Daily news update , Real odisha local news

“ପିରିୟଡ଼ ସ୍କିପ କରିବା ପାଇଁ ମେଡ଼ିସିନ ଖାଇଦେଉଛନ୍ତି, ଦେଖନ୍ତୁ ଏହି ଭିଡିଓ

0 3,566

ପ୍ରତ୍ୟେକ ମହିଳା ଙ୍କ ଜୀବନରେ ପିରିୟଡ଼ ହେବା ଏକ ନେଚୁରାଲ ପ୍ରୋସେସ, ତେବେ ଏହି ପିରିୟଡ଼ ନାରୀ ଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ବୟସରୁ ଆରମ୍ଭ ହେଇଥାଏ ଆଉ ଏକ ନିର୍ଦ୍ଦିଷ୍ଟ ବୟସରେ ସଗେଶ ହେଇଥାଏ ।ତେବେ ପିରିୟଡ଼ ହେଲେ ଯାଇ ଜନ୍ର ନାରୀ ପ୍ରଜନନ କ୍ଷମ ହେଇପାରନ୍ତି ।

ତେବେ ବହୁତ ସମୟରେ ନାରଟିଏ ପିରିୟଡ଼ ରୋକିବା ପାଇଁ ବିଭିନ୍ନ ମେଡିସିନ ଖାଇଥାଏ ଯାହା ଠିକ ନୁହେଁ ଆଉ ଏପରି ବାରମ୍ବାର କଲେ ଭବିଷ୍ୟତରେ ବହୁତ ବଡ଼ ବିପଦ ଆସିଥାଏ ।ତେବେ ଏହି ବିନା ପ୍ରେସକ୍ରିପ୍ସନ ରେ କଣ୍ଟ୍ରାସେପିକ ପିଲ କୁ ବନ୍ଦ କରିବା ପାଇଁ ଆଗେଇ ଆସିଛନ୍ତି କିଛି ସମାଜ ସେବୀ ।

ତେବେ ଆମ ସମାଜରେ ନାରୀଟିର ପିରିୟଡ଼ ହେଲେ ତାଙ୍କୁ ବହୁତ ସ୍ତଙ୍କୁ ବରଂ କରାଯାଇଥାଏ ତାଙ୍କୁ ଏକ ପ୍ରକାରରର ଅଛୁଆଁ କରାଯାଏ ।ଆଉ ସେଥିପାଇଁ ସେମାନେ କୌଣସି ଶୁଭ କାର୍ଯ୍ୟରେ ସାମିଲ ହେଇପାରନ୍ତି ନାହିଁ ।ସେଥିପାଇଁ ବହୁତ ସମୟରେ ନାରୀ ମନେ ପିରିୟଡ଼ କୁ ରୋକିବା ପାଇଁ ବିଭିନ୍ନ ମେଡିସିନ ବା କଣ୍ଟ୍ରାସେପିକ ପିଲ ଖାଇଥାନ୍ତି ।ଆଉ ଯଦି ଜଣେ ଏହି ପିଲ ଲଗାତାର ଖାଉଛି ତେବେ ତାଙ୍କର ଓଭରିରେ ଅସୁବିଧା ଆସିଥାଏ, କ୍ୟାନ୍ସର ପରି ରୋଗ ହେଇଥାଏ ଆଉ ପ୍ରଜନନ କ୍ଷମତା ବି କମିଯାଏ ।ଆଉ ଏସବୁ ବିଷୟରେ ଲୋକେ ଜାଣି ନାହାନ୍ତି ।

ଆଉ ବର୍ତ୍ତମାନ ଏହିପରି ବିନା ପ୍ରେସକ୍ରିପ୍ସନ ରେ ଦିଆଯାଉଥିବା ମେଡିସିନ ଉପରେ ରୋକ ଲଗାଇବା ପାଇଁ କିଛି ସମାଜସେବୀ ରାଜ୍ୟ ଭେଷଜ ବିଜ୍ଞାନ ଅଫିସରେ ରିପୋର୍ଟ କରିଛନ୍ତି ।ତେବେ ସେହି ସମାଜ ସେବୀ ମନେ ମାନ୍ୟବର ରାଷ୍ଟ୍ରପତି ଙ୍କୁ ବି ଏନେଇ ଚିଠି ଲେଖିଛନ୍ତି ।ଟ୍ରବେ ସମାଜସେବୀ ଙ୍କ କହିବା ଅନୁଯାୟୀ ଏମିତି ଏଆଡୁ ସେଆଡୁ ମେଡିସିନ ନେଇଟିଏ ନେଲା ପରେ ତାଙ୍କୁ ଭବିଷ୍ୟତରେ ଅନେକ ଅସୁବିଧା ହେଇଥାଏ ।ତେଣୁ ମେଡିସିନ ରହିବ କିନ୍ତୁ ଯୋଉଟା ସେତେବେଳେ ଜଣେ ନେଇ ପାରିବ ଯେତେବେଳେ ଜଣକ ପାଖରେ ପ୍ରେସକ୍ରିପ୍ସନ ଥିବ ।

ତେବେ ଏନେଇ ଭେଷଜ ବିଜ୍ଞାନ ଅଫିସରେ ଆଲୋଚନା କରିବା ପରେ ଏନେଇ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।ତେବେ ଏହା ଏକ ଛୋଟ ବିଷୟ ନୁହେଁ ତେଣୁ ଛୋଟ କଥା ଭାବି ଏଡାଇ ଦେବା କେବେ ଉଚିତ ନୁହେଁ ।ତେଣୁ ପ୍ରତ୍ୟେକ ନାରୀଙ୍କ ଜୀବନର କଥା, ତେବେ ମେନସୁରେସନ ସପ୍ତାହ ଅବସରରେ କିଛି ସମାଜସେବୀ ଙ୍କର ଏହି ଉଦ୍ୟମ ଖୁବ ପ୍ରଶଂସନୀୟ ଅଟେ ।ତେବେ ପ୍ରତ୍ୟେକ ନାରୀ ମନେ ନିଜେ ବି ଏହି ବିଷୟ ପ୍ରତି ଜଲଦି ସତର୍କ ହେଇ ଯାଆନ୍ତୁ ଆଉ ପିରିୟଡ଼ ଏକ ନେଚୁରାଲ ପ୍ରୋସେସ ତେଣୁ ତାକୁ ରୋକିବାକୁ ଯାଇ ନିଜ ଜୀବନକୁ ଅନ୍ଧାର ଭିତରକୁ ଠେଲି ଦିଅନ୍ତୁ ନାହିଁ ।ଆଉ ଏହି ବିଷୟରେ ସମସ୍ତ ନାରୀ ନିହାତି ଜାଣିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.