ବନ୍ଧୁମାନେ ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳାଙ୍କୁ ଦେବୀ ସ୍ୱରୂପ ବୋଲି ମନା ଯାଏ ।ତେବେ ଆମ ଘରେ ଝିଅ ଟିଏ ଜନ୍ମ ହେଲେ ତାଙ୍କୁ ଲକ୍ଷ୍ମୀ ଙ୍କର ସ୍ୱରୂପ ମନା ଯାଏ ଆଉ ଯେଉଁ ଘରେ ନାରୀ ରହିଥାଏ ସେହି ଘରେ ସବୁ ସୁଖ ଶାନ୍ତି ଲାଗି ରହେ ।ତେବେ ସବୁ ନାରୀ ଙ୍କ ଭିତରେ କିଛି ଏମିତି ନାରୀ ରହିଛନ୍ତି ଯେଉଁମାନେ ଟିକିଏ ଅଧିକ ଗୁଣବତ୍ତା ଯୁକ୍ତ ।
ଆଉ ସେହି ନାରୀଙ୍କ ପାଖରେ କିଛି ଅଲଗା ବିଶେଷତ୍ୱ ବି ରହିଥାଏ ଯେପରି ତାଙ୍କ ଶାରୀରିକ ଗଠନରେ ବା ତାଙ୍କ ବ୍ୟବହାର ରେ ହେଉ ।ତେବେ ଆଜି ଆମେ ସେହି ବିଶେଷ ନାରୀଙ୍କୁ ଚିନ୍ହିବା ର କିଛି ସଙ୍କେତ ଗୁଡିକ ବିଷୟରେ ଜଣାଇବୁ,ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।
-ତେବେ ଶାସ୍ତ୍ର ଅନୁସାରେ ମହିଳାଙ୍କର କିଛି ବଛା ବଛା ଅଣ୍ଡ ବଡ଼ ହେଇଥାଏ ଆଉ ସେହି ମହିଳା ଖୁବ ଭାଗ୍ୟଶାଳୀ ହେଇଥାଏ ।ତେବେ ଯେଉଁ ନାରୀର ସୁନ୍ଦର ଚମକୁଥିବା ଗୋଲାପୀ ରଙ୍ଗର ଓ ସୁନ୍ଦର ନଖ ଥାଏ ସେମାନେ ନିଜ ସ୍ୱାମୀର ଖୁବ ଯତ୍ନ ନେଇଥାନ୍ତି ।ଆଉ ଏମାନେ ନିଜ ଇଛା ଅନୁସାରେ କାମ କରିଥାନ୍ତି ।
-ଯେଉଁ ମହିଳାଙ୍କ ପାଦର ମଝି ଆଙ୍ଗୁଳି ଲଂବା ହେଇଥାଏ ସେମାନେ ଖୁବ ଦୁର୍ଭାଗ୍ୟଶାଳୀ ହେଇଥାନ୍ତି ।ଏମାନଙ୍କୁ ବିବାହ କରିବା ଆଗରୁ ଭାବିଛନ୍ତି ବିବାହ କରିବା ଉଚିତ ।
-ବାମ ପଟ ଗାଲରେ କଳା ଯାଇ ଥାଏ ସେମାନେ ଖାଇବା ପିବାରେ ଖୁବ ରୁଚି ରଖିବା ସହିତ ଭଲ ରୋଷେଇ ବି କରିଥାନ୍ତି ।ଆଉ ନଃଜ ଘର ଲୋକଙ୍କ ର ଖୁବ ଯତ୍ନ ନେଇଥାନ୍ତି ।
-ଯେଉଁ ମହିଳାଙ୍କ ଲମ୍ବା ନାକ ଥାଏ ସବୁ କାର୍ଯ୍ୟ ଖୁବ ଶାନ୍ତିରେ ପୂରଣ କରିବା ସହିତ ଠିକ ଜାଗାରେ ଅର୍ଥ ଖର୍ଚ୍ଚ କରିଥାନ୍ତି ।
-ଯେଉଁ ମହିଳାଙ୍କ ଲମ୍ବା ଆଙ୍ଗୁଠି ଥିବା ମହିଳା ପଡ଼ିବାକୁ ଖୁବ ପସନ୍ଦ କରନ୍ତି ଆଉ ଅର୍ଥ ଭାବିଚିନ୍ତି ଖର୍ଚ୍ଚ କରନ୍ତି ।
-ପାଦରେ ତ୍ରକୋଣ ଥିବା ମହିଳା ଖୁବ ବୁଦ୍ଧିମତା ଯୁକ୍ତ ହେଇଥାନ୍ତି ଆଉ ଏମାନଙ୍କୁ ଵିଵାହ କରୁଥିବା ପୁରୁଷ ଙ୍କୁ କେବେ କିଛି ଚିନ୍ତା କରିବାକୁ ପିଡ଼ି ନଥାଏ ।
-ବଡ଼ ବଡ଼ ଆଖି ଥିବା ମହିଳା ଙ୍କୁ କେବେ ଜୀବନରେ କିଛି ଅସୁବିଧା ହେଇ ନଥାଏ ।
-ସୁନ୍ଦର ଘନ ଓ ଲମ୍ବା କେଶ ଥିବା ମହିଳା ମାନେ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ହେଇଥାନ୍ତି ।ଏମାନଙ୍କୁ ବିବାହ କରୁଥିବା ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ ।
-ତେବେ ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ର ନାକ ତଳେ ଓଠ ଉପରେ ଚୁଟି ରହିଥାଏ ଯାହା ବାହାରକୁ ସ୍ପଷ୍ଟ ଦେଖାଯାଏ ସେମାନେ ଖୁବ ରାଗି ହେଇଥାନ୍ତି ।ଏମାନେ ନିଜ କଥା ରଖିବା ପାଇଁ କିଛି ବି କରିପାରନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।