ଆମେ ୨ ଭଉଣୀ ଆମେ ସବୁ ବେଳେ ବଡ଼ିଆ ବାଡ଼ି ହଉ – Raja Sundari ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ଶେଷରେ ମାତ୍ର 3 ଘଣ୍ଟାରେ 280K
ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି, ବର୍ତ୍ତମାନ ଓଡ଼ିଆ ଟିଭି ଚେନାଲ “ସିଦ୍ଧାର୍ଥ ଟିଭି” ରେ “ରଜ ସୁନ୍ଦରୀ” ରିଆଳିଟି ସୋ ବିଷୟ ଜାଣିଥିବେ। ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା ଯୁବତୀ ମାନଙ୍କୁ ନିଜ କଳା ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି। ତେବେ ଏହି ସୋ ରେ ତିନି ଜଣ ଯୋଜ ରହିଛନ୍ତି ତଥା ପୁପିନ୍ଦର, ଦୀପକ ଏବଂ ଅଭିନେତ୍ରୀ ରିୟା। ତେବେ ବର୍ତ୍ତମାନ ଏହି ସୋ କୁ ଆସିଥିବା ପ୍ରତିଯୋଗି ଙ୍କର ଭିଡ଼ିଓ ଟି ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯାଏ।
ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ। ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।ମାତ୍ର ବର୍ତ୍ତମାନ ସମସ୍ତେ ନିଜ ପ୍ରତିଭା କୁ ଦେଖାଇବା ର ଏକ ସୁଯୋଗ ପାଇଛନ୍ତି।
ତେବେ ବର୍ତ୍ତମାନ ଯେଉଁ ରଜ ସୁନ୍ଦରୀ ରିଆଳିଟି ସୋ ର ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ସେଥିରେ ଆପଣ ଦେଖିବେ କି ତିନି ଜଣ ସୁନ୍ଦରୀ ଆସିଛନ୍ତି ଆଉ ସେମାନେ ନିଜ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିଛନ୍ତି। ତେବେ ସେହି ତିନି ଜଣ ପ୍ରତିଯୋଗି ମଧ୍ୟରେ ଦୁଇ ଜଣ ଭଉଣୀ ଥିଲେ। ଆଉ ଦୁଇ ଭଉଣୀ କହିଛନ୍ତି କି ସେମାନେ ସବୁବେଳେ ମାର ପିଟ ଲାଗନ୍ତି ଏପରି କି କେବଳ ଖାଇବା କଥା ନେଇକି ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ ବୋଲି। ତେବେ ତାଙ୍କର କଥାରେ ଖୁବ ହସିଛନ୍ତି ଜଜ ଦୁଇ ଜଣ
ମାତ୍ର ଦୁଇ ଭଉଣୀ ଏବଂ ତାଙ୍କ ସହ ଆସିଥିବା ଅନ୍ୟ ଜଣେ ଯୁବତୀ ମଧ୍ୟ ପ୍ରଶ୍ନ ଉତ୍ତର ପ୍ରଯ୍ୟାୟ ରେ ଏତେ ଭଲ କରି ନାହାନ୍ତି। ଏବଂ ତାଙ୍କୁ ରାଜ୍ୟ ଓ ଦେଶ ବିଷୟ ରେ ସାଧାରଣ ଜ୍ଞାନ ବି ନାହିଁ। ତାଙ୍କୁ ଯୋଡି ଶଙ୍ଖ ବୋଲି ଓଡିଶା ର କେଉଁ ଜିଲ୍ଲା କୁ କୁହାଯାଏ ତାହା ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତର ସେ ଭୁଲ ଦେଇଥିଲେ।ତେବେ ଏହିପରି ନୃତ୍ୟ କୁ ନେଇ ପ୍ରଚରା ଯାଇଥିବା ପ୍ରଶ୍ନ ର ମଧ୍ୟ ଭୁଲ ଉତ୍ତର ଦେଇଥିଲେ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି, ଆପଣ ଏହି ଭିଡ଼ିଓ କୁ ଦେଖିଲେ ହସି ହସି ଗଡିଯିବେ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।