ଶେଷ ହେବାକୁ ଯାଉଛି ପୁରା ପୃଥିବୀ, ଆସୁଛି ବହୁତ ବଡ଼ ଭୟଙ୍କର ଭୂକମ୍ପ। ଖୁବ ଶୀଘ୍ର ଶେଷ ହୋଇଯିବ ସଂସାର ଏବଂ ମାଟି ତଳେ ପୋତି ହୋଇଯିବ ସମଗ୍ର ପୃଥିବୀ। ଦେଖୁ ଥିବା ଏହି ସୁନ୍ଦର ଜୀବ ଜଗତ ଗୋଟିଏ ଝଟକା ରେ ମାଟି ତଳେ ସମାପ୍ତ ହୋଇଯିବ ,
ସମୁଦ୍ର ମଧ୍ୟରେ ହୋଇଥିବା ଏହି ଗଭୀର ଗାତ ଏବଂ ସେଥିରୁ ବାହାରୁ ଥିବା ତରଳ ପଦାର୍ଥ ସୃଷ୍ଟି କରିବ ଭୂକମ୍ପ ଆଉ ଏହି ଭୂକମ୍ପ ଏତେ ଭୟଙ୍କର ହେବ କି, ତ୍ରୁକୀ ରେ ଆସିଥିବା ବିନାଶ କାରୀ ଭୂକମ୍ପ ଠାରୁ ୩୦ ଗୁଣ ଅଧିକ ଭୟଙ୍କର ହେବ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।
ତେବେ ସୂଚନା ଯୋଗ୍ୟ ଯେ , ବର୍ତ୍ତମାନ ଏକ ବଡ଼ ଭବିଷ୍ୟବାଣୀ ଆସିଅଛି କି ଖୁବ ଶୀଘ୍ର ଏହି ଧରାପୃଷ୍ଠ ରେ ବହୁତ ବଡ଼ ଭୟଙ୍କର ଭୂକମ୍ପ ଆସିବା କୁ ଯାଉଛି ଯାହା ସମଗ୍ର ପୃଥିବୀ କୁ ମାଟି ତଳେ ଲୀନ କରିଦେବ। ତେବେ କିନ୍ତୁ ସବୁଠାରୁ ବଡ଼ କଥା ଏହା କି ଏହି ଭବିଷ୍ୟବାଣୀ କୌଣସି ବାବା କିମ୍ବା ମାଳିକା ରଚୟକ ଦେଇ ନାହାନ୍ତି ଏହା ଦେଇଛନ୍ତି ଭୁ ବୈଜ୍ଞାନିକ ମାନେ। ଯେଉଁ ମାନେ ହଜାର ହଜାର ରିସର୍ଚ୍ଚ କରିବା ପରେ ଏହାକୁ ପ୍ରମାଣ ର ସହ ସ୍ପଷ୍ଟ କରିଛନ୍ତି। ତେବେ ଆମେରିକା ର ଭୁ ବୈଜ୍ଞାନିକ ମାନେ କହିଛନ୍ତି ଯେ ,
ପ୍ରଶଂସା ମହାସାଗର ରେ ତଥା ଆମେରିକା ର ଉତ୍ତର ସମୁଦ୍ର ମଧ୍ୟରେ ଏକ ବହୁତ ବଡ଼ ଗାତ ସୃଷ୍ଟି ହୋଇଛି ଏବଂ ଏହି ଗାତ ରୁ ବାହାରୁଚି କିଛି ତରଳ ପଦାର୍ଥ ଏବଂ ଯଦି ଏହି ତରଳ ପଦାର୍ଥ ଗୁଡିକ ଉପର କୁ ଆସିଯାଏ ତେବେ ଭୟଙ୍କର ଭୂକମ୍ପ ଆସିବ ଏବଂ ପୁରା ପୃଥିବୀ କୁ ଧ୍ୱଂସ କରିଦେବ। ତେବେ ବୈଜ୍ଞାନିକ ଙ୍କ କହିବା ଅନୁସାରେ, ସମୁଦ୍ର ମଧ୍ୟରେ ଥିବା ଗାତ ରେ ଥିବା ଏହି ତରଳ ପଦାର୍ଥ ସମୁଦ୍ର ତଳେ ଥିବା ପ୍ଲେଟ ଗୁଡିକ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ଆଉ ଯଦି ଏହା ଉପର କୁ ଆସିଯାଏ ତେବେ ପ୍ଲେଟ ଗୁଡିକ ସନ୍ତୁଳନ ହରାଇବେ ଏବଂ ଭୂକମ୍ପ ଆସିଯିବ।
ତେବେ ବୈଜ୍ଞାନିକ ମାନେ ସମୁଦ୍ର ତଳେ ଥିବା ଏହି ଗାତ ଓ ତରଳ ପଦାର୍ଥ କୁ ୨୦୧୫ ମସିହା ରୁ ଖୋଜି ପାଇଥିଲେ ଏବଂ ଏହା ଉପରେ ଅନେକ ରିସର୍ଚ୍ଚ ଆରମ୍ଭ କରିଥିଲେ। ତେବେ ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନା କୁ ଆସିବା ସହ ଏହାର ଫୋଟ ଓ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।ତେବେ ବୈଜ୍ଞାନିକ ମାନେ ସ୍ପଷ୍ଟ କରିଛନ୍ତି କି ଏହି ତରଳ ପଦାର୍ଥ କାରଣ ରୁ ଯେଉଁ ଭୂକମ୍ପ ଧରାପୃଷ୍ଠ ରେ ଆସିବ ତାହା ଭୟଙ୍କର ଭୂକମ୍ପ ଠାରୁ ୩୦ ଗୁଣ ଅଧିକ ରହିବ ବୋଲି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଖବର ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।