Daily news update , Real odisha local news

IAS -ପରୀକ୍ଷାରେ ଝିଅକୁ ପଚାରାଗଲା ! ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ପରେ ବି ଓଦା ହୋଇନଥାଏ, ୯୯% ସଠିକ ଉତ୍ତର ଦେବାରେ ଫେଲ

0 3,272

1-ମୁ ଗୋଟିଏ ଝିଅକୁ ପଚାରିଲି ତୋର ନାମ କଣ , ସେ ଝିଅଟି କହିଲା ତାର ନାମ 1717 ତେବେ ସେ ଝିଅଟିର ନାମ କଣ ଅଟେ?
ଉତ୍ତର–ତାହାର ନାମ ଇଂରାଜୀ ଅକ୍ଷରରେ LILI ଅଟେ ।

2-ପୁଅ ମାନଙ୍କର ନାମ ଝିଅ ମାନଙ୍କର କାମ , କିଏ କହିପାରିବ ସେ କେଉଁ ପର୍ବର ନାମ?
ଉତ୍ତର– କୁମାର ପୂର୍ଣ୍ଣିମା

3–ଗୋଟିଏ ରୁମାଲ୍ ର ଚାରୋଟି କୋଣ ରହିଛି ଯଦି ସେହି ରୁମାଲର ଦୁଇଟି କୋଣକୁ କାଟି ଦିଆଯାଏ ତେବେ ସେଥିରେ ଆଉ କେତୋଟି କୋଣ ରହିବ?
ଉତ୍ତର–6 ଟି କୋଣ ରହିବ ।

4–ଯିଏ ବେଶୀ ମଦ ପିଏ ତାହାକୁ ମଦୁଆ କୁହନ୍ତି , ହେଲେ ଯିଏ ବେଶି ଭଲପାଏ ତାହାକୁ କଣ କୁହନ୍ତି ?
ଉତ୍ତର–ଲଭ ମାଷ୍ଟର

5–ଏମିତି କଣ ଯାହାକୁ ମାରିଲେ କିଛି ଅପରାଧ ହୋଇନଥାଏ?
ଉତ୍ତର–ମିସ କଲେ

6–ଏମିତି କେଉଁ ବ୍ୟାଗ ରହିଛି ଯାହାକୁ କେବଳ ଓଦା କରିଲେ ହଁ କାମରେ ଆସେ ?
ଉତ୍ତର–ଚାହା ବ୍ୟାଗ

7–ଏମିତି କେଉଁ ଜିନିଷ ଅଛି ଯାହାର ନାମ ଧରିଲେ ସେ ଭାଙ୍ଗି ଯାଏ?
ଉତ୍ତର–ଚୁପ ରହିବା/ମଉନ ରହିବା

8–ଗୋଟିଏ ଗୁମ୍ଫାରେ ବତିଶି ଚୋର ଦିନରେ କରନ୍ତି କାମ , ରାତି ହେଲେ ସିଧା ଆରାମ କରନ୍ତି କୁହ ତେବେ ତାଙ୍କ ନାମ?
ଉତ୍ତର–ଦାନ୍ତ

9–ବାପାଙ୍କର ଭଉଣୀ ସିଏ ଜେଜେଙ୍କ ଝିଅ ବୋଉର ସିଏ ନଣନ୍ଦ ହେବ କିଏ ସେ କୁହ?
ଉତ୍ତର–ପିଉସୀ ନାନୀ

10 –କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?
ଉତ୍ତର – ବଗ

11- ଝିଅ ମାନେ ଗାଧେଇଲା ବେଳେ ତାଙ୍କର କେଉଁ ଜିନିଷ ଓଦା ହୋଇ ନଥାଏ ?
ଉତ୍ତର: ନିଜ ଛାଇ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.