି ପିନ୍ଧି ନଥାଏ ସମସ୍ତେ ନିଜ ପେଟ ପାଇଁ ଏହିପରି କାମ କରିବାକୁ ବାଧ୍ୟ ହେଇଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।