Daily news update , Real odisha local news

ଜୟ ଜଗନ୍ନାଥ.. ମୋର ଯେଉଁଦିନ ଡିର୍ଭସ ହୋଇଯିବ ସେହି ଦିନ ହେବ ମୋ ପାଇଁ ନୂଆ ଜନ୍ମ ପୁର୍ନଜନ୍ମ ହେବ ମୋ ପାଇଁ କ୍ୟାମେରା ଆଗରେ ମୁହଁ ଖୋଲି କିଛି ଏଭଳି କହିଲେ Ollywood ଅଭିନେତା ଅନୁଭବ..

0 205

“କିଛି ବର୍ଷ ହେବ ମୁଁ ମରି ମରି ବଞ୍ଚୁଛି, ଯେଉଁ ଦିନ ମୋର ଛାଡପତ୍ର ହେବ ସେହି ଦିନ ମୁଁ ମୋର ପ୍ରକୃତ ଜନ୍ମ ଦିନ ପାଳନ କରିବି ଏବଂ ସେହିଦିନ ହେବ ମୋର ପ୍ରକୃତ ପୁର୍ନଜନ୍ମ।

ତେବେ ଆପଣ ମାନେ ମୋ ଜନ୍ମ ଦିନ ରେ ମୋତେ ଶୁଭେଚ୍ଛା ଜଣେଇବା ଏବଂ ଏତେ ଭଲ ପାଇବା ଦେଇଥିବା ରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ।” ବନ୍ଧୁଗଣ ନିଜ ଜନ୍ମ ଦିନ ରେ ହୃଦୟ ର କଥା ଖୋଲି କରି କହିଲେ ଅଭିନେତା ଅନୁଭବ ମହାନ୍ତି। ତାଙ୍କର ଏହି ଭାଇରାଲ ଭିଡ଼ିଓ ଟି ବିଷୟ ରେ ଜାଣିଲେ ଆପଣ ମଧ୍ୟ ଭାବ ବିହ୍ୱଳ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଆମ ଓଡ଼ିଆ ସିନେମା ର ପରିଚିତ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଙ୍କୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ କିଛି ବର୍ଷ ହେବ ତାଙ୍କର ବୈବାହିକ ସମ୍ପର୍କ କୁ ନେଇ ବିବାଦ ରେ ରହୁଥିଲେ ଏବଂ ବର୍ତ୍ତମାନ ତାଙ୍କର ପତ୍ନୀ ଅଭିନେତ୍ରୀ ବର୍ଷା ମଧ୍ୟ ତାଙ୍କ ଘର ଛାଡ଼ି ବାହାରେ ରହୁଛନ୍ତି। ତେବେ କିନ୍ତୁ ବର୍ଷା ତାଙ୍କ ଜୀବନ ରୁ ଚାଲିଯିବା ପରେ ପୁଣି ଥରେ ଅନୁଭବ ମହାନ୍ତି ଙ୍କ ର ଏକ ନୂଆ ସିନେମା ଆସିବାକୁ ଯାଉଛି ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି ଯାହାର ନାମ ରହିଛି “ଲଭ ଇନ ଲଣ୍ଡନ”।ଯାହାକୁ ନେଇ ସେ ଖୁବ ଆଶାୟୀ ମଧ୍ୟ ରହିଛନ୍ତି।

 

ତେବେ ଆଜି ହେଉଛି ଡିସେମ୍ବର ୨୪ , ଆମ ଓଲିଉଡ ର ଅଭିନେତା ଅନୁଭବ ମହାନ୍ତି ତଥା ସାଂସଦ ଅନୁଭବ ମହାନ୍ତି ଙ୍କ ର ଜନ୍ମ ଦିନ। ତେବେ ଅନୁଭବ ଙ୍କ ଜନ୍ମ ଦିନ ରେ ତାଙ୍କୁ ତାଙ୍କର ଫେନ ମାନେ ତାଙ୍କୁ ଜନ୍ମ ଦିନ ର ସୁବେଚ୍ଛ ମଧ୍ୟ ଜଣେଇଥିଲେ। ତେବେ ଏହାକୁ ନେଇ ଅଭିନେତା ଅନୁଭବ ମହାନ୍ତି ନିଜେ ସୋସିଆଲ ମିଡ଼ିଆ ରେ ଲାଇଭ ଆସିଥିଲେ ଏବଂ ନିଜ ହୃଦୟ ର କଥା କହିଥିଲେ। ତେବେ ସେ କହିଥିଲେ କି, କିଛି ବର୍ଷ ହେବ ମୁଁ ମରି ମରି ବଞ୍ଚୁଛି, ଯେଉଁ ଦିନ ମୋର ଛାଡପତ୍ର ହେବ ସେହି ଦିନ ମୁଁ ମୋର ପ୍ରକୃତ ଜନ୍ମ ଦିନ ପାଳନ କରିବି ଏବଂ ସେହିଦିନ ହେବ ମୋର ପ୍ରକୃତ ପୁର୍ନଜନ୍ମ। ତେବେ ଆପଣ ମାନେ ମୋ ଜନ୍ମ ଦିନ ରେ ମୋତେ ଶୁଭେଚ୍ଛା ଜଣେଇବା ଏବଂ ଏତେ ଭଲ ପାଇବା ଦେଇଥିବା ରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ।

ଏହା ପରେ ସେ କହିଥିଲେ କି ଯଦି ଆପଣ ମାନେ ମୋ ଜନ୍ମ ଦିନ ପାଳନ କରିବା କୁ ଚଂହୁଛନ୍ତି ତେବେ ଆପଣ ଙ୍କ ଅଞ୍ଚଳ ରେ ଥିବା ଗରିବ ଓ ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିଦେବେ। ଏହା ଠାରୁ ବଡ଼ ଭେଟି ମୋ ପାଇଁ ଆଉ କିଛି ବି ହେବ ନାହିଁ ।ଯେଉଁ ଦିନ ମୋର ଛାଡପତ୍ର ହୋଇଯିବ ସେ ଦିନ ମୁଁ ସମସ୍ତ ଙ୍କ ସହ ଜନ୍ମ ଦିନ ପାଳନ କରିବି।ତେବେ ତାଙ୍କର ଏହି ଭିଡ଼ିଓ ଟି ଏବେ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.