ଯେଉଁମାନେ ଲଙ୍ଗଳା ମୁକୁଳା ହେଇ ଥେଇ ଥେଇ ହେଉଛନ୍ତି ଆମେ ତାଙ୍କୁ ରୋଷ୍ଟ କରୁଛୁ – ଯୁବକଙ୍କ କଥା ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ
“ଯେଉଁ ମାନେ ଲଙ୍ଗଳା ମୁକୁଳା ହୋଇ ସୋସିଆଲ ମିଡ଼ିଆ ରେ ଥେଇ ଥେଇ ହୋଇ ନିଜ ଦେହ ଦେଖାଇ କଷ୍ଟମର କୁ ଡାକୁଛନ୍ତି ଆମେ ସେହି ମାନଙ୍କ ଭିଡ଼ିଓ କୁ ନେଇ ରୋସ୍ଟ କରୁଛୁ ,ଆମେ କିଛି ଭୁଲ କରୁ ନାଁହୁ। ଏମାନେ ସେ ବେଶ୍ୟା ମାନଙ୍କ ଠାରୁ ବି ବେଶି ଖରାପ ,ଯଦି ତୁମର ଏତେ ଅଧିକ ହେଉଛି ବେଶ୍ୟାଳୟ କୁ ଯାଉନ ଏମିତି ସୋସିଆଲ ମିଡ଼ିଆ ରେ କାଇଁ ହଉଛ।
ତୁମେ ଏମିତି ଭିଡ଼ିଓ ସବୁ କରୁଛ ତୁମେ ଭୁଲ କରୁନ କି ତୁମ ଛୁଆ ଏହାକୁ ଦେଖୁ ନାହାଁନ୍ତି ଆମେ ଏହାକୁ ରୋସ୍ଟ କରିଲେ ଛୁଆ ମାନେ ଖରାପ ହୋଇ ଯାଉଛନ୍ତି”।
ବନ୍ଧୁଗଣ ଏହି ସବୁ କଥା ଆମେ କହୁନାହିଁ ଏହା କହିଛନ୍ତି ଆମ ୟୁ ଟ୍ୟୁବର ଭାଇ ଯିଏକି ଓଡ଼ିଶାର ମହିଳା ମାନଙ୍କ ର ଅଶୀଳ ଭିଡ଼ିଓ ବା ଅଧା ଲଙ୍ଗଳା ହୋଇ କରୁଥିବା ଭିଡ଼ିଓ କୁ ନେଇ ରୋସ୍ଟ କରନ୍ତି ସେ କହିଛନ୍ତି। ତେବେ ଆପଣ ମାନେ ଦେଖୁଥିବେ କି ଆମ ସମାଜ ଧୀରେ ଧୀରେ କେତେ ଅସାମାଜିକ ହୋଇଗଲାଣି ଆଉ ଆଧୁନିକ ଯୁଗର ଯୁବତୀ ଓ ମହିଳା ମାନେ ଏହିପରି ସବୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି ତାହା ଆପଣ ମାନେ ଦେଖୁଥିବେ ନିଶ୍ଚିତ। ତେବେ ଏହି ଭଳି ସବୁ ଭିଡ଼ିଓ କୁ ନେଇ ଆମ ୟୁ ଟ୍ୟୁବର ଭାଇ ଜଣଙ୍କ ରୋସ୍ଟ କରିଥାନ୍ତି।
ତେବେ ଏ ନେଇ ତାଙ୍କୁ ଅନେକ ପ୍ରକାରର ପ୍ରଶ୍ନ କରାଯାଇଥାଏ ଯାହାର ଉତ୍ତର କୁ ନେଇ ସେ କହିଛନ୍ତି କି, ଆମେ ତ ଜଗନ୍ନାଥ ଙ୍କ ର ରୋସ୍ଟ କରୁ ନାହିଁ କିମ୍ବା ଅନ୍ୟ କାହାରି କରୁ ନାଁହୁ ଆମେ କେବଳ ତାଙ୍କର କରୁ ଯେଉଁ ମାନେ ଅଧା ଲଙ୍ଗଳା ହୋଇ ଥେଇ ଥେଇ ହୋଇ ନାଚୁଛନ୍ତି ତାଙ୍କର ଭିଡ଼ିଓ କୁ ନେଇ ରୋସ୍ଟ କରୁଛୁ ,ଭିଡ଼ିଓ ବନେଇବାକୁ ତାଙ୍କ ଘରକୁ ଯାଉନୁ।ଯେଉଁ ମାନେ ଲଙ୍ଗଳା ମୁକୁଳା ହୋଇ ସୋସିଆଲ ମିଡ଼ିଆ ରେ ଥେଇ ଥେଇ ହୋଇ ନିଜ ଦେହ ଦେଖାଇ କଷ୍ଟମର କୁ ଡାକୁଛନ୍ତି ଆମେ ସେହି ମାନଙ୍କ ଭିଡ଼ିଓ କୁ ନେଇ ରୋସ୍ଟ କରୁଛୁ ,ଆମେ କିଛି ଭୁଲ କରୁ ନାଁହୁ।
ସେ କହିଛନ୍ତି ଯେ ,ଏମାନେ ସେ ବେଶ୍ୟା ମାନଙ୍କ ଠାରୁ ବି ବେଶି ଖରାପ ,ଯଦି ତୁମର ଏତେ ଅଧିକ ହେଉଛି ବେଶ୍ୟାଳୟ କୁ ଯାଉନ ଏମିତି ସୋସିଆଲ ମିଡ଼ିଆ ରେ କାଇଁ ହଉଛ।ତୁମେ ଏମିତି ଭିଡ଼ିଓ ସବୁ କରୁଛ ତୁମେ ଭୁଲ କରୁନ କି ତୁମ ଛୁଆ ଏହାକୁ ଦେଖୁ ନାହାଁନ୍ତି ଆମେ ଏହାକୁ ରୋସ୍ଟ କରିଲେ ଛୁଆ ମାନେ ଖରାପ ହୋଇ ଯାଉଛନ୍ତି।ମୋବାଇଲ ରେ ତ ଫର୍ମ ଭିଡ଼ିଓ ବି ଅଛି ପିଲା କଣ ତାକୁ ଦେଖି ପାରିବେନି। ତେଣୁ ପିଲାଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ ସେମାନେ ଖରାପ ହେବ ନାହିଁ। ତେବେ ତାଙ୍କର ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।